Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିହୁ ଅଗ୍ରଓ୍ବାଲ ଅପହରଣ ମାମଲା: ୪ ଅଭିଯୁକ୍ତ ଗିରଫ

ଦେବଗଡ : ପିହୁ ଅପହରଣ ମାମଲାରେ ୪ ଗିରଫ । ସମସ୍ତ ଗିରଫ ଅଭିଯୁକ୍ତ ଦେବଗଡ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ୧୮ ତାରିଖରେ ଟ୍ୟୁସରୁ ଫେରୁଥିବାବେଳେ ଅପହରଣ ହୋଇଥିଲା । ୧୯ ତାରିଖରେ ସୁନ୍ଦରଗଡ ବଡଗାଁରୁ ଉଦ୍ଧାର ହୋଇଥିଲା । ଏହାପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା ।…

ଛାଡପତ୍ର ରାୟ ପରେ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଲେ ଅନୁଭବ?

କଟକ: ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ଆଶ୍ୱସ୍ତି ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ ନିର୍ବାଚନ ରହିଛି ତେଣୁ ଏହି ଅଭିନେତାକୁ ନେତା ପାଲଟିଥିବା…

ଖ୍ରୀଷ୍ଟମାସ ପାଇଁ କନ୍ଧମାଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା, ପୋଲିସର ଫ୍ଲାଗ୍ ମାର୍ଚ୍ଚ ସହିତ ପାଟ୍ରୋଲିଂ

କନ୍ଧମାଳ:  ଖ୍ରୀଷ୍ଟମାସ ପାଖେଇ ଆସୁଥିବାରୁ ସାରା ବିଶ୍ୱରେ ଲୋକମାନେ ଏହି ପର୍ବକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଘର ଓ ଚର୍ଚ୍ଚକୁ ସଜ୍ଜାରେ ସଜ୍ଜିତ କରାଯାଇଛି ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମକୁ ସମ୍ମାନ ଜଣାଇ ସୁରୁଖୁରୁରେ ଉତ୍ସବ ପାଳନ କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି…

ଇଏ କି ମାନବିକତା : ପାଦରେ ସାମାନ୍ୟ ଘା ଯୋଗୁଁ ମୋତେ ଜଙ୍ଗଲରେ ଛାଡିଦେଲ?

ବରଗଡ଼ : ଶୀତ କାକରରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଛନ୍ତି ମହିଳା  । ଅପରାଧ ତାଙ୍କର ଏତିକି ଯେ ତାଙ୍କ ପାଦରେ ଆଘାତ ଲାଗି ଘା ଟିଏ ହୋଇଯାଇଥିଲା । ଆଉ ତା ପରେ ପରିବାର ଲୋକେ ତାଙ୍କୁ ଜାଣି ଖୋଲା ଆକାଶ ତଳେ ଛାଡିଦେଲେ । ଯେତେବେଳେ ମାନବିକତା ମରିଯାଏ ଆଉ ତା ବଦଳରେ ଜନ୍ମନିଏ…

ଆରମ୍ଭ ହେଲା ପଥୋତ୍ସବ : ଦୁଲୁକିଲା ରାଜଧାନୀ ରାଜରାସ୍ତା , ସାମିଲ ହେଲେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ କଳାକାର

ଭୁବନେଶ୍ବର : ପୁଣି ଫେରିଲା ପଥୋତ୍ସବ । ଆଜିଠୁ ରାଜଧାନୀର ରାଜରାସ୍ତାରେ ପାଳିତ ହେଉଛି ପଥୋତ୍ସବ । ଏହି କାର୍ଯ୍ୟକ୍ରମ ପାଇଁ ଆଜି ସକାଳୁ ସକାଳୁ ଦୁଲୁକି ଉଠିଛି ରାଜଧାନୀର ରାଜରାସ୍ତା। ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ ପାଳନ କରାଯାଇଛି  । ମାଷ୍ଟର କ୍ୟାଣ୍ଟିନ ଛକଠାରୁ…

ରାଉରକେଲାରେ ସୁଧୁରୁଛି ଡାଇରିଆ ସ୍ଥିତି, ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା

ରାଉରକେଲା: ରାଉରକେଲାରେ ଡାଇରିଆ ପରିସ୍ଥିତି ସୁଧୁରିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି। ରାଉରକେଲାରେ ବର୍ତ୍ତମାନ ୫୩…

ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଭକ୍ତ ଦାସ ହରାଇଲେ ପଦ

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାରା ଦେଶରେ ଲୋକସଭା ନିର୍ବାଚନ ଅଛି। ଏହା ପୂର୍ବରୁ କଂଗ୍ରେସ ବିଭିନ୍ନ ସ୍ଥାନରେ ନେତୃତ୍ବ ପରିବର୍ତ୍ତନ ସହିତ ପ୍ରଭାରୀ ବଦଳାଉଛି। ଏହି କ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଚର ଅଜୟ କୁମାର। ଏଇଆଇସିସି…

ବ୍ଲଗର କାମିୟା ଜାନିକୁ ନେଇ ବିବାଦ: କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା

ଭୁବନେଶ୍ୱର: ବ୍ଲଗର କାମିୟା ଜାନିକୁ ନେଇ ବିବାଦ ବଢିବାରେ ଲାଗିଛି। ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ 5-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଓ ଜାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯାନର ସଦସ୍ୟମାନେ ଲୋୟର ପିଏମଜିରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରି…

ଭିକ୍ଷାବୃତ୍ତିରୁ ଚୋରି: ଅପରାଧିକ ଗ୍ୟାଙ୍ଗର ରଣନୀତିର ପର୍ଦ୍ଦାଫାଶ କଲା ଭଦ୍ରକ ପୋଲିସ

ଭଦ୍ରକ: ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଡିସେମ୍ବର ୧୪ ତାରିଖରେ ଚାନ୍ଦିଗାଁ ଅଞ୍ଚଳରେ ଦାଖଲ ହୋଇଥିବା ଦୁଇଟି ପୃଥକ ଚୋରି ଅଭିଯୋଗର କର୍ତ୍ତୃପକ୍ଷ ତଦନ୍ତ କରିବା ପରେ ଏହି ଗିରଫଦାରୀ ହୋଇଛି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍…

ନିର୍ବାଚନ ଆସନ୍ନ ବେଳେ ଭୁବନେଶ୍ବରରେ ସିବିଆଇ ଅଧିକାରୀ, ଛାତିରେ ପଶିଲା ଛନକା!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଶାସକ ବିରୋଧୀ ମୁହାଁମୁହିଁ ଏବଂ ନିର୍ବାଚନ ଆସନ୍ନ ବେଳେ ରାଜଧାନୀ ଭୁବନେଶ୍ବରରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପହଁଚିଛନ୍ତି। ତେବେ କେଉଁ କାରଣ ପାଇଁ ଆସିଛନ୍ତି ଜଣାନଥିଲେ ମଧ୍ୟ ଅନେକଙ୍କ ଛାତିରେ ଛନକା ପଶିବା ଆରମ୍ଭ କରିଛି ବୋଲି କୁହାଯାଉଛି।…