Latest Odisha News
Browsing Category

ଓଡିଶା

Odisha

ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସଓଡିଏଲ୍ ସମ୍ମାନୀତ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସମ୍ମାନଜନକ ଓଡ଼ିଶା ସିଏସଆର୍ ଆଣ୍ଡ  ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି । ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଏହି ପୁରଷ୍କାର ପ୍ରଦାନ କରାଯାଇଛି ।…

ସୁଦୃଢ ହେଲା ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେଲେ ଓଆଇଏସଏଫ ଯବାନ

ଭୁବନେଶ୍ବର: ବଢିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷା ବ୍ୟବସ୍ଥା । ନନ୍ଦନକାନନକୁ ଜଗିବା ପାଇଁ ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀର ଏକ ପ୍ଲାଟୁନ୍ ଫୋର୍ସ ଯବାନ ନିୟୋଜିତ ହୋଇଛନ୍ତି । ଏହି ଫୋର୍ସ ମଧ୍ୟରେ ଅଛନ୍ତି ଜଣେ ଇନ୍ସପେକ୍ଟର, ୪ ଜଣ…

ଅଟୋ ଓଲଟି ମହିଳା ମୃତ, ୧୦ ଆହତ

ଗୁଣପୁର: ରାୟଗଡା ଜିଲ୍ଲା ପୁଟାସିଂ ଥାନା ଚିନାସାରି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଅଟୋ ଟି ଓଲଟି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମାୟା ସାହୁ । ଖବର ମୁତାବକ, ଆଜି ଶ୍ରମିକମାନେ ଏକ ଅଟୋରେ କାମ ସାରି ଘରକୁ…

ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ମମତା ମହାନ୍ତ । ଗତକାଲି ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଯାହା ପରେ ରାଜ୍ୟ ରାଜନୀତି ସରଗରମ ରହିଥିଲା ବେଳେ ଆଜି ବିଧିବଦ୍ଧ ଭାବେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ମମତା । ତେବେ…

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ

ଭୁବନେଶ୍ୱର: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ । ଅଭିଯୁକ୍ତ ସଂଜିତ ଦାସକୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଏଡିଜେ-୨ କୋର୍ଟ। ଗତ ୨୦୨୨ ଜୁନ୍‌ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ। ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ସଂଜିତ। ସୂଚନା ଅନୁସାରେ, ଗତ…

ଆଗାମୀ ୨ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ଯାଏଁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଗାମୀ ଏକ ସପ୍ତାହ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ,…

ଖୋଲିବ ଖଣି ଦୁର୍ନୀତି ଗୁମର… ପଶିବ ସିବିଆଇ !

ଭୁବନେଶ୍ବର: ଖୋଲିବ ରାଜ୍ୟରେ ଖଣି ଦୁର୍ନୀତି ଗୁମର ! ଖଣି ମାଫିଆଙ୍କ ସହ ନେତା, ଦୁର୍ନୀତିଗ୍ରସ୍ତ ଅଧିକାରୀ ଯିବେ ଜେଲ୍ ! ଖଣି ଦୁର୍ନୀତିର ତଦନ୍ତ କରିବାକୁ ଓଡିଶାରେ ପଶିବ କି ସିବିଆଇ? ବିଜେପି ସରକାର କ୍ଷମତାକୁ ଆସିବା ପରେ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ…

ମମତା ମହନ୍ତଙ୍କ ଇସ୍ତଫା ପଛର କାରଣ କ’ଣ?

ଭୁବନେଶ୍ବର: ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିକୁ ବଡ ଝଟକା। ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ତେବେ ମମତାଙ୍କ ଇସ୍ତଫା ପଛରେ କାରଣ କଣ? ହଠାତ୍ ଇସ୍ତଫା ଦେଇ ଚମକାଇଲେ ନା ଅନେକ ପୂର୍ବରୁ କରିଥିଲେ ଯୋଜନା? ଲୋକସଭାରେ ବିଜେଡି ଶୂନ…

ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରଖିଛି ଧଉଳି ଥାନା ପୁଲିସ । ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଛି ପୋଲିସ l ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଆଜି ପୋଲିସ ଛାନଭିନ୍‌ କରିଛି । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ଏକ ସୁଇସାଇଡ…

ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ:ବିଶେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ପରେ ଜାରି ରହିଛି ରାଜନୀତି ବୟାନବାଜି l ମମତାଙ୍କ ଇସ୍ତଫାକୁ ନେଇ ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା l ମମତାଙ୍କୁ ବିଜେପି ଭଲ ଲାଗିଲେ, ସେ ଦଳରେ ଯୋଗ ଦେଇପାରନ୍ତି l ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ…