Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେଆଇନ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ସୂଚନାଯୋଗ୍ୟ,ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେବିଶ୍ଵସ୍ତ ସୂତ୍ରରୁ…

ନିର୍ବାଚନୀ ତାତି ବେଳେ ଚାକିରି ଛାଡିଲେ ଡାକ୍ତର, କହିଲେ ଲୋକଙ୍କ ସେବା ଉଦ୍ଦେଶ୍ୟ

ବାଲେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀର ଜଣେ ଯୁବ ଡାକ୍ତର ଚାକିରି ଛାଡି ରାଜନୀତିରେ ପାଦ ଦେବେ ବୋଲି କହିଛନ୍ତି। ସିମୁଳିଆର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ ନିଜ ଡାକ୍ତରୀ କ୍ୟାରିୟରକୁ ବିଦାୟ ଦେଇ ରାଜନୀତି କ୍ଷେତ୍ରରେ ପାଦ…

ଉତ୍କଳିକା ଦ୍ୱାରା ନିର୍ମିତ ଅତିଥି ଗୃହର ଶୁଭ ଉଦ୍‌ଘାଟନ, ବୁଣାକାର ଓ କାରିଗରମାନେ ନେଇପାରିବେ ସୁବିଧା

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଆଜି ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ନିର୍ମିତ ଏକ ଅତିଥି ଗୃହର ଶୁଭ ଉଦ୍‌ଘାଟନ କରିଛନ୍ତି । ସମଗ୍ର ଓଡ଼ିଶାର ବୁଣାକାର ଓ କାରିଗରମାନେ ବିପଣନ ତଥା…

ବିଭତ୍ସ ହତ୍ୟା ଘଟଣା: ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

କେନ୍ଦୁଝର: ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲା । ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ଫାଶି ଦଣ୍ଡାଦେଶ ପାଇଥିବା ଦୋଷୀ ହେଲେ ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି,…

ଏକତରଫା ପ୍ରେମର କରୁଣ ପରିଣତି, ମାଲିକାଣିଙ୍କୁ ହତ୍ୟା କରି ଗିରଫ ହେଲା କାଠମିସ୍ତ୍ରୀ

ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନେଲା ମାଲିକାଣୀର ଜୀବନ। ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ। ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା। ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା କରିଥିଲା…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡ଼ା, କଂଗ୍ରେସରେ ଦେଲେ ଯୋଗ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି କଂଗ୍ରେସ ଦଳରେ ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଦଳରେ ଏବେ ଆରମ୍ଭ ହୋଇଛି ଘର ବାହୁଡ଼ା ପର୍ବ। ଦଳକୁ ଫେରିଲେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଜି ସେ ନୂଆଦିଲ୍ଲୀସ୍ଥିତ କଂଗ୍ରେସ…

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା । ଏହି ଘଟଣାରେ ବିଦ୍ୟାଧର ପ୍ରଧାନ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର…

ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ ପ୍ରୋଗ୍ରାମର ଶୁଭାରମ୍ଭ, ଓଡ଼ିଶା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାରେ ହେବ…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ର ଶୁଭାରମ୍ଭ କରାଯାଇଛି। ଏହି ଫେଲୋସିପ୍‌ ଆଶାୟୀ ବ୍ୟକ୍ତିମାନଙ୍କୁ ଫ୍ଲାଗସିପ୍‌ ଯୋଜନା…

ଆଜି ପଙ୍କୋଦ୍ଧାର ଏକାଦଶୀ; ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ଆଜି ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି । ଆଜି ପୁରୀ ରେ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ତ୍ବ ରହିଛି । ବିଳମ୍ବିତ ରାତି ୨ ଟାରେ…

ବିଜେଡି-ବିଜେପି ହୋଇପାରେ ମେଣ୍ଟ, ୧୫ ବର୍ଷ ପରେ ଏକାଠି ହେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ହୋଇପାରେ କି ମହାମେଣ୍ଟ । ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି । ଏବେ ଏମିତି କିଛି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଉଭୟ ଦଳ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିବା ବେଳେ ଏହି ଚର୍ଚ୍ଚା ସତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ୩ ଦିନ ତଳେ…