Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ୟାଙ୍କ ସମ୍ମୁଖରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଲେ ଦୁର୍ବୃତ୍ତ;ଛତିଶଗଡ଼ ରାସ୍ତାରେ ମାରିଲେ ଚମ୍ପଟ

ବାଲିଶଙ୍କରା:ଆଜି ବାଲିଶଙ୍କରା ସେଣ୍ଟ୍ରାଲ୍‌ ବ୍ୟାଙ୍କ ଶାଖା ସମ୍ମୁଖ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟି ଚମ୍ପଟ ମାରିଛନ୍ତି । ଗଲାବେଳେ ବ୍ଯାଗରୁ ଉକ୍ତ ବ୍ୟକ୍ତିଙ୍କ ଆଧାରକାର୍ଡ, ପାସବୁକ୍ ରାସ୍ତାରେ ଫିଙ୍ଗି ଦେଇଥିଲେ।…

ରାଜ୍ୟରେ ଆଉ ରହିବ ନାହିଁ ଆଳୁ ସମସ୍ୟା;ନିରବଚ୍ଛିନ୍ନ ଯୋଗାଣ ନେଇ ପଶ୍ଚିମବଙ୍ଗ ସହ ବୈଠକ

ଭୁବନେଶ୍ବର:ରାଜ୍ୟରେ ଆଉ ଦେଖାଦେବ ନାହିଁ ଆଳୁ ସମସ୍ୟା । ଆଉ ଅଟକିବନି ପଶ୍ଚିମବଙ୍ଗ ଆଳୁ ଟ୍ରକ । ଏବେ ରାଜ୍ୟକୁ ବର୍ଷର ୧୨ ମାସ ଯାକ ଆଳୁ ଯୋଗାଣ ହେବ । କୋଲକାତାର ଖାଦ୍ୟ ଭବନଠାରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଏନେଇ ସ୍ଥାୟୀ…

୧୦୦ ଦିନର ନୀରବ ପଦଯାତ୍ରା: ପୁରୀ ବାସିନ୍ଦାଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ…

ପୁରୀ: ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଅବିରତ ଚାଲିଥିବା ସଚେତନତା ପଦଯାତ୍ରା ଆଜି ଐତିହାସିକ ୧୦୦ ଦିନ ପୂରଣ କରିଛି । ଶତଦିନର ଏହି ଯାତ୍ରା କେବଳ ଏକ ସଂଖ୍ୟାର ମାଇଲଖୁଣ୍ଟ ନୁହେଁ; ଏହା ଭକ୍ତି, ଅଧିକାର, ସମତା ଓ ଆତ୍ମସମ୍ମାନ ପାଇଁ ଏକ ନୀରବ…

ଡକାୟତି ଓ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ; ୬ ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରି ଡକାୟତି, ଲୁଟ୍, ମୋବାଇଲ ଚୋରି ଓ ସାଇବର ଠକେଇରେ ସଂପୃକ୍ତ ଏକ ଆନ୍ତଃଜିଲ୍ଲା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ହଳଧର…

Kathajodi River:କାଠଯୋଡ଼ି ପଠାରେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଠାବ

କଟକ:କଟକରେ ଚାଞ୍ଚଲ୍ୟ । ପୁରୀଘାଟ ଥାନା ଅନ୍ତର୍ଗତ ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ । କେହି ଦୁର୍ବୃତ୍ତ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଶବକୁ ଏଠାରେ…

ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର

କୁତ୍ରା:ପୁଣି ଫୁଟିଲା ସୁନ୍ଦରଗଡ଼ରେ ଗୁଳି । ସୁନ୍ଦରଗଡ଼ କୁତ୍ରାରେ ଏକ ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନାମୁତାବକ, ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି…

Ganza Seized: କପଡ଼ା ଗାଡି ଭିତରୁ ୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୮ ଗିରଫ

ବଲାଙ୍ଗୀର: ଓଡ଼ିଶାରୁ ରାଜଧାନୀ ଦିଲ୍ଲୀକୁ ଅଭିନବ ଉପାୟରେ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ହେଲେ ଏହି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ ଓ ଅବକାରୀ ବିଭାଗ । ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ମିଶନ 3Dରେ ଅବକାରୀ ବିଭାଗ ବଲାଙ୍ଗୀର ଜିଲ୍ଲାର ଦୁଇଟି ସ୍ଥାନରେ ରେଡ୍ କରିଥିଲା ।…

ଆମ୍ବୁଲାନ୍ସରେ ଯାନ୍ତ୍ରିକ ତୃଟି କାରଣରୁ ଚାଲିଗଲା ରୋଗୀର ଜୀବନ

ଭବାନୀପାଟଣା: ୧୦୮ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି କାରଣରୁ ଚାଲିଗଲା ରୋଗୀଙ୍କ ଜୀବନ । କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭବାନୀପାଟଣା ନେବା ବାଟରେ ମୃତ୍ୟୁ ହୋଇଛି । ୧୧ ବର୍ଷୀୟ ଝିଅର ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ଆଣିଲେ ବାପା । ବାଟରେ ଚକା ପଙ୍କଚର…

ବାଜିଲା ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍‌: ସମସ୍ତ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ବୈଠକ

ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ। ଆସନ୍ତା ୨୧ ତାରିଖରେ OSWAN ପ୍ଲାଟଫର୍ମରେ ହେବ ବଡ଼ ବୈଠକ। VCରେ ସାମିଲ ହେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି। ଡୋର୍‌ ଟୁ ଡୋର୍‌ (D2D) ସର୍ଭେ ଉପରେ ହେବ…

ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’

କଟକ: ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଦୁର୍ଘଟଣା। ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ୍‌କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ୍ ବସ୍। ଗୁରୁତର ବାଇକ୍‌ ଆରୋହୀ ମେଡିକାଲ୍‌ରେ ଭର୍ତ୍ତି। ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍‌। ଦୁର୍ଘଟଣାରେ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ…