Latest Odisha News

BREAKING NEWS

Browsing Category

ଓଡିଶା

Odisha

କେବୁଲ ତାରରେ ଛନ୍ଦି ହୋଇ ରୋଗୀଙ୍କ ଜୀବନ ଗଲା

ନୀଳଗିରି: ଅସୁସ୍ଥ ହୋଇ ମେଡିକାଲ ଆସିଥିଲେ ଜଣେ ବ୍ଯକ୍ତି। ହେଲେ ସୁସ୍ଥ ହୋଇ ଘରକୁ ଫେରିବା ପରିବର୍ତ୍ତେ ମେଡିକାଲ ପରିସରରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ଜୀବନ ଗଲା। ଏଭଳି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ମେଡିକାଲରେ। ମୃତକ ଜଣକ ଆମ୍ବଝର ଗାଁ ର କରଣ ସିଂ ବୋଲି ଜଣାପଡିଛି ।…

୭ କିଲୋମିଟର ଭାରରେ ବୁହା ହେଲେ ରୋଗୀ

ନବରଙ୍ଗପୁର: ବର୍ଷା ହେଉଥିଲା ତୁହାକୁ ତୁହା । ଏଣେ ଜ୍ଵରରେ କମ୍ପୁଥିଲା ଶରୀର । ଡାକ୍ତରଖାନା ନେବା ଲାଗି ବାଟ ପାଇନଥିଲେ ପରିବାର ଲୋକେ । ଶେଷରେ ଭାର କରି ଜଙ୍ଗଲିଆ କାଦୁଅ ପଚପଚ ରାସ୍ତାରେ ୭ କିଲୋମିଟର ବୋହିଲେ । ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ନବରଙ୍ଗପୁର…

ଡାକ୍ତରଖାନା ଅବ୍ୟବସ୍ଥା, ଜୀବନ ହାରିଲା ରୋଗୀ

ବାଲେଶ୍ବର: ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତରଖାନା ଯାଇଥିଲେ । ହେଲେ ଜଣା ନଥିଲ ସେଠି ହିଁ ଜଗି ବସିଥିଲା ଯମ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ମେଡିକାଲରୁ । ମୃତକ ଜଣଙ୍କ ହେଉଛନ୍ତି ଆମ୍ବଝର ଗାଁର କରଣ ସିଂ । ତେବେ ମିଳିଥିବା ସୂଚନା…

ସଙ୍କଟରେ ହାତୀ-ବାଘ: ୧୦ ବର୍ଷରେ ଗଲେଣି ୫୫ ବାଘ, ୭ଶହରୁ ଅଧିକ ହାତୀ

ଭୁବନେଶ୍ବର: ଜଙ୍ଗଲରେ ସୁରକ୍ଷିତ ନାହାନ୍ତି ଜୀବଜନ୍ତୁ । ବିଶେଷ କରି ହାତୀ ଓ ବାଘ । ସେ ପ୍ରାକୃତିକ ହେଉକି କୃତ୍ରିମ ଉଭୟରେ ଶହ ଶହ ହାତୀ ଓ ବାଘ ମରୁଛନ୍ତି । ସବୁଠୁ ବେଶୀ ହେଉଛି ଶିକାରୀଙ୍କ ଉପଦ୍ରବ । ବନବିଭାଗକୁ ଚକମା ଦେଇ ନିଜର ଚୋରା କାରବାର ଚଲାଉଛନ୍ତି ଶିକାରୀ । ଯାହାକୁ ନେଇ ଆଜି…

ବିଜେଡିର ‘ପୋଲାଭରମ୍’ ଅସ୍ତ୍ର

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ଅସ୍ତ୍ର କରି ବିଜେପି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ବିଜେଡିର ପୋଲାଭରମ ଟିମ। ପ୍ରକଳ୍ପ ଅଞ୍ଚଳରେ ବାସ୍ତବ ସ୍ଥିତି କଣ, ସେନେଇ ନବୀନଙ୍କୁ ଜଣାଇଛନ୍ତି। ପ୍ରକଳ୍ପ…

ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ, ଦାବି କଲେ ପୁନଃ ପରୀକ୍ଷା

ଭୁବନେଶ୍ବର: ଭୁବନେଶ୍ବର ଓଟ୍ରିପଲ-ଏସସି ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଓଟ୍ରିପଲ-ଏସସି ଅଫିସ ଘେରାଉ କରିଛନ୍ତି । ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ କରି…

ହାତୀଙ୍କୁ କାଳ ହେଉଛି ବିଦ୍ୟୁତ, ପୁଣି ଆଉ ଏକ ହାତୀର ମୃତ୍ୟୁ

ସୁନ୍ଦରଗଡ: ପୁଣି ବିଦ୍ୟୁତ ତାର ଆଘାତରେ ଆଉ ଏକ ହାତୀର ଜୀବନ ଯାଇଛି । ସୁନ୍ଦରଗଡ ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏକ ମୃତ ହାତୀ ଠାବ କରାଯାଇଥିବା ବେଳେ ବିଦ୍ୟୁତ ତାରରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି…

ଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ: ଜାତୀୟ ହାରକୁ ଟପିଗଲାଣି ଓଡିଶା

ଭୁବନେଶ୍ବର: ଆଜି ୱାର୍ଲଡ ସୁଇସାଇଡ ପ୍ରିଭେନ୍ସନ ଡେ ବା ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ। ଚଳିତବର୍ଷର ଥିମ୍ ରହିଛି ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ…

ଖୁବଶୀଘ୍ର ମୁକ୍ତିଲାଭ କରିବ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ଚଳଚ୍ଚିତ୍ର ‘ଆଭା’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ଆଭା' କୁ ମିଳିଲା ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ। ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଆଭା'। ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ…