Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଳ ସପକ୍ଷରେ ଯାହା ନିଷ୍ପତି ହେବ ମାନିବୁ: କେଭି ସିଂହଦେଓ

ଭୁବନେଶ୍ବର: ଗତକାଲି ଠାରୁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି ବିଜେପି ମହାମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି । ଗତକାଲି ଦୁଇ ଦଳର ଘନ ଘନ ବୈଠକ । ରାଜ୍ୟ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହାମେଣ୍ଟକୁ ନେଇ ଚାଲିଛି…

ବିଜେଡିରେ ମିଶିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର; ଯେତିକି ଭାଙ୍ଗୁଛି ସେତିକି ଯୋଡୁଛି । ଦିନକୁ ଦିନ ଯେତିକି ବିଜେଡି ନେତା ଦଳ ଛାଡୁଛନ୍ତି ସେତିକି ଦଳରେ ମିଶୁଛନ୍ତି ମଧ୍ୟ । ଏହାରି ଭିତରେ ଆଜି ବିଜେଡିରେ ମିଶିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସକୁ…

ଆଶାକର୍ମୀଙ୍କ ଦରମା ବଢ଼ାଇଲେ ସରକାର

ଭୁବନେଶ୍ବର: ଆଶାକର୍ମୀଙ୍କ ମାସିକ ଦରମା ବଢ଼ାଇଲେ ରାଜ୍ୟ ସରକାର । ଏବେ ମାସକୁ ୭ ହଜାର ଟଙ୍କା ପାଇବେ ଆଶାକର୍ମୀ । ପୂର୍ବରୁ ମାସିକ ପାରିଶ୍ରମିକ ୪, ୫୦୦ଟଙ୍କା ପାଉଥିଲେ ଆଶାକର୍ମୀ । ମାସିକ ପାରିଶ୍ରମିକ ୪, ୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେବା ନିବୃତ୍ତି ସମୟରେ ପୂର୍ବରୁ…

ବାହାଘର ଭୋଜି ଖାଇ ଜଣେ ଶିଶୁ ମୃତ, ୨୫ ଅସୁସ୍ଥ

ମାଲକାନଗିରି: ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବିବାହ ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ୨୫ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧୀନ ନୂଆଗୁଡା ଗ୍ରାମରେ । ସୂଚନା ମୁତାବକ, ନୂଆଗୁଡା ଗ୍ରାମରେ…

ପୋଲ ଉପରେ ଚଢ଼ିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର: ପୋଲ ଉପରେ ଚଢ଼ିଗଲା ବସ୍‌ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଡାଶୂଳ ଚେକଗେଟ୍ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଭୁବନେଶ୍ୱର ରୁ ବାରିପଦା…

ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ…

ମଙ୍ଗଳବାର ନବୀନଙ୍କ ବକ୍ତବ୍ୟ, ବୁଧବାର ବିଜେଡି ନେତାଙ୍କ ବୟାନ ମେଣ୍ଟ ସମ୍ଭାବନାକୁ ଦେଲା ସବୁଜ ସଙ୍କେତ!

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ସମ୍ଭାବ୍ୟ ମେଣ୍ଟ ନେଇ ବିଜୁ ଜନତା ଦଳ ସଙ୍କେତ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ରାଜ୍ୟର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ଯେ କୌଣସି ନିଷ୍ପତ୍ତି ଓଡ଼ିଶାର…

୮ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ ପାରାଦୀପ-କେନ୍ଦୁଝର ପାସେଞ୍ଜରର ନିୟମିତ ସେବା

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ତଥା ଜନସାଧାରଣଙ୍କ ଆକାଂକ୍ଷାକୁ ସମ୍ମାନ ଜଣାଇ ରେଳବାଇ ପକ୍ଷରୁ ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝର ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମେଣ୍ଟ ଚର୍ଚ୍ଚା: ରାତି ରାତି ବଦଳୁଛି ବିଜେପି ନେତାଙ୍କ ବୟାନ

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି। ଦୁଇ ଦିନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ…

ଚଣ୍ଡିଖୋଲ ସଭାରେ ମୋଦୀ ମିଛ କହିଛନ୍ତି: କଂଗ୍ରେସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବାର ଗୋଟିଏ ଦିନ ପରେ କଂଗ୍ରେସ ତାଙ୍କୁ ତୀବ୍ର ସମାଲୋଚନା କରିଛି ଯେ, ସେ ରାଜ୍ୟ ପ୍ରତି ତାଙ୍କ ସରକାରଙ୍କ ଅବଦାନ ବିଷୟରେ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ…