Latest Odisha News

BREAKING NEWS

Browsing Category

ଓଡିଶା

Odisha

କଳା ଟଙ୍କା ଜବତ ଘଟଣାରେ ବିଜେପି ଉପରେ ଦୋଷ ଲଦିଲା ବିଜେଡି: କହିଲା, ରାଜ୍ୟ କଂଗ୍ରେସକୁ ବଞ୍ଚାଇବା ପାଇଁ ଡିଲ୍‍…

ଭୁବନେଶ୍ୱର: ଦୁଇ ଦିନ ତଳେ ଆମେ କହିଥିଲୁ, ଆୟକର ବିଭାଗର ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ଓଡିଶା ବିଜେପି, କଂଗ୍ରେସକୁ ଢାଲ ସାଜି ସୁରକ୍ଷା ଦେଉଛି । ପ୍ରାଣପଣେ ବଞ୍ଚାଇବାକୁ ଉଦ୍ୟମ କରୁଛି । ଯାହା ଆଜି ପ୍ରମାଣିତ ହୋଇଛି । ଲାଗୁଛି, ଓଡିଶା କଂଗ୍ରେସର ପ୍ରବକ୍ତା ହୋଇ, ଏଠି ଓଡିଶା…

ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଚାଲିଛି ପ୍ରସ୍ତୁତି। ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନୀତେଶ କୁମାର…

ଜମି ପଟ୍ଟା ନୁହେଁ ଗରିବ ଲୋକଙ୍କୁ ପ୍ରତାରଣାର କାଗଜ ବାଣ୍ଟୁଛନ୍ତି ସରକାର-କଂଗ୍ରେସ

ଭୁବନେଶ୍ୱର: ଜାଗା ମିସନ୍‌ରେ ଜମି ପାଇବା ପାଇଁ ଯିଏ ପାରୁଛି ସିଏ ସରକାରୀ ଜାଗା ଜବରଦଖଲ କରୁଛି । ତାହା ପୁଣି ସ୍ଥାନୀୟ ଗୁଣ୍ଡା ଓ ସରକାରୀ ବାବୁଙ୍କ ସହଯୋଗରେ।  ଏହି ଜାଗାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରା ଚାଲିଛି।  ଧରାପଡ଼ିବା ବେଳେ କେବଳ ଯିଏ ଟଙ୍କା ଦେଇ ସରକାରୀ ଜମି କିଣୁଛି ସେ ହିଁ…

ଏଣିକି ‘ଲକ୍ଷ୍ମୀ ବସ’ରେ କ୍ୟାସଲେସ୍ ଯାତ୍ରା: ଆରମ୍ଭ ହେଲା ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥା

ଭୁବନେଶ୍ୱର:  ‘ଲକ୍ଷ୍ମୀ ବସ’ରେ ଯାତ୍ରା ହେବ କ୍ୟାସଲେସ୍  । ଅର୍ଥାତ ଆପଣ ଚାହିଁଲେ କ୍ୟାସ ନ ଦେଇ  ୟୁପିଆଇ କ୍ୟୁଆର କୋଡରେ ବସ ଭଡା ଦେଇ ପାରିବେ । ଲକ୍ଷ୍ମୀ ବସରେ  କ୍ୟାସଲେସ ଏବଂ  ସୁବିଧାଜନକ ପରିବହନ ପାଇଁ  ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ…

ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି -ବିଜେପି

ଭୁବନେଶ୍ୱର: ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ଘନିଷ୍ଟ ସର୍ମ୍ପକର କାରଣ କଣ ? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ ? ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ କାର୍ଯ୍ୟକ୍ରମରେ ଅଯାଚିତ ସହାୟତା…

ସ୍ତ୍ରୀକୁ ଗ୍ଯାସରେ ପୋଡି ହତ୍ୟା ଉଦ୍ୟମ ମାମଲା: ବର୍ଷେ ପରେ ଗୁଜରାଟରୁ ସ୍ଵାମୀ ଗିରଫ 

ଭୁବନେଶ୍ବର: ରୋଷେଇ ଘରେ ସ୍ତ୍ରୀକୁ ଗ୍ୟାସରେ ପୋଡ଼ି ହତ୍ୟା ଉଦ୍ୟମ ଘଟଣା। ବର୍ଷେ ପରେ ଅଭିଯୁକ୍ତ ସ୍ବାମୀ କୁଳମଣି ପାଇକରାୟକୁ ଗିରଫ କରିଛି ଭରତପୁର ପୋଲିସ। ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ଗୁଜରାଟରେ ଲୁଚିଥିଲା କୁଳମଣି। ୨୦୧୫ରେ କୁଳମଣି ପାଇକରାୟ, ପ୍ରଭାତୀ ପାଇକରାୟଙ୍କୁ ପ୍ରେମ ବିବାହ…

ଗଣିତ ପରୀକ୍ଷା ଦେବାକୁ ଚାଲିଲେ ୬ କିଲୋମିଟର…

ମୟୂରଭଞ୍ଜ : ଛାତ୍ରଛାତ୍ରୀଙ୍କୁ ୬ କିଲୋମିଟର ଚଲାଇଲେ ପ୍ରଧାନଶିକ୍ଷୟିତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୂତାବକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦…

ଫେବ୍ରୁଆରୀ ୨୦ ତାରିଖରେ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ । ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ…

ଥମୁନି ମଣ୍ଡି ଯନ୍ତ୍ରଣା, କମୁନି ଚାଷୀ ଦୁର୍ଦ୍ଦଶା

ନୂଆପଡା : ଗୋଟେପଟେ ଜିଲ୍ଲା ପ୍ରଶାସନ ମଣ୍ଡି ମାନଙ୍କରେ ସୁଦୃଢ଼ ଭିତ୍ତିଭୂମିର ଡିଣ୍ଡିମ ପିଟୁଛି  । ହେଲେ  ବରଗାଁ ମଣ୍ଡିରେ  ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ଧାନ କୁ ଜଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡିରେ ସଠିକ ଭିତ୍ତିଭୂମି ସାଙ୍ଗକୁ କଟନୀ ଛଟନୀ ନକରିବା ପାଇଁ ନିର୍ଦେଶ…

ବାଧକ ସାଜିଲା ଭଙ୍ଗା ପୋଲ : ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ  । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ  । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ  । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ  ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ…