Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନ୍ତିମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରସ୍ତୁତି, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ…

ପୁରୀ: ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ରେ ଯୋଗ ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରକୁ…

ମଦ ଦୋକାନ ଗୁଡିକୁ ସୀମା ପାର ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ବାଲି ନୋଳିଆ ସାହି ସୁରକ୍ଷା ସମିତି

ପୁରୀ: ପୁରୀ ବାଲି ନୋଳିଆ ସାହି ମଦ ଦୋକାନ କୁ ବିରୋଧ କରି ଜିଲ୍ଲାପାଳ ଙ୍କ ଅଫିସ୍ ଘେରିଲେ ଶତାଧିକ ମହିଳା ଓ ପୁରୁଷ । ୨୦୨୪ ରେ ଶ୍ରୀକ୍ଷେତ୍ର ସୀମା ବାହାରକୁ ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଆହ୍ବାନ । ବାଲି ନୋଳିଆ ସାହି ସୁରକ୍ଷା ସମିତି ର ଯୁକ୍ତି, ଯଦି ଅଯୋଧ୍ୟାରେ ରାମ ମନ୍ଦିର…

ବିଡିଏ ଏନଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର…

ପୋଲିସ ଏଏସଆଇ ଙ୍କୁ ମରଣାନ୍ତକ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମନମୁଣ୍ଡା ଥାନା ଅଧୀନ ଦପଲ୍ଲା ଗ୍ରାମରେ ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ । ଗୁରୁତର ପୋଲିସ କର୍ମଚାରୀ ଜଣକ ହେଲେ ମନମୁଣ୍ଡା ଥାନା ର ଏଏସଆଇ କୁମୁଦ ଭୋଇ । ତାଙ୍କୁ…

ଓଡ଼ିଶାର ୩୫ଟି ଜିଲ୍ଲା ଜଜ୍ ପଦବୀ ପାଇଁ ଲିଖିତ ପରୀକ୍ଷାରେ ୩୯୮ ଜଣଙ୍କ ମଧ୍ୟରୁ ୭ ଜଣ ଯୋଗ୍ୟ ବିବେଚିତ

କଟକ: ଓକିଲରୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଜିଲ୍ଲା ଜଜ ହେବାକୁ ହୋଇଥିବା ପରୀକ୍ଷାରେ ୩୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୭ ଜଣ ପାସ୍ କରିଛନ୍ତି। ମୋଟ୍ ୩୫ଟି ପଦବୀ ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର (ପରୀକ୍ଷା) ଏସ୍ କେ ଦାଶ ରାୟଙ୍କ ପକ୍ଷରୁ ଜାରି…

ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ସେପଟେ ଆସନ୍ତାକାଲି ଠୁ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ…

କେନ୍ଦ୍ରାପଡା/କୋରାପୁଟ: ଆସନ୍ତାକାଲି ଠାରୁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ବିଦେଶାଗତ ପକ୍ଷୀ ମାନଙ୍କ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଜାନୁଆରୀ ୫ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଗଣନା । ଏନେଇ ସୂଚନା…

ଭୟ ବଢାଇଲା କରୋନା: ଓଡିଶାରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ଵର: ଚିନ୍ତା ବଢାଇଲା କରୋନାର ନୂଆ ଭାଇରାଣ୍ଟ । ଦେଶ ପରେ ଏବେ ରାଜ୍ୟରେ ଚିହ୍ନଟ ହେଲା JN.1 ଭାରିଆଣ୍ଟ । ରାଜ୍ୟରେ ୨ ଜଣ କରୋନାର ନୂତନ ଭାରିଆଣ୍ଟ JN.1ରେ ଆକ୍ରାନ୍ତ । ଏନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ…

କାହିଁକି ଓଡ଼ିଶା ସମେତ ଭାରତବର୍ଷର ଟ୍ରକ୍ ଡ୍ରାଇଭରମାନେ ‘ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ’ ସାମିଲ ହେଲେ?

ଭୁବନେଶ୍ୱର: ନୂଆ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଟ୍ରକ୍ ଚାଳକମାନେ ଡାକରା ଦେଇଥିବା ଦେଶବ୍ୟାପୀ 'ଷ୍ଟିୟରିଂ ଛାଡ ଆନ୍ଦୋଳନ'ରେ ଓଡ଼ିଶା ଡ୍ରାଇଭର ମହାସଂଘ ସାମିଲ ହେବାକୁ ଘୋଷଣା କରିଛି। ଗୁରୁବାର ଠାରୁ ସାରା ଦେଶରେ ଏହି ଧର୍ମଘଟ ଆରମ୍ଭ ହୋଇଛି ଏବଂ ଓଡ଼ିଶା ଡ୍ରାଇଭରମାନେ ନିଜ ନିଜ…

ପିକନିକ ବସ୍ ଦୁର୍ଘଟଣା: ୪୦ ଆହତ

କାମାକ୍ଷାନଗର: ପୁଣି ଓଲଟିଲା ପିକନିକ ବସ୍ । ସାମ୍ନାରେ ଥିବା ହାଇୱାକୁ ବସ୍ ଟି ପିଟିବା ପରେ ପଛପଟୁ ବସ୍ ଟିକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । କାମାକ୍ଷାନଗର ସ୍ଥିତ ମହାବୀର ରୋଡ ଥାନା ଭେଜିଆ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗାଡିର ଡ୍ରାଇଭର ସମେତ ୪୦ଜଣ ଆହତ…

ବାଙ୍ଗିରିପୋଷି ଘାଟି ତଳକୁ ଓଲଟିଲା ୨ ଟ୍ରକ୍‌; ଜୀଅନ୍ତା ଜଳିଗଲେ ଡ୍ରାଇଭର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ୨୦ ଫୁଟ ତଳକୁ ଓଲଟିଲା ୨ ଟି ଟ୍ରକ୍ । ଘଟଣାରେ ଗୋଟିଏ ଟ୍ରକ୍ ରେ ନିଆଁ ଲାଗିଯିବାରୁ ଜଣେ ଡ୍ରାଇଭର ଜିଅନ୍ତା ଜଳି ଯାଇଥିବାବେଳେ, ଅନ୍ୟ ଏକ ଟ୍ରକ ଡ୍ରାଇଭରଙ୍କ ପତ୍ତା ମିଳିପାରିନାହିଁ । ତେବେ ଘନ କୁହୁଡି ଯୋଗୁଁ ଏହି ମର୍ମନ୍ତୁଦ…