Latest Odisha News

BREAKING NEWS

Browsing Category

ଓଡିଶା

Odisha

Temple Theft: ମନ୍ଦିରରୁ ୭ ଲକ୍ଷର ସୁନାଗହଣା ପୋଛିନେଲେ ଦୁର୍ବୃତ୍ତ

ବାଲେଶ୍ବର:ଲୁଟେରାଙ୍କ ନଜରରେ ମନ୍ଦିର । ରାଜ୍ୟରେ ଗୋଟିଏ ପରେ ଗୋଟିଏ ମନ୍ଦିରର ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ବାଲେଶ୍ଵର ସଦର ଥାନା ଗୋପିନାଥପୁର ପଞ୍ଚାୟତ ନିଳଦା ଗାଁ ସ୍ଥିତ ସର୍ବ ମଙ୍ଗଳା ମନ୍ଦିରରେ ଲୁଟ ହୋଇଥିବା ସୂଚନା ରହିଛି । ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ନେବା ସହ ସୁନା ରୂପା…

Illegal Sand Mining: ବେଆଇନ ବାଲି ଉତ୍ତୋଳନ ଉପରେ ଚଢ଼ାଉ;୭ ହାଇୱା ଟ୍ରକ୍ ଜବତ

କଟକ: ନିଆଳି ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ବିରୋଧରେ ପୋଲିସର ଚଢ଼ାଉ । ଚଢ଼ାଉ ସମୟରେ ପୋଲିସ ୭ଟି ହାଇୱା ଟ୍ରକ୍ ଜବତ କରିଛି । ଏହା ସହ ୭ ଜଣ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି । ରାତି ଅଧରେ ଚାଲିଥିବା ବାଲି ଉତ୍ତୋଳନ ରୋକିବା ପାଇଁ ନିଆଳି ପୋଲିସ ଏହି ଅଭିଯାନ ଚଳାଇଛି ।…

Snanajatra 2026: ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା; ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ, କାଲିଠୁ…

ପୁରୀ: ଆସନ୍ତା ସୋମବାର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା (ଜୁନ୍ ୨୯)ରେ ପାଳିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ବର୍ଷକୁ ଥରେ ହେଉଥିବା ଏହି ପବିତ୍ର ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ନାନମଣ୍ଡପରେ…

Odisha Heatwave Relief: ବର୍ଷା ଆସିଲା, ହେଲେ ବର୍ଷିଲାନି…ଜୁଲାଇ ପହିଲାରୁ ଗାଜିବ ବର୍ଷା! ୨ ବେଳକୁ ଲଘୁଚାପ…

ଭୁବନେଶ୍ୱର: ରାଜ୍ୟକୁ ଏବେ ଦକ୍ଷିଣ ମୌସୁମୀ ବାୟୁ ଗ୍ରାସ କରିଥିବା ବେଳେ, ଅନେକ ସ୍ଥାନରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ତଥାପି ବର୍ଷା ଦିନ ଭଳି ବଡ ବର୍ଷା ଅନୁଭୂତ ହେଉନାହିଁ, ଗରମ ଏବଂ ଗୁଳୁଗୁଳି ବଜାୟ ରହିଛି । ଗୁଳୁଗୁଳି…

Women Entrepreneurship Platform: ମହିଳାଙ୍କୁ ଉଦ୍ୟୋଗପତି କରିବାକୁ ବଡ଼ ପଦକ୍ଷେପ, “ଏବେ କେବଳ ଚାକିରି…

ଭୁବନେଶ୍ୱର: ଓଡ଼ିଶାରେ ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ଆହୁରି ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର 'ୱିମେନ୍ ଅନ୍ତ୍ରପନରସିପ୍ ପ୍ଲାଟଫର୍ମ (WEP) ଓଡ଼ିଶା ଚାପ୍ଟର'ର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗଙ୍କ ସହଯୋଗରେ…

ଏସଆଇଆର କାମରେ ଅବହେଳା ପାଇଁ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼: ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ସବଡ଼େଗା ବ୍ଲକ୍‌ ଗାଙ୍ଗପୁରଗଡ଼ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଘନଶ୍ୟାମ ବୁଖ୍ରା ନିଲମ୍ବିତ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରିପୋର୍ଟରେ ତାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ତେଜସ୍ବିନୀ ବେହେରା ନିଲମ୍ବନ କରିଛନ୍ତି। ଶିକ୍ଷକ ଘନଶ୍ୟାମ…

Double murder: ମା’-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ମହୁଲଡିହାରେ ଡବଲ ମର୍ଡର। ମା' ଓ ଝିଅଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରୀ ସାହିରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ମୃତକାମାନେ ହେଲେ ସୀତାମଣି ଟୁଡୁ (୩୦) ଏବଂ ତାଙ୍କର ଝିଅ ଜବାମଣି…

୨ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଶୁଣାଣି; ଉଭୟ ଦୋଷୀଙ୍କୁ ଜେଲ୍‌ ଦଣ୍ଡ

ଭୁବନେଶ୍ବର: ଭିନ୍ନଭିନ୍ନ ସ୍ଥାନରେ ୨ଜଣ ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ମାମଲାରେ ଦୋଷୀକୁ ଅଦାଲତ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ସେହିପରି ଯାଜପୁର ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଯାଜପୁର…

ନିଜ ବାଡି ଛତୁ ଖାଇ ୬ଅସୁସ୍ଥ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ହିନ୍ଦୋଳ ଥାନା କାନ୍ତିମିଳି ପଞ୍ଚାୟତ ଧୁବୁନୀନନ୍ଦ ଗାଁରେ ଛତୁ ଖାଇ ୬ ଜଣ ଅସୁସ୍ଥ ହୋଇପଡିଛନ୍ତି । ୬ ଜଣଙ୍କ ମଧ୍ୟରେ ଚାରି ମହିଳା ଓ ଦୁଇ ପିଲା ରହିଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ନିମିଷକେ ବଦଳି ଯାଇଥାନ୍ତା ଭାଗ୍ୟ, ହେଲେ ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନକୁ ଏଭଳି ଭାବେ ପ୍ରତ୍ୟାଖ୍ୟାନ କଲେ ଓଡ଼ିଆ ପୁଅ

ପୁରୀ: ଆଜିକାଲିର ସ୍ୱାର୍ଥପର ଦୁନିଆରେ ଯେଉଁଠି ଟଙ୍କା ପଇସା ପାଇଁ ନିଜ ଲୋକ ପର ହୋଇଯାଉଛନ୍ତି, ସେଭଳି ସମୟରେ ଜଣେ ସାଧାରଣ ଗାଡ଼ି ଚାଳକ ଏଭଳି ଏକ କାମ କରି ଦେଖାଇଛନ୍ତି, ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଡ଼ି ପଛ ସିଟ୍‌ରେ ଜଣେ ଯାତ୍ରୀ ଭୁଲବଶତଃ ଛାଡ଼ି…