Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର: ଫୁଲୁଛି ବୈତରଣୀ ଓ ସାଳନ୍ଦୀ। ସେହିପରି ବ୍ରାହ୍ମଣୀ, ଖରସ୍ରୋତା, କାଣୀ ଓ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ୨ଟି ବ୍ଲକର ୩୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ସେହିପରି ଭଦ୍ରକ ଆଖୁଆପଦାରେ ବୈତରଣୀ ୧୮.୩୩ ମିଟର ବିପଦ ସଙ୍କେତ ଅତିକ୍ରମ…

ପୁଣି ଥାର ଆତଙ୍କ; ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଓ ଷଣ୍ଢ ମୃତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୋଟିଏ ଷଣ୍ଢ ମଧ୍ଯ ପ୍ରାଣ ହରାଇଛି। ସୂଚନା ଅନୁଯାୟୀ, ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଥାର ନିୟନ୍ତ୍ରଣ…

ଶିଳ୍ପ ବର୍ଜ୍ୟବସ୍ତୁରୁ ବାହାରିବ ମୂଲ୍ୟବାନ ଧାତୁ: ନାଲକୋର ନୂଆ ପଦକ୍ଷେପ, ଭୁବନେଶ୍ୱରରେ ପାଇଲଟ୍ ପ୍ଲାଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର: ଶିଳ୍ପ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଧାତୁ ଓ ଉପାଦାନ ବାହାର କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ‘ନାଲକୋ’। ଆଜି ଭୁବନେଶ୍ୱରସ୍ଥିତ ନାଲକୋ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା…

ଭଦ୍ରକରେ ବନ୍ୟା ପରିସ୍ଥିତି ଗମ୍ଭୀର: ବୁଧବାର ୩ଟି ବ୍ଲକ୍‌ର ୨୯୭ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନର ନିର୍ଦ୍ଦେଶ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ବନ୍ୟା ବିପନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବୁଧବାର ଜିଲ୍ଲାର ସର୍ବାଧିକ ପ୍ରଭାବିତ ତିନୋଟି ବ୍ଲକ୍…

ଏକତରଫା ପ୍ରେମର ଭୟଙ୍କର ପରିଣାମ: ବାଲେଶ୍ୱରରେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାରର ୪ ସଦସ୍ୟଙ୍କୁ ଛୁରୀ ଭୁସିଲା ଯୁବକ

ବାଲେଶ୍ୱର: ଏକତରଫା ପ୍ରେମର ଏକ ଭୟଙ୍କର ତଥା ରକ୍ତରଞ୍ଜିତ ପରିଣାମ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ପ୍ରେମ ନିବେଦନରେ ବିଫଳ ହୋଇ ଜଣେ ଉନ୍ମତ୍ତ ଯୁବକ ଜଣେ ଯୁବ ଶିକ୍ଷୟିତ୍ରୀଙ୍କ ସମେତ ତାଙ୍କ ପରିବାରର ମୋଟ ୫ ଜଣ ସଦସ୍ୟଙ୍କ ଉପରେ ଏକ ଧାରୁଆ ଛୁରୀରେ ଆତଙ୍କବାଦୀ ଭଳି ଆକ୍ରମଣ କରିଛି…

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ଆଜାଦ୍

ପାରଳାଖେମୁଣ୍ଡି: ଦୀର୍ଘ ୧୫ ବର୍ଷ ଜେଲରେ ବିଚାରାଧୀନ କଏଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ ନେତା ଆଜାଦ ଓରଫ ଡନା କେଶବ ରାଓ। ଆଜି ଏକ ସ୍ୱତନ୍ତ୍ର କୋର୍ଟର ରାୟ ଅନୁସାରେ ତାଙ୍କୁ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ…

ଓଡ଼ିଶା ମାନବାଧିକାର କମିଶନର ନୂଆ ସଦସ୍ୟ ଭାବେ ନିଯୁକ୍ତି ପାଇଲେ କେନ୍ଦୁଝରର ଆଇନଜୀବୀ ବିରଜା ଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଓଡ଼ିଶା ମାନବାଧିକାର କମିଶନକୁ ମିଳିଛନ୍ତି ଆଉ ଜଣେ ନୂଆ ସଦସ୍ୟ। ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାର ଜଣାଶୁଣା ତଥା ବରିଷ୍ଠ ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ କମିଶନର ନୂତନ ସଦସ୍ୟ ଭାବେ ନିଯୁକ୍ତି…

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସ୍ମାର୍ଟ ଟ୍ରାଫିକ୍ ସିଷ୍ଟମ୍‌କୁ କଡ଼ାକଡ଼ି ପାଇଁ…

ଭୁବନେଶ୍ୱର: ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏହି ସମୀକ୍ଷା ବୈଠକ କରିଛନ୍ତି।…

ରାଜ୍ୟରେ ନକଲି ପନିର ଆତଙ୍କ: ବଜାରରେ ଖୁଲମଖୁଲା ବିକ୍ରି ହେଉଛି ଡିଟରଜେଣ୍ଟ ଓ ୟୁରିଆ ମିଶା ବିଷାକ୍ତ ପନିର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରରେ ଏବେ ନକଲି ବା ସିନ୍ଥେଟିକ୍ ପନିରର ବେଆଇନ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଧାନୀ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ସମେତ ରାଜ୍ୟର…

ଏହି ଦିନ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଅଗଷ୍ଟ ୨୪ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜନ ଅଭିଯୋଗ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ୟୁନିଟ୍-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୁର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଅଭିଯୋଗ ଶୁଣାଣି କରିବେ।…