Latest Odisha News
Browsing Category

ଓଡିଶା

Odisha

ଖୋଲା ଆକାଶ ତଳେ ପ୍ରଭୁ ଶ୍ରୀଜଗନ୍ନାଥ, ଭଦ୍ରକରେ ଭକ୍ତଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ଭଦ୍ରକ: ଭଦ୍ରକର ନେହେରୁ ଷ୍ଟାଡିୟମରେ ସାଂସ୍କୃତିକ ଉତ୍ସବ ପରେ ମହାପ୍ରଭୁଙ୍କ ମୂର୍ତ୍ତି ଖୋଲା ଆକାଶ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଜାନୁଆରି ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଓରମାସ୍ ଓ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକପର୍ବ ଭଦ୍ରାଯାନୀ ଲୋକ ମହୋତ୍ସବ ପାଇଁ ଏହି ମୂର୍ତ୍ତି…

ଢେଙ୍କାନାଳ ଲୋକସଭା ଆସନ: ପୁଣିଥରେ ମହେଶ-ରୁଦ୍ର ଲଢେଇ !

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ତଥା ବିଜେଡ଼ି ନେତା ମହେଶ ସାହୁ ଓ ବିଜେପିର ରୁଦ୍ରନାରାୟଣ ପାଣିଙ୍କ ପ୍ରାର୍ଥୀତ୍ୱକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଲୋକସବା ନିର୍ବାଚନରେ ଏହି ଦୁଇ ନେତାଙ୍କୁ ପୁନର୍ବାର ରିପିଟ କରାଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ…

ବଜେଟ୍ ଅର୍ଥ କେଉଁ ସୂତ୍ରରୁ ଆସେ ଅର୍ଥ, କେମିତି ହୁଏ ଖର୍ଚ୍ଚ

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍‌କା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ତେବେ…

ଏଣିକି କିଡନୀ ରୋଗୀଙ୍କୁ ଘର ପାଖରେ ମିଳିବ ବିନା ମୂଲ୍ୟରେ ଡାଏଲେସିସ୍‌ ସେବା

ଭୁବନେଶ୍ୱର: ୧୬ଟି ଉପଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ। ଏଣିକି କିଡନୀ ରୋଗୀଙ୍କୁ ଘର ପାଖରେ ବିନା ମୂଲ୍ୟରେ ମିଳିବ ଡାଏଲେସିସ୍‌ ସେବା।…

ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷିବ

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା। ଉତ୍ତର ଓଡିଶା ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଂଲାଦେଶ ଠାରୁ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ଓଡିଶା ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିଲୋମିଟର ଉପରେ…

ପ୍ଲଟ୍ ଓ ଫ୍ଲାଟ୍ ଦେବା ନାଁରେ ୪କୋଟି ଟଙ୍କା ଠକେଇ, ବିଲଡର ଗିରଫ

ଭୁବନେଶ୍ବର: ପ୍ଲଟ୍ ଏବଂ ଫ୍ଲାଟ୍ ଦେବା ନାଁରେ ୪ କୋଟି ଟଙ୍କା ଠକେଇ ଅଭିଯୋଗ । ବିଲ୍ଡର କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଏମ୍ଡି ଦୀପକ କୁମାର ଛୋଟରାୟ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକକୁ ଭୁବନେଶ୍ୱରରୁ ଇଓଡବ୍ଲୁ ଗିରଫ କରିଛି । EOW କେସ ନମ୍ବର ୨, ଦଫା…

ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ଚୋରି, ତାଲା କାଟି ଲୁଟିନେଲେ

ଭୁବନେଶ୍ବର: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ଚୋରି। ପୋଲିସ ଆଖିରେ ଧୂଳି ଦେଇ ପୁଣି କଳାକନା ବୁଲାଇଲେ ଲୁଟେରା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର…

ଏଟିଏମ୍ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ 

ନବରଙ୍ଗପୁର: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ। ଏହି ଲୁଟ୍‌ ଘଟଣାରେ ପୋଲିସ ୫ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ନକଲି ନମ୍ବର ପ୍ଲେଟ ଥିବା କାର…

ଗିରଫ ହେଲେ ମାଲକାନଗିରିର କୁବେର କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଗିରଫ ହେଲେ ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯାନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେ ନିଜ ଆୟର ୨୩୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଜଣାଯାଇଛି । ମାଲକାନଗିରିର କନିଷ୍ଠ ଯନ୍ତ୍ରୀ…

କାଳିଆ ଛାତ୍ରବୃତ୍ତି ଯୋଜନାରେ ପଞ୍ଜିକରଣ ତାରିଖ ବଢ଼ାଇଲେ ରାଜ୍ୟ ସରକାର, ଯୋଡ଼ିହେଲା ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା 'କାଳିଆ ସ୍କଲାରସିପ୍' ଯୋଜନାରେ ଆବେଦନ କରିବା ପାଇଁ ଚାଷୀ ପରିବାରର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅଧିକ ସମୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନଲାଇନ୍ ଆବେଦନର ଶେଷ ତାରିଖ ପୂର୍ବରୁ…