Latest Odisha News

BREAKING NEWS

Browsing Category

ଓଡିଶା

Odisha

ମା’ ମନ… ଶିଶୁ କନ୍ୟା ବଞ୍ଚିଯିବ ଭାବି ଶବଗୃହରୁ ମର ଶରୀର ନେଇ ଦୌଡ଼ିଲେ

ରାଉରକେଲା: ମା' ମନ.. । ମା' କେବେ ତା ସନ୍ତାନର ମୃତ୍ୟୁକୁ ଦେଖିପାରିନେ । ଆଶା ରଖିଥାଏ ପୁଅ, ଝିଅ ଉପସ୍ଥିତିରେ ସ୍ବର୍ଗକୁ ଯିବ। କିନ୍ତୁ ଯେତେବେଳେ କିଛି ଓଲଟା ଘଟେ ସେତେବେଳେ କ'ଣ ବା ହୋଇାପାରେ। ମା' ହରାଇବସିଥାଏ ନିଜର ଚେତନା। ଯେମିତି ରାଉରକେଲରା ଏକ ଘଟଣା ଘଟିଛି। ଏକ ଅଭାବନୀୟ…

ସୁରଙ୍କ ନିର୍ବାଚନୀ ଗଣିତ: କେଉଁ ପରିସ୍ଥିତିରେ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ?

ଭୁବନେଶ୍ୱର: ନିଜ ବୟାନବାଜି ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଜଟଣି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, କେଉଁ ପରିସ୍ଥିତିରେ ରାଜ୍ୟରେ କଂଗ୍ରେସ ସରକାର ଗଢିବ ଏବଂ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିବ। ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)…

ଘରୋଇ ହଷ୍ଟେଲର ଶୌଚାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ଏକ ଘରୋଇ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଷଷ୍ଠ ଶ୍ରେଣୀର ନବାଳିକା। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗ୍ରାମରେ। ରିପୋର୍ଟ ଅନୁଯାୟୀ, ଜିଲ୍ଲାର କାଲିମେଳା ଅନ୍ତର୍ଗତ ଏମପିଭି-୧୩୦ ଗାଁର ଜଣେ ୧୧ ବର୍ଷର ନାବାଳିକା…

ପ୍ରେମିକାର ଅଭିଯୋଗ କ୍ରମେ ବିବାହ ପାଇଁ ଯିବା ବେଳେ ବରକୁ ଉଠାଇନେଲା ପୋଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ବିବାହ ଶୋଭାଯାତ୍ରା ବେଳେ ଜଣେ ବରକୁ ତାଙ୍କ ପୂର୍ବତନ ପ୍ରେମିକାଙ୍କ ଠକେଇ ଅଭିଯୋଗରେ ପୁଲିସ ଉଠାଇ ନେଇଛି। ବାମରା ଥାନା ଅନ୍ତର୍ଗତ ଖୋକପଡ଼ା ଗ୍ରାମର ବିଷ୍ଣୁ ପିଙ୍ଗା ପୂର୍ବରୁ ସଞ୍ଜୁ କିର୍କିତାଙ୍କ ସହ ଲିଭ୍ ଇନ୍…

ଓଡ଼ିଶା ରାଜନୀତିରୁ ଚମକ ହରାଉଛନ୍ତି ଓଲିଉଡ ତାରକା?

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କୁ ନେଇ ରାଜନୈତିକ ମଞ୍ଚ ସରଗରମ ହେବାକୁ ଯାଉଛି। କିଛି ତାରକା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ଅନ୍ୟମାନେ ବିଭିନ୍ନ ରାଜନୈତିକ ଦଳ ପାଇଁ…

ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି “ବିଶ୍ୱ ନେତୃତ୍ୱ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି ଭାରତବର୍ଷ । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ…

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ ଆଣିଲା…

ରାୟଗଡା: ଶନିବାର ବିଳମ୍ବିତ ରାତିରେ ରାୟାଗଡାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ମୃତ୍ୟୁ ଘଟିଥିବା ନେଇ ଛାତ୍ରଙ୍କ ପରିବାର ଲୋକେ…

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡ଼ା: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲାସ୍ତରରେ ନିର୍ବାଚନକୁ ନେଇ ପ୍ରସ୍ତୁତି ହୋଇଯାଇଛି। ଚଳିତ ନିର୍ବାଚନକୁ ଆହୁରି ଅବାଧ ଓ ନିରପେକ୍ଷ ସହ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇ ନୂଆପଡ଼ା ଜିଲ୍ଲା ସମ୍ପୂର୍ଣ୍ଣ…

ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ଉଭୟ ଲୋକସଭା…

ବିଜେଡ଼ିରେ ଯୋଗଦେଲେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷାଙ୍କ ସମେତ ୯ କାଉନସିଲର

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ ୯ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ…