Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆପଣ ପିକନିକ୍ ଯାଉଛନ୍ତି କି? ନଜର ପକାନ୍ତୁ ସରକାରଙ୍କ ନିୟମ ଉପରେ

ଭୁବନେଶ୍ୱର: ନିକଟରେ ଅନେକ ପିକନିକ ଗାଡ଼ିର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କିଛି କୁହୁଡି ପାଇଁ ତ ଆଉ କିଛି ବେପରୁଆ ଗାଡି ଚାଳନା ଏବଂ ଆଉ କିଛି ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ହାନୀ ହେବା ସହ ଆହତ ହୋଇଛନ୍ତି। ଏବେ ବଢ଼ୁଥିବା ଦୁର୍ଘଟଣାକୁ ଦେଖି…

ରହସ୍ୟମୟ ଭାବେ ସୋରରେ ନିଖୋଜ ହୋଇଗଲା ୩ ବର୍ଷର ଶିଶୁ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ ଶୁଭମ ନାମକ ଜଣେ ୩ ବର୍ଷର ଶିଶୁ ରହସ୍ୟମୟ ଅବସ୍ଥାରେ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜାନୁଆରି ୧ ତାରିଖରେ ମୋହନ ସାହୁଙ୍କ ପୁଅ ଶୁଭମ ଘର ସମ୍ମୁଖରେ ଗାଁ ରାସ୍ତାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି। ଗାଁ ପୋଖରୀ,…

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ପରେ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ୩ କି.ମି. ବୋହି ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ବ୍ଲକର ଦୁଆରଶୁଣି ପଞ୍ଚାୟତର…

ମାଓବାଦୀ-ଯବାନ ଗୁଳିବିନିମୟରେ ୬ ମାସର ଶିଶୁ ମୃତ

ମାଲକାନଗିରି,: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଆଜି ସନ୍ଧ୍ୟାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଫଳରେ ଜଣେ ୬ ମାସ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁର ମା ଓ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବିଜାପୁର ଜିଲ୍ଲା…

ନୂଆବର୍ଷରେ ରେକର୍ଡ଼ : ଜଗା ଦର୍ଶନ କଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ

ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଯାଇଛି । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷର ଆରମ୍ଭ କରିଛନ୍ତି ।  ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ୧୨ଟା…

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, ଅନୁଧ୍ୟାନ ପରେ ଆସିବ ରିପୋର୍ଟ

ରାଉରକେଲା: ରାଉରକେଲାରେ କଲେରା ଏବଂ ଡାଇରିଆ ବ୍ୟାପିବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ତ୍ତମାନ ମଧ୍ୟ କିଛି ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ଇରିଆ ଏବଂ ହଇଜା ସ୍ଥିତି ସମୀକ୍ଷା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି କେନ୍ଦ୍ରର ଦୁଇ ଜଣିଆ…

ଶୀତ ରୁ ମିଳିବ ଆଶ୍ବସ୍ତି; ଜାନୁଆରୀରୁ କମିବ ଥଣ୍ଡାର ପ୍ରକୋପ, ପାଣିପାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡି ରେ ମଧ୍ୟ ସକାଳୁ ସକାଳୁ ସମଗ୍ର ରାସ୍ତାଘାଟ ଆଚ୍ଛାଦିତ ହୋଇ ରହୁଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଜାନୁଆରୀ ଠାରୁ ଥଣ୍ଡା ର ପ୍ରକୋପ କମିବା ନେଇ ପୂର୍ବାନୁମାନ…

ଝରକା ତାଡି ଘରୁ ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀ ରେ ଥମୁନି ଲୁଟେରାଙ୍କ ଉତ୍ପାତ । କମିଶନରେଟ୍ ପୋଲିସ ପକ୍ଷରୁ ଚୋରିକୁ ରୋକିବା କୁ ଅନେକ ପଦକ୍ଷେପ ନିଆଯାଉଥିବାସତ୍ତ୍ବେ ଏହା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଘର ଝରକା ତାଡି ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି…

ପିକନିକ ପାଇଁ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ, କମିବ ସଡକ ଦୁର୍ଘଟଣା

ଭୁବନେଶ୍ବର: ସରିଛି ବର୍ଷ ୨୦୨୩ । ଆରମ୍ଭ ହୋଇଛି ନୂଆବର୍ଷ ୨୦୨୪ । ଆଉ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ପିକନିକ ମନାଇବାକୁ ଯାଉଛନ୍ତି । ଆଉ ଏହି ସମୟରେ ଅନେକ ଦୁର୍ଘଟଣା ର ଶିକାର ହେଉଛନ୍ତି । ଅନେକ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ପ୍ରକାଶ…

ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଅନଲାଇନ ପଞ୍ଜିକରଣ: ୧୬ ଯାଏ ଖୋଲା ରହିବ ପୋର୍ଟାଲ 

ଭୁବନେଶ୍ବର: ଜାନୁଆରୀ ୬ରୁ BSKY-ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ଜାନୁଆରୀ ୧୬ ତାରିଖ ଯାଏ ଖୋଲା ରହିବ ପୋର୍ଟାଲ । ଯେଉଁ ହିତାଧିକାରୀ BSKY କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜିକରଣ କରିପାରିବେ ।ପ୍ରତି ପଞ୍ଚାୟତ ଓ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ।…