Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ହାଇକୋର୍ଟ ଗଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ଵର: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କଲେ ଜଗନ୍ନାଥ ପ୍ରଧାନ । ଭୋଟ ଗଣତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ପିଟିସନ୍‌ କଲେ ଜଗନ୍ନାଥ । ଏଥିସହ ନିର୍ବାଚନକୁ…

ଗୁଣି ଗାରେଡିର କରୁଣ ପରିଣତି, ଯୁବତୀଙ୍କୁ ମୁଣ୍ଡରେ ଫୋଡ଼ିଥିଲେ ୨୨ଟି ଲୁହା କଣ୍ଟା

ଭୁବନେଶ୍ଵର: ଯୁଗ ଆସି କେଉଁଠି ପହଞ୍ଚିଲାଣି । ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି । ବଡ ବଡ ରୋଗର ଉପଚାର ପାଇଁ ବୈଜ୍ଞାନିକ ମାନେ କେତେ ପ୍ରକାରର ଔଷଧ ବାହାର କଲେଣି । ତଥାପି ଏଇ ମଣିଷ ଅନ୍ଧ ବିଶ୍ଵାସର ବଶବର୍ତ୍ତି ହୋଇ ନିଜେ ନିଜର ଜୀବନ ନେଇ ଯାଉଛି । ସାଧାରଣ ରୋଗଟିଏ ହେଲେ ମଧ୍ୟ ଆଜିର…

ସାଢେ ୭ ଘଣ୍ଟାରେ ହେଲା ଅଳଙ୍କାର ସ୍ଥାନାନ୍ତରଣ, ଭିତରେ ନାହିଁ କୌଣସି ଗୁପ୍ତ ସୁଡ଼ଙ୍ଗ

ପୁରୀ: ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କରି ଶ୍ରୀମନ୍ଦିରରୁ ବାହାରିଲେ ୧୧ ଜଣିଆ ଟିମ୍‌ । ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଲାଗିଲା ସାଢ଼େ ୭ ଘଣ୍ଟା ସମୟ । ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ସମ୍ବଲପୁରରେ ରେଳ ଫ୍ଲାଏଓଭର ପ୍ରକଳ୍ପ ପାଇଁ ୨୮୮.୬୧ କୋଟି ଟଙ୍କା ଅନୁମୋଦନ

ସମ୍ବଲପୁର: ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ରେଳ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ଉଦେଶ୍ୟରେ 8.10 କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ୨୮୮.୬୧ କୋଟି ଟଙ୍କା ମଞ୍ଜୁର କରିଛି। ସୁଗମ ଟ୍ରେନ ଚଳାଚଳ ହେବ- ରେଳ…

ଝିଙ୍କ ଶିକାର ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ବାରିପଦା: ଝିଙ୍କ ଶିକାର ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। ଗିରଫ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ହଳଦୀବଣି ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ବାଇଧର ସୋରେନ। ବାଇଧରଙ୍କ ସହ ଆଉ ଜଣକୁ ମଧ୍ୟ ଗିରଫ କରିଛି ଦକ୍ଷିଣ ଶିମିଳିପାଳ ବନ ବିଭାଗ। ୨ ଅଭିଯୁକ୍ତଙ୍କ ଠାରୁ ଝିଙ୍କ ମାଂସ, ଝିଙ୍କ କାଠି, ଧନୁ…

ସୋଆର ୧୮ତମ ପ୍ରତିଷ୍ଠା ଦିବସ: ସମାଜରେ ସର୍ବୋତ୍କୃଷ୍ଟ ସେବା ପାଇଁ ସବୁଠୁ ଆଗରେ ସୋଆ

ଭୁବନେଶ୍ଵର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ୧୮ତମ…

ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣା: ଆଉ ୨ ଗିରଫ

ଭୁବନେଶ୍ବର: ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଲାରେ ଚଢ଼ାଇ କରି ଏହି ୨ ଜଣଙ୍କୁ ଧରିଲା ପୋଲିସ। ଉକ୍ତ ଅଂଚଳରେ ସୁଧ କାରବାର କରୁଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବନାହିଁ ବୋଲି ଚେତାବନୀ ଦେଲେ ଡିସିପି ପ୍ରତୀକ…

୪ ତାମିଲନାଡୁ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ଧରାପଡ଼ିଲା କାର୍‌ ଲୁଟେରା ଗ୍ୟାଙ୍ଗ। ତାମିଲନାଡ଼ୁର ୪ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ। ଗିରଫଙ୍କ ଠାରୁ ୪ଟି ଲାପଟପ୍ ଓ ୨୫ଟି ମୋବାଇଲ୍ ଜବତ କରିଛି ପୋଲିସ। କାର କାଚ ଭାଙ୍ଗି ଲାପଟପ୍, ମୋବାଇଲ୍ ଆଦି ଲୁଟ୍ କରୁଥିଲ ଏହି ଗ୍ୟାଙ୍ଗ। ବିଭିନ୍ନ ମାର୍କେଟ ଅଞ୍ଚଳରୁ ପକେଟ୍ ମାର…

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ରାଜା ସାକେରଙ୍କ ବିରୁଦ୍ଧରେ ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଜା ସାକେରଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ରାଜା ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିଥିଲେ। ନିଜ ସୋସିଆଲ ମିଡିଆରେ ରାଜା ଏହି ଫଟୋ ପୋଷ୍ଟ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ…

ବନ୍ଦ ହେବନି ଆହାର କେନ୍ଦ୍ର, ବଦଳିପାରେ ନାଁ!

ଭୁବନେଶ୍ବର: ଜନସାଧାରଣଙ୍କ ପାଇଁ ଖୁସି ଖବର। ବନ୍ଦ ହେବନି ଆହାର ଯୋଜନା। ତେବେ ବଦଳି ପାରେ ଆହାର କେନ୍ଦ୍ରର ନାଁ । ଆହାର ଯୋଜନା ବନ୍ଦ କରାଯିବନି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ସୂଚନା…