Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ବାରିପଦା: ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସଆଇ l ୬ ହଜାର ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍‌ l ବାରୁଣିରୋଡ୍‌ ସ୍ଥିତ ଭଡ଼ାଘରେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ l ଏକ ମାମଲାରୁ ନାଁ କାଟିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍‌ l…

ପହଣ୍ଡି ଅଘଟଣ: ପ୍ରତିକାର ପୂଜା କରିବେ ରାଜ୍ୟ ସରକାର

ପୁରୀ: ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର l ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ପ୍ରତିକାର ପୂଜା ବିଧି ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା କଥାବାର୍ତ୍ତା ହୋଇଛୁ, ସେମାନେ ଖୁବଶୀଘ୍ର ସମୟ ନିର୍ଘଣ୍ଟ ବାହାର କରିବେ ବୋଲି କହିଛନ୍ତି ମନ୍ତ୍ରୀ l…

ଗିରଫ ହେଲେ କୁବେର କନିଷ୍ଠ କିରାଣି ପ୍ରଦୀପ ଦାସ

ଭୁବନେଶ୍ୱର: ଗିରଫ ହେଲେ ବାଲେଶ୍ୱର ଡିଇଓ ଅଫିସ୍‌ର କନିଷ୍ଠ କିରାଣି ପ୍ରଦୀପ ଦାସ l ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ l ଗତକାଲି କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ବାସଭବନରେ ରେଡ୍‌ କରି ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ l ଚଢ଼ାଉ ବେଳେ ୧ କୋଟିର…

ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ; ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ । ଫଳରେ ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟରାତିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ…

ହାଇକୋର୍ଟରେ ଗଡୁଛି ଲକ୍ଷେ ଉପରେ ମାମଲା, ଖାଲି ପଡିଛି ୧୯୫ ବିଚାରପତି ପଦବୀ

ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ଗତ ୫ ବର୍ଷରେ ୫୫ ହଜାର ୨୦୩ଟି ମାମଲାର ଫଇସଲା ହୋଇଥିବା ବେଳେ ଏବେବି ଗଡୁଛି ଲକ୍ଷେ ଉପରେ ମାମଲା । ହାଇକୋର୍ଟରେ ମୋଟ ୧ଲକ୍ଷ ୪୨ହଜାର ୮୫୮ ମାମଲା ବିଚାରଧୀନ ଅବସ୍ଥାରେ ପଡିଛି । ଆଜି ଗୃହରେ ବିଜେଡି ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ଲିଖିତ…

ରାଜଧାନୀରେ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଂଚଳର ସମସ୍ତ କୁକୁଡା ମାଂସ ଦୋକାନୀମାନଙ୍କ ପାଇଁ ନୋଟିସ୍ ଜାରି କରିଛି ବିଏମସି। ଭୁବନେଶ୍ବର ଆଖପାଖ ଅଂଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ ଉକ୍ତ ଅଂଚଳରୁ କୁକୁଡା କ୍ରୟ ନକରିବାକୁ କୁକୁଡା ମାଂସ ଦୋକାନୀମାନଙ୍କୁ ନୋଟିସ୍ ଜାରି କରିଛି…

ବିଷାକ୍ତ ମଦ ନେଲାଣି ୨୩୧ ଜୀବନ

ଭୁବନେଶ୍ବର: ଏଯାବତ ବିଷାକ୍ତ ମଦ ନେଲାଣି ୨୩୧ ଜୀବନ । ଆଜି ଗୃହରେ ମଦ ମୃତ୍ୟୁ ଉପରେ ଉତ୍ତର ରଖି ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, ୧୯୯୨ ମସିହାଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି । ୧୯୯୨ରେ କଟକରେ ବିଷାକ୍ତ ମଦ…

ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା

କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ପତନ୍ତ୍ର ବ୍ୟବସ୍ଥା ରହିବ । ଏନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି । ଏହାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ ପକ୍ଷରୁ…

ନଦୀରେ ବୁଡ଼ି ଛାତ୍ର ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରାବାଦ ନିକଟରେ ବୁଢାନଦୀରେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଦଶରଥପୁର ବ୍ଲକ କାଟିଆ ଗ୍ରାମର ଓମ୍ ପ୍ରକାଶ ଷଡ଼ଙ୍ଗୀ । ସେ ନବମ ଶ୍ରେଣୀର ଛାତ୍ର । ତେବେ ଓମ୍ ପ୍ରକାଶ ଆଜି ସ୍କୁଲ ନଯାଇ ସାଙ୍ଗ ମାନଙ୍କ ସହ ବୁଲିବାକୁ…

ସାବାଡ ହେବେ ମାଫିଆ: ଖୋଲିବ ୨୫ ନୂଆ ଅବକାରୀ ଥାନା

ଭବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଦିନକୁ ଦିନ ନିଶା କାରବାର ଓ ମଦ ମାଫିଆଙ୍କ ବଢୁଥିବା ବିତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଅବକାରୀ ନିର୍ଦ୍ଦେଶାଳୟ । ଏନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି କରି…