Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଶ୍ଚିମବଙ୍ଗରୁ ଆସିଲାଣି ଆଳୁ ଟ୍ରକ୍, ସ୍ଵାଭାବିକ ହେବ ଦର : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ସ୍ଵାଭାବିକ ହେଉଛି ଆଳୁ ଦର । ତେବେ ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା କିନ୍ତୁ ଏବେ ଆସିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି…

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଳୁ ସମସ୍ୟାର ସମାଧାନ ନେଇ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଅଛନ୍ତି। ତେବେ…

ରାଜ୍ୟରେ ବର୍ଷା ବିତ୍ପାତ, ଫୁଲୁଛି ନଦୀ, ଯାତାୟାତ ଠପ୍

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କାରଣରୁ ନଦୀ ନାଳ ଫୁଲିବାରେ ଲାଗିଛି। ଏପଟେ ବଙ୍ଗୋପସାଗର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଫଳରେ ରାଜ୍ୟରେ ଆଗକୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

“ସମସ୍ତଙ୍କୁ ମିଳିବ ତାଙ୍କର ହକ୍, ଏ ସରକାର ପୂର୍ବ ସରକାର ଠାରୁ ଭିନ୍ନ”

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଏନେଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଓ ଏବେକା ସରକାର ମଧ୍ୟରେ ବହୁତ ତଫାତ ରହିଛି । ଆମ ସରକାର…

ବସ୍ ରୁ ଗାଏବ ହେଲା ୫ଲକ୍ଷ ଟଙ୍କା ସହ ୧୭ କେଜି ରୂପା, ଥାନାରେ ଏତଲା

ଖଲ୍ଲିକୋଟ: ରୂପା ବ୍ୟବସାୟୀଙ୍କ ଠାରୁ ରୂପା ଲୁଟି ନେଲେ ଚୋରା। ବ୍ରହ୍ମପୁର ଠାରୁ କୋଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସ୍‌ ରେ ଜଣେ ରୂପା ବ୍ୟବସାୟୀ ୧୭କେଜି ରୂପା ସହ ୫ଲକ୍ଷ ଟଙ୍କା ନେଇ କୋଲକାତା ଯାଉଥିବା ବେଳେ ବାଟରେ ହେଲା ଚୋରି। ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।…

ପୁଣି ଲଘୁଚାପ, ଆହୁରି ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଏବଂ ତତସଂଲଗ୍ନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷିବ ବୋଲି…

ସୁଦୃଶ୍ୟ ହେଲା ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଅତିକ୍ରମ କରିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ରହିଛି। ଯାହା ସୁଦୃଶ୍ୟ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର…

ଅଗ୍ନିବୀରଙ୍କ ପାଇଁ ମୋହନ ସରକାରର ବଡ଼ ନିଷ୍ପତି, ଓଡ଼ିଶାରେ ମିଳିବ ବିଶେଷ ସୁବିଧା

ଭୁବନେଶ୍ୱର: ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଯିବା ପୂର୍ବରୁ ଏହି ଘୋଷଣା କରିଛନ୍ତି। ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ…

କଟକ ବିଜେଡିରେ କନ୍ଦଳ, ବାଙ୍କୀ ବିଧାୟକଙ୍କ ସମୀକ୍ଷା ସଭାକୁ କର୍ପୋରେଟରଙ୍କ ବିରୋଧ

କଟକ: ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବିରୋଧରେ ସ୍ଥାନୀୟ କର୍ପୋରେଟର ମାନେ ଅସନ୍ତୋଷ ବ୍ୟକ୍ତ କରିବା ପରେ ବିଜୁ ଜନତା ଦଳର ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଭ୍ୟନ୍ତରୀଣ କଳହ ବଢ଼ିବାରେ ଲାଗିଛି। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦଳର ପରାଜୟ ନେଇ ବିଧାୟକ…

ସମଗ୍ର ପୃଥିବୀ ଗୋଟିଏ ପରିବାରର ବାର୍ତ୍ତା ପ୍ରଚାର କରିବ ‘ସାଇମୁନ୍ ସମ୍ମିଳନୀ’: ରାଜ୍ୟପାଳ

ଭୁବନେଶ୍ୱର: ସମଗ୍ର ପୃଥିବୀ ଗୋଟିଏ ପରିବାରର ବାର୍ତ୍ତା ପ୍ରଚାର କରିବ ସାଇମୁନ୍ ସମ୍ମଳନୀ। ଏକ ପୃଥିବୀ-ଏକ ପରିବାର-ଏକ ଭବିଷ୍ୟତ। ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ସମଗ୍ର ବିଶ୍ୱକୁ ସଂଚରି ଯାଇଛି। ବିଶ୍ୱରେ ଶାନ୍ତି, ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରି ଏକ ସୁନ୍ଦର ପୃଥବୀ…