Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଘୋଷଣା ହୋଇପାରେ ବିଜେଡି-ବିଜେପି ମେଂଟ, କାହାକୁ କେତେ ସିଟ୍ ମିଳିବା ସମ୍ଭାବନା?

ଭୁବନେଶ୍ୱର: ଚବିଶ ଗ୍ରାଉଣ୍ଡରେ ଗୋଟିଏ ଟିମରୁ ଖେଳିବେ ବିଜେଡି-ବିଜେପି । ଯେକୌଣସି ମୁହୁର୍ତରେ ହୋଇପାରେ ମେଂଟ ଘୋଷଣା । ହେଲେ ବଡ ପ୍ରଶ୍ନ, ପ୍ଲେଇଂ ଇଲେଭେନରେ କିଏ ? କାହାକୁ ମିଳିବ କେତେ ଟିକେଟ୍ ? ସିଟ୍ ସମୀକରଣକୁ ନେଇ ଟପରୁ ବଟମ୍ ବଢିଲାଣି ଟେନସନ୍ । ୧୪୭ ବିଧାନସଭା ୨୧ ଲୋକସଭାରୁ…

ବିଜେଡି-ବିଜେପି ମେଂଟ ପଛରେ କିଏ ?

ଭୁବନେଶ୍ୱର: ୧୫ବର୍ଷ ଧରି ଭିନ୍ନ ଭିନ୍ନ ଟ୍ରାକରେ ଥିବା ବିଜେଡି- ବିଜେପି ପାଇଁ କିଏ ହେଲେ ସମଝୌତା ଏକ୍ସପ୍ରେସ୍ ? ଓଡିଶା ଓ ନୂଆଦିଲ୍ଲୀ ମଧ୍ୟରେ କିଏ ସାଜିଲେ ମଧ୍ୟସ୍ଥି ? ବିଜେଡି-ବିଜେପି ମେଂଟ ପଛର ଚେହେରା କିଏ ? କୁହାଯାଉଛି, ବିଜେପି-ବିଜେଡି ମେଂଟ ପଛରେ ରହିଛନ୍ତି ୫ପ୍ରମୁଖ ଚେହେରା ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭୁବନେଶ୍ୱରରେ ଜାତୀୟ ଧ୍ୱଜା କ୍ଷେତ୍ରର ଉନ୍ମୋଚନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଜନତା ମୈଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଜାତୀୟ ଧ୍ୱଜା କ୍ଷେତ୍ର (National Flag Plaza) ଉନ୍ମୋଚନ କରିଛନ୍ତି। ୫୬୦୦ ବର୍ଗ ମିଟର ପରିସୀମା ବ୍ୟାପି ଏହି ପ୍ଲାଜାକୁ, ଭାରତର ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଉଦ୍ଦେଶ୍ୟରେ…

ମେଣ୍ଟ ଚର୍ଚ୍ଚା ନେଇ ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି ଦାସ

ଭୁବନେଶ୍ୱର: ବିଜେଡି ଓ ବିଜେପି ମେଣ୍ଟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଓଡ଼ିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ଏହାରି ଭିତରେ ଦିଲ୍ଲୀ ଗଲେ ପାଣ୍ଡିଆନ ଆଉ ବବି। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀ ଗଲେ ୨…

ସାଧାରଣ ନିର୍ବାଚନ-୨୦୨୪ରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଦେଶରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାରେ ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊଦ୍ଧ୍ୱର୍)ଭୋଟରଙ୍କ ମତଦାନ ବଢାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହି ସଂକ୍ରାନ୍ତରେ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ…

ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ମହାନିର୍ଦ୍ଦେଶକ (ଡିଜି) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ୧୯୯୨ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ ଓ ବିରେନ୍ଦର ସିଂ କାଡିଆନ

ଭୁବନେଶ୍ୱର: ଅସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ବାଜ ଏବଂ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନ। ଦଳୀୟ କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସି ଦିନ ୧୧.୫୫ ସମୟରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ।…

ବିଜେଡି-ବିଜେପି ମେଂଟ: କାହାର ଫାଇଦା ?

ଭୁବନେଶ୍ୱର: ମେଂଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ରାଜ୍ୟରେ ଡବଲ୍ ଇଂଜିନରେ ଗଡିବ କି ବିଜେଡି-ବିଜେପି ସମଝୌତା ଏକ୍ସପ୍ରେସ୍ ? ନବୀନ ନିବାସରୁ ନୂଆଦିଲ୍ଲୀ ମାରାଥନ୍ ବୈଠକ । ମେଂଟ ପାଇଁ ରାଜନୈତିକ ପାଣିପାଗ କେତେ ଅନୁକୂଳ ? ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ଅନେକ ଆକଳନ,…

“ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ, ୩୫ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ବର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା…

ମହାଶିବରାତ୍ରୀ; କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ସେଥିପାଇଁ ଚଳଚଞ୍ଚଳ ପୁରା ଭୁବେନଶ୍ଵର । ସେଥିପାଇଁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଅନେକ ନିଷ୍ପତି ନେଇଛି । ଏପଟେ ଆକ୍ସନ ମୋଡରେ…