Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ: ଜାତୀୟ ହାରକୁ ଟପିଗଲାଣି ଓଡିଶା

ଭୁବନେଶ୍ବର: ଆଜି ୱାର୍ଲଡ ସୁଇସାଇଡ ପ୍ରିଭେନ୍ସନ ଡେ ବା ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ। ଚଳିତବର୍ଷର ଥିମ୍ ରହିଛି ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ…

ଖୁବଶୀଘ୍ର ମୁକ୍ତିଲାଭ କରିବ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ଚଳଚ୍ଚିତ୍ର ‘ଆଭା’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ଆଭା' କୁ ମିଳିଲା ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ। ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଆଭା'। ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ…

ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ଜଣେ ଗୁରୁତର, ୧୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପୋଟେରୁ ନଦୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ପୋଟେରୁ ବ୍ରିଜ୍ ଉପରେ ୧୫…

ଦକ୍ଷିଣ ଓଡ଼ିଶାରେ ଜଳପ୍ରଳୟ: ବର୍ଷା ଯୋଗୁଁ ସ୍ଥିତି ବେହାଲ, ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି, ଗଞ୍ଜାମରେ ସ୍ଥିତି ବେହାଲ। ପ୍ରବଳ ବର୍ଷାରେ ଧୋଇଗଲା ମାଲକାନଗିରି କନ୍ୟାଶ୍ରମ ଗାଁ ରାସ୍ତା ,ପାଙ୍ଗାମ ପୋଲରୁ ଖସିଲା ବର୍ଷା ଜଳ। ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଓଡ୍ରାଫ…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ଅଛି ଅବପାତ। ଆଜି ଆହୁରି ଦୁର୍ବଳ ହୋଇ ଲଘୁଚାପର ରୂପ ନେବ। ଉତ୍ତର ଛତିଶଗଡ଼ ଆଡ଼େ ଗତି କରି ଲଘୁଚାପର ରୂପ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏହାର ପ୍ରଭାବରେ ୬…

ରେଭେନ୍‌ସାର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମିଶ୍ରଙ୍କ ପରଲୋକ

କଟକ: ବର୍ଷୀୟାନ ଶିକ୍ଷାବିତ୍ ତଥା ରେଭେନ୍‌ସା କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମିଶ୍ରଙ୍କର ସୋମବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ପ୍ରଫେସର ମିଶ୍ର ରାଜ୍ୟଗୋଷ୍ଠୀ ବୃତ୍ତି ପାଇ କାନାଡ଼ାର ମାନିଟୋବା ବିଶ୍ବବିଦ୍ୟାଳୟରୁ…

ହତ୍ୟାକାରୀ ସ୍ବାମୀକୁ ବାନ୍ଧିଲା ପୋଲିସ

ଅନୁଗୁଳ: ପୋଲିସ ପଞ୍ଝାରେ ଧରାପଡିଲା ସ୍ତ୍ରୀକୁ ହତ୍ୟାକରିଥିବା ସ୍ବାମୀ । ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ ଦ୍ବିତୀୟ ସ୍ବାମୀ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମହିଳାଙ୍କ ମା’…

କ୍ୟାପିଟାଲ୍‌ ହସ୍ପିଟାଲରେ ଅଭାବରେ ଚାଲିଛି ରୋଗୀ ସେବା, ଖାଲି ପଡିଛି ଡାକ୍ତର ପଦବୀ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଦଖାଦେଇଛି ଡାକ୍ତର ଅଭାବ । ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟାରେ ବୃଦ୍ଧି ପାଉଥିବାବେଳେ ଡାକ୍ତର ଓ ନର୍ସଙ୍କ ଅଭାବ ଦେଖିବାକୁ ମିଳିଛି । ଯାହାଦ୍ବାରା ଅନେକ ରୋଗୀ ଉପଯକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଖବର ମୁତାବକ, କ୍ୟାପିଟାଲ…

ଏସସିବିରେ ଦ୍ଵିତୀୟ ଥର ଯକୃତ ପ୍ରତିରୋପଣ ସଫଳ

କଟକ: କଟକ ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ । ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଯକୃତ ପ୍ରତିରୋପଣ । ନୟାଗଡର ମାନସ କୁମାର ମୁଦୁଲିଙ୍କ ଯକୃତ ପ୍ରତିରୋପଣ କରାଯାଇଛି । ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି…

କ୍ୟାଡର ନକ୍ସଲକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ଆଉ ଏକ ନକ୍ସଲଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ତେଲୁଗୁ କ୍ୟାଡର ନକ୍ସଲ ନେତା ବିଜୟ ରେଡ୍ଡୀ ଏବଂ ତାଙ୍କ ସାଥୀ ରାଜନନ୍ଦଗାଓ-କାଙ୍କେର ବଡର ଡିଭିଜନର ଏସିଏମ ପଦସ୍ଥ ବିଜ୍ଜାଙ୍କୁ ହତ୍ୟା କରିଛନ୍ତି । ଯାହାଦ୍ବାରା ନକ୍ସଲ ସଂଗଠନରେ ଏବେ ଅନ୍ତର୍ଦ୍ବନ୍ଦ ବଢୁଥିବା…