Latest Odisha News

BREAKING NEWS

Browsing Category

ଓଡିଶା

Odisha

କେରଳ ଓ ତ୍ରିପୁରାକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ଵର:  କେରଳ ଓ ତ୍ରିପୁରାକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା । ଉଭୟ ରାଜ୍ୟକୁ ୫ କୋଟି ଟଙ୍କା ଲେଖାଏଁ ଦେବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ଏହି ସହାୟତା ରାଶି । ପ୍ରାକୃତିକ ବିପର୍ଯ୍ୟୟ ପରେ ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ଏହି ସହାୟତା ଯୋଗାଇଦେବ…

ରାଜ୍ୟରେ ଭାଙ୍ଗିଲା ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’

ଭୁବନେଶ୍ବର: ଆଉ ରହିବନି ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ । ରାଜ୍ୟର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା…

ବିଳମ୍ବିତ ରାତିରେ ଟ୍ରେନ୍‌ରୁ ଖସି ପଡ଼ିଲା ୫ ବର୍ଷର ଶିଶୁ, ଆଉ ତା’ପରେ…

ରେଢାଖୋଲ: ରେଢାଖୋଲ ରେଳଷ୍ଟେସନ ଠାରୁ ପ୍ରାୟ ୪ କିମି ଦୁର ଅଙ୍ଗାରପଡା ନିକଟରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ପୁରୀ-ଦୁର୍ଗ ଟ୍ରେନରୁ ଜଣେ ୫ ବର୍ଷ ର ଶିଶୁ ଖସିପଡିଥିବା ବେଳେ ରାତି ସାରା ଜଙ୍ଗଲ ମଝିରେ ନିଜ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିଚାଲିଥିଲା । ଶେଷରେ ଖବରପାଇ ତାଙ୍କୁ…

ଜିଲ୍ଲା ଗସ୍ତରେ ଯିବେ ସଚିବ, ସରକାରୀ ଯୋଜନାର କରିବେ ତଦାରଖ

ଭୁବନେଶ୍ଵର: ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ । ଏନେଇ ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ ଅଧିକାରୀମାନେ । ଆହାର କେନ୍ଦ୍ର, ଛାତ୍ରାବାସ, ସ୍କୁଲରେ ମଧ୍ୟାହ୍ନ ଭୋଜନର ମଧ୍ୟ…

କୃଷିମନ୍ତ୍ରୀଙ୍କ ଚାଷର କମାଲ, ବିଦେଶ ଗଲା ଡ୍ରାଗନ ଫ୍ରୁଟସ

ଭୁବନେଶ୍ୱର: ଓଡିଶାରୁ ପ୍ରଥମ ଥର ଲାଗି ବାହାର ଦେଶକୁ ରପ୍ତାନୀ ହେଲା ଡ୍ରାଗନ୍‌ ଫଳ । ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି । ଏହି ରପ୍ତାନିର ଶୁଭାରମ୍ଭ ପୂର୍ବରୁ ଶ୍ରୀ ସିଂହଦେଓ ନଡ଼ିଆ…

କନ୍ଦାଉଛି ଦରଦାମ; ବଢିଲା ପିଆଜ ଓ ରସୁଣ ଦର

ଭୁବନେଶ୍ୱର: ବ୍ରହ୍ମପୁର, ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ରସୁଣ ଏବଂ ପିଆଜ ଦର ଆକାଶ ଛୁଆଁ ହେଲାଣି। ଖବର ଅନୁଯାୟୀ, ବ୍ରହ୍ମପୁରରେ ପିଆଜ କିଲୋଗ୍ରାମ ପିଛା ୫୫ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋଗ୍ରାମ ପ୍ରତି ୪୦୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପିଆଜ…

ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା: ପ୍ରଥମ ଥର ପାଇଁ ହେବ ଗ୍ରୀନ କରିଡରର ବ୍ୟବସ୍ଥା

କଟକ: ନଭେମ୍ବର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ । ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ…

ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ବଡ ବୟାନ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା ଏବଂ ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଡେଙ୍ଗୁ ଏଡିସ ମଶା କାମୁଡିଲେ ହୁଏ…

“ଲୋକଙ୍କ ପାଇଁ ଆମେ, ଅଭିଯୋଗ ଆସିଲେ ସବୁ ଅଫିସରେ ପଶିବି”

ଭୁବନେଶ୍ୱର: 'ଲୋକଙ୍କ ଅଭିଯୋଗ ଆସିଲେ, ଲୋକ ହଇରାଣ ହେଲେ ସେଠି ସବୁ ଅଫିସରେ ପଶିବା ଆମର କର୍ତ୍ତବ୍ୟ। ଆମେ ନିର୍ବାଚିତ ହେଇଛି ଲୋକଙ୍କ ସହ ଛିଡ଼ା ହେବାକୁ, ନ କି ଘରେ ବସିବାକୁ । ଅବକାରୀ ବିଭାଗର ଅଭିଯୋଗ ଆସିବା ପରେ ସେଠାକୁ ଯାଇଥିଲି। ଯାହାକୁ ବିଧାନସଭା ରେ ବି ଉଠେଇଲି ଆଉ ସେଠାକୁ ଯାଇ…

ପୁଣି ଆଉ ଏକ ଲଘୁଚାପ: ୬ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ…