Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା; ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇ ଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁର ଠାରେ…

ଜଳବନ୍ଦୀ ମାଲକାନଗିରି; କାଲି ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଙ୍ଗଳ ବାର ଦିନ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଜଳମଗ୍ନ ହୋଇ ରହିଛି। ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟାତ…

ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ପାଣି; ବିଦ୍ୟୁତ ଉତ୍ପାଦନ ଠପ୍

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ । ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଏନେଇ ପାଓ୍ବାର ହାଉସର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମାଛକୁଣ୍ଡ ପାୱାର…

ମୋର ରାଜନୈତିକ କ୍ୟାରିଅରକୁ ବରବାଦ ପାଇଁ ଧମକ ମିଳିଥିଲା: ସୁନୀତି ମୁଣ୍ଡ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ରୁ ନିଲମ୍ବିତ ହେବାର କିଛି ଦିନ ପରେ ମୁହଁ ଖୋଲିଛନ୍ତି ସୁନୀତି ମୁଣ୍ଡ। ସେ ଅଭିଯୋଗ କରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ତାଙ୍କୁ ନିର୍ଯ୍ୟାତନା ସହ ଧମକ ଦିଆଯାଇଛି। ୨୦୨୨ ନିର୍ବାଚନରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ପଦ…

ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ; ପୌରାଞ୍ଚଳମାନଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସ୍ରୁଷ୍ଟି ହୋଇଛି l ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୁଳରେ ଗତିଶୀଳ ହୋଇ ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତ ରୂପ ନେଇପାରେ l ଆଗାମୀ ୪୮…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ: ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରା

ପୁରୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର କୁନି ଝିଅ ରୀତିକା ପ୍ରିୟଦର୍ଶିନୀ। ମାତ୍ର ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରାକୁ ପ୍ରଦର୍ଶିତ କରି ରୀତିକା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଗୋଟିଏ ମିନିଟ୍ ଭିତରେ ୫୧ ଟି ଓଡ଼ିଶୀ ନୃତ୍ୟ ମୁଦ୍ରା…

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି l ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି l ଆଜି ରାଜ୍ୟରେ ଲଗାଣ ବର୍ଷାର ସ୍ଥିତି ନେଇ ସମୀକ୍ଷା ବୈଠକ ବସିଥିଲା । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବସିଥିଲା ଏହି ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ…

ଅଧା ଓଡିଶାରେ ପ୍ରକୃତି ପ୍ରହାର

ଭୁବନେଶ୍ବର: ଧୋଇ ଅଞ୍ଚଳରେ ମରୁଡି ତ ଶୁଖିଲା ଅଞ୍ଚଳରେ ବନ୍ୟା। ପ୍ରକୃତିର ଅଭିଶାପରେ ଥରହର ହେଲାଣି ଓଡିଶା। କେତେବେଳେ ବାତ୍ୟା ତ କେତେବେଳେ ବନ୍ୟା, ରାଜ୍ୟରେ ବଢିବାରେ ଲାଗିଛି ପ୍ରାକୃତିକ ବିପର୍ଯ୍ୟୟର ଗ୍ରାଫ। ଓଡିଶାର ୬୦ପ୍ରତିଶତ ଜିଲ୍ଲାରେ ପ୍ରକୃତିର ଚରମ ପ୍ରଭାବ ଦେଖିବାକୁ ମିଳୁଛି।…

ମଙ୍କିପକ୍ସ ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ମଙ୍କିପକ୍ସ ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ l ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି, ସବୁ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l ମଙ୍କିପକ୍ସ ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ ରଖାଯାଉଛି…

ମାଲକାନଗିରି ସ୍ଥିତି ପାଇଁ ୨ ଅଧିକାରୀଙ୍କୁ ଦାୟିତ୍ବ

ମାଲକାନଗିରି: ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ l ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ ଓ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ମିଳିଲା ଦାୟିତ୍ବ l ଲଘୁଚାପଜନିତ ବର୍ଷାରେ ବେହାଲ ମାଲକାନଗିରିର ସ୍ଥିତି ଉପରେ ନଜର ରଖିବାକୁ ଏହି ୨ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର l…