Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳିତ ବର୍ଷ ବନ୍ୟଜନ୍ତୁ ଆକ୍ରମଣରେ ୬୮ ମୃତ

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶାରେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ଅତି କମରେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ। ଚଳିତ ବର୍ଷ ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ…

ଗ୍ୟାସ ବିସ୍ଫୋରଣକୁ ନେଇ ଏପରି ରାୟ ଦେଲେ ହାଇକୋର୍ଟ

କଟକ: ଗ୍ୟାସ ବିସ୍ଫୋରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ । ଏଣିକି ଗ୍ୟାସ ବିସ୍ଫୋରଣ ହେଲେ ମିଳିବ କ୍ଷତିପୂରଣ । ଆଜି ନୟାଗଡ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି ବେଳେ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ସେହିପରି ଘର ପୋଡିଗଲେ ମଧ୍ୟ ମଧ୍ୟ କ୍ଷତି ପୂରଣ ମିଳିବ…

‘ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ’

ଭୁବନେଶ୍ବର: ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଗୁଡିକୁ ସୁରକ୍ଷିତ ରଖିବାକୁ ରାଜ୍ୟସରକାରଙ୍କ ପ୍ରୟାସ । ଏଣିକି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) । ଏହାର ସହାୟତାରେ ଜନବସତି ମୁହାଁ ହେଉଥିବା ବନ୍ୟ ତଥା ହିଂସ୍ର ଜନ୍ତୁଙ୍କ ଗତିବିଧି ଓ…

କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ: ଅବକାରୀ କମିଶନର

କଟକ: କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, କଟକରେ ଅବକାରୀ କମିଶନର ଅଫିସ ଅଛି,…

ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର

ସମ୍ବଲପୁର: ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର। ସମ୍ବଲପୁର ବାସିନ୍ଦାଙ୍କୁ ଥରାଇ ଦେଇଛି। ଗତ କିଛି ଦିନ ହେବ ସହରର ସାସନ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏଭଳି ଜଣେ ଚୋରର ଗତିବିଧି ଧରାପଡିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଚୋରଟି ରାତିରେ ଉଲଗ୍ନ ହୋଇ ମୁଖା ପିନ୍ଧି ଘର…

ଯନ୍ତାରେ ପଡିଲା ଭାଲୁ: ଦୀର୍ଘ ଦିନ ହେବ କରୁଥିଲା ଉପଦ୍ରବ

ନବରଙ୍ଗପୁର: ଯନ୍ତାରେ ପଡିଲା ଭାଲୁ । ଦୀର୍ଘ ୧୫ ଦିନ ହେବ ବନବିଭାଗ ଓ ଗ୍ରାମବାସୀଙ୍କ ନିଦ ହଜାଇ ଥିବା ଭାଲୁ ଶେଷରେ ଧରାପଡିଛି l ବର୍ତମାନ ବନବିଭାଗ ଭାଲୁକୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ବୋଲି ସୂଚନା ମିଳିଛି l ଅନ୍ୟପଟେ ଗାଁରୁ ଭାଲୁ ଯିବା ପରେ…

୬୫ ବର୍ଷୀୟ ହାତୀ ଖରସେଲର ଦେହାନ୍ତ

ଭୁବନେଶ୍ୱର: ଡେବ୍ରିଗଡ ଅଭୟାରଣ୍ୟରେ ୬୫ ବର୍ଷୀୟ ହାତୀ ଖରସେଲର ଦେହାନ୍ତ। ବାର୍ଦ୍ଧକ୍ୟଜନିତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଡେବ୍ରିଗଡର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବହୁ ବର୍ଷ ଧରି ବନ୍ଦୀ ଅବସ୍ଥାରେ ଥିବା ହାତୀ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡିଛି।…

ରାଜ୍ୟରେ ଲାଗୁ ହେବ ପେଶା ଆଇନ

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପଞ୍ଚାୟତ ଏକ୍ସଟେନସନ ସିଡ୍ୟୁଲଡ ଏରିଆ(ପେଶା) ଆଇନ ୧୯୯୬ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ତେବେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସରପଞ୍ଚଙ୍କ କ୍ଷମତାକୁ ନେଇ ଉଦବେଗ ପ୍ରକାଶ…

ପୋଲିସ-ମାଓବାଦୀ ଗୁଳି ବିନିମୟ : ୯ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପରେସନ । ଛତିଶଗଡ଼ ଦନ୍ତେୱାଡ଼ା ଓ ବିଜାପୁର ସୀମାରେ ମାଓ ବିରୋଧୀ ଅପରେସନ ବେଳେ ଡିଆରଜି ଏବଂ ସିଆରପିଏଫକୁ ମିଳିଛି ସଫଳତା।ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ…

ହାଇକୋର୍ଟ ବେଞ୍ଚ…କହିଲେ ପୁଣି ଢୋକିଲେ !

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ଉତ୍ତର ନେଇ ରାଜନୀତି ବଢିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ…