Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୁଲାଇ ନେବା ନାଁରେ ନାବାଳିକା ଅପହରଣ, କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କଲେ ପରିବାର ଲୋକ

ପାରାଦୀପ: ଦୁଇ ନାବାଳିକାକୁ ବୁଲାଇ ନେବା ନାଁରେ ଅପହରଣ । କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କରିବା ସହ ଅପହରଣକାରୀ ଦୁଇ ମହିଳାଙ୍କୁ ଧରି ପୋଲିସକୁ ଯିମା ଦେଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତରେ। ଜଣେ ନାବାଳିକା ଅଭୟଚାନ୍ଦ ପୁର ଥାନା ଅଧିନ ରଙ୍ଗିଆ ଗଡ…

ଦୀର୍ଘ ଏକ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ…

ହେଲପରଙ୍କ ଉପରେ ମାଡ଼ିଗଲା ହାଇଓ୍ବା; ଜଣେ ମୃତ, ଚାଳକ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦରୀ ବଡ଼ପୋଲ ନିକଟରେ ଦୁର୍ଘଟଣା । ଜଣେ ଟ୍ରକ୍‌ ହେଲପରଙ୍କ ଉପରେ ଆଉ ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି…

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଅସୁସ୍ଥ ଦନ୍ତାହାତୀ

ୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ବନବିଭାଗ ଅଧିନ କାଞ୍ଚନପୁର କାଜୁ ଜଙ୍ଗଲରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ଦନ୍ତା ଟି ଅସୁସ୍ଥ ଥିବାବେଳେ, ଗତ ତିନି ଦିନ ଧରି ଚିକିତ୍ସା ଚାଲିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କିଛି ଦିନ ପୂର୍ବେ…

ଆଜିଠୁ ଭୁବନେଶ୍ବର ରୁ ଝାରସୁଗୁଡାକୁ ଉଡିବ ବିମାନ, ସେପଟେ ପ୍ରଥମ ଦିନରେ ରାଉରକେଲାରୁ ବିମାନସେବା ବାତିଲ

ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା । ଲୋକଙ୍କ ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟସାରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି । ଏନେଇ ଆଜି ଠାରୁ ଭୁବନେଶ୍ବରରୁ ଝାରସୁଗୁଡାକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବ ଆଲିଆନ୍ସ ଏୟାର । ଏହା…

ଏଣିକି ରାତିରେ ପାଟ୍ରେଲିଂ କରିବେ ଆଇଆଇସି

ଭୁବନେଶ୍ୱର: ଆଉ ଥାନାରେ ବସି ରହିବେ ନାହିଁ ଥାନା ଅଧିକାରୀ । ଏଣିକି ରାତିରେ ପ୍ରତ୍ୟେକ ଗଳିକନ୍ଦିରେ ବୁଲିବେ ଥାନା ଅଧିକାରୀମାନେ । ତାହା ପୁଣି ସପ୍ତାହରେ ଦୁଇ ଦିନ । କେବଳ ସେତିକି ନୁହେଁ, ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ ଥାନା ଅଧିକାରୀ…

କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗରରେ ଫାଣ୍ଡି ଉଦଘାଟିତ

ଭୁବନେଶ୍ୱର: ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଅତିରିକ୍ତ ପୋଲିସ କମିଶନର…

ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ?: ବିଜେପି

ଭୁବନେଶ୍ୱର: ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ? ବିଜୁ ଜନତା ଦଳ\"ବିଫ୍ ଜନତା ଦଳ’ ହୋଇସାରିଛି କି? ବିଜେଡି ଜଣେ ଅଣ ଓଡ଼ିଆଙ୍କ ରିମୋଟ କଟ୍ରୋଲରେ ଚାଲିବା କଣ ରୂପାନ୍ତରିକରଣ? ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ ବିଜେଡି ଧୋକା ଦେଇଛି । ବିଜୁ ଜନତା ଦଳର…

ଶିକ୍ଷାନୁଷ୍ଠାରେ ନୂଆ-ଓ କାର୍ଯ୍ୟକ୍ରମର ଅବଧି ଜାନୁୟାରୀ ୧୫ ଯାଏଁ ବୃଦ୍ଧି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ…