Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଣିକି ଚିକିତ୍ସାରେ ବାଧକ ସାଜିବନି ଅର୍ଥ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଚିକିତ୍ସାରେ ବାଧକ ସାଜିବନି ଅର୍ଥ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧପରିକର ରାଜ୍ୟ ସରକାର । ଏ ନେଇ ନବୀନ ସରକାର ବିଜୁ ସ୍ୱାସ୍ଥ୍ୟ…

ଟିକେଟ୍ କସରତ, ଅପରାହ୍ଣରେ ନବୀନ ଡାକିଲେ ବୈଠକ

ଭୁବନେଶ୍ବର: ଅପରାହ୍ନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ…

ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବା ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନରେ…

ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି ଦିନ ହେବ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ…

ଫୁଲବାଣୀ ରାଣୀପଥର ଘାଟିରେ ଓଲଟିଲା ଓଏସଆରଟିସି ବସ୍, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଫୁଲବାଣୀ: ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଓଏସଆରଟିସି ବସ୍ ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ବସଟି ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସିପଡ଼ିଛି । ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି…

ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା: ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ମାରାଥନ ଜେରା

ଭୁବନେଶ୍ବର: ସରିଲା ୧୮ ଘଣ୍ଟାର ଜେରା । ଦିନ ରୁ ରାତି ସାରା ଜେରା ପରେ ଭୋର ୪ ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି । ଗତକାଲି ଦିନ ୧୦ ଟାରେ ଇଡି ଅଫିସରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଏହା ପରେ ତାଙ୍କୁ ମାରାଥନ୍ ଜେରା କରାଯାଇଥିଲା ।…

ଏଲିନିନୋ ଦୁର୍ବଳ ସତ୍ତ୍ବେ ୩ ମାସ ପ୍ରବଳ ଖରା ହେବ, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ ବଢିଲାଣି ଖରାର ପ୍ରକୋପ । ଆଗାମୀ ୩ ମାସ ଅର୍ଥାତ୍ ମାର୍ଚ୍ଚ, ଏପ୍ରିଲ, ମେ' ରେ ପ୍ରଚଣ୍ଡ ରୌଦ୍ରତାପ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ…

ନେତା ମାଳ ମାଳ, ବିଦ୍ରୋହ ଆଶଙ୍କା: ବିଜେଡିକୁ ଘାରିଛି ‘ଭୁବନେଶ୍ୱର’ ଚିନ୍ତା

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଜେଡିକୁ ଘାରିଛି ଦଳରେ ବିଦ୍ରୋହ ଆଶଙ୍କା। ୧୪୭ ଆସନରେ ଯଦିଓ ଦାବିଦାର ଅନେକ ଅଛନ୍ତି କିନ୍ତୁ ସେଥିମଧ୍ୟରୁ ବିଦ୍ରୋହ ଆଶଙ୍କା କମ୍ ରହିଛି। ହେଲେ ରାଜଧାନୀ ଭୁବନେଶ୍ବରରେ ଆଶାୟୀଙ୍କ ସଂଖ୍ୟା ଯେମିତି ବିଦ୍ରୋହୀଙ୍କ ସଂଖ୍ୟା ସେପରି। ଉତ୍ତର,…

ନମିତା ଏବେ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଚିଠିକୁ..

ଚଣ୍ଡିଖୋଲ: ଯାଜପୁରର ଚଣ୍ଡିଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପେଣ୍ଟିଂ ଧରି ଦୁଇ ଝିଅ ଗଣମାଧ୍ୟମର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ଗସ୍ତ ସମୟରେ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବାର କିଛି ସମୟ ପରେ…

ହସ୍ପିଟାଲରେ ନକଲି ନର୍ସ, ଅଭିଯୋଗ ପରେ ଫେରାର

ସୁନ୍ଦରଗଡ: ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍) ନିକଟରେ ନକଲି ରୋଗୀ ଓ ଡାକ୍ତରଙ୍କୁ ନେଇ ଏକାଧିକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ଘଟଣାରେ ଜଣେ ମହିଳା ଜଣେ ଷ୍ଟାଫ୍ ନର୍ସ ପରିଚୟ ଦେଇ ତିନି ବର୍ଷ ଧରି ଡାକ୍ତରଖାନାରେ କାମ କରିଥିବା ଅଭିଯୋଗ ହୋଇଛି। ପରିଚୟ…