Latest Odisha News

BREAKING NEWS

Browsing Category

ଓଡିଶା

Odisha

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାରୀ ଜମିରୁ ହଟିବ ଜବରଦଖଲ, ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ…

ଅନୁଭୂତିରେ ପ୍ରକୃତି; କିଛି ଏମିତି ଲେଖିଲେ ମହାମହିମ…

ପୁରୀ: ବଡଦାଣ୍ଡରେ ଏକକାର ଭକ୍ତ ଓ ଭଗବାନ । ଏହି ଅବସରରେ ବଡଦାଣ୍ଡରେ ସାଧାରଣ ଭକ୍ତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ରବିବାର ଘୋଷଯାତ୍ରା ଉପଲକ୍ଷେ ରଥାରୂଢ ମହାପ୍ରଭୁଙ୍କ ଆଶିଷ ନେବା ପରେ ଆଜି ସକାଳୁ ସକାଳୁ ବେଳା ଭୂମିରେ ପ୍ରାତଃଭ୍ରମଣ କରିଥିଲେ…

ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ: ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର, ପଛେ ପଛେ ଆସୁଛନ୍ତି ମା’ ସୁଭଦ୍ରା ଓ କାଳିଆ…

ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ। ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର…

ମହିଳା ଅଫିସରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ, ବନ୍ଧା ହେଲେ ବାର ମାଲିକ

ଭୁବନେଶ୍ୱର: ରାଜଧାନୀରେ ଏବେ ବି ବେଆଇନ ଭାବେ ବିଳମ୍ୱିତ ରାତିଯାଏଁ ବାର ଖୋଲୁଛନ୍ତି ବାର ଓ ପବ୍ ମାଲିକ। ନିୟମକୁ ମାନୁ ନାହାଁନ୍ତି। ଏଭଳି ସୂଚନା ପାଇ କଟକ ରୋଡର ଏକ କ୍ଲବ ଉପରେ ଚଢାଉ କରିଥିଲା ଅବକାରୀ ବିଭାଗର ଟିମ୍ । ହେଲେ ଚଢାଉ ସମୟରେ ମହିଳା ଅବକାରୀ ଅଧିକାରୀଙ୍କୁ ବାର ମାଲିକ…

ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି, ଆଖପାଖରେ ସୁରକ୍ଷା ବ୍ୟବସ୍ଥା

ପୁରୀ: ଗତକାଲି ରଥଟଣା ଦେଖିବାକୁ ଜଗନ୍ନାଥ ଧାମରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ। ଆଜି ସକାଳୁ…

ବେପାର ବେଳେ ମାଡିବସିଲା ପୋଲିସ: ୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀର ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର। ଧଳା ଜହର କବଳରେ ଭୁବନେଶ୍ୱର। କିନ୍ତୁ ଏହା ଉପରେ କଡ଼ା ନଜର ରଖିଛି ପୋଲିସ। ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ଜଟଣା ଥାନା ଅନ୍ତର୍ଗତ ଏକ ସ୍ପେଶାଲ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ-ଷ୍ଟେସନ ନିକଟରେ…

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ପୁରୀ: ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ। ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ। ସିଂହଦ୍ବାରଠୁ କିଛି ବାଟ ଦୂରରେ ଅଟକିଛି ନନ୍ଦିଘୋଷ। ୫ ଦଶନ୍ଧି ପରେ ଏଥର ଏକାଦିନେ ରଥଯାତ୍ରା,…

କିଏ ସେହି ନେତା, ଯାହାଙ୍କ ପାଇଁ ବିଜୁ ଜନତା ଦଳ ନିର୍ବାଚନ ହାରିଲା?

ଭୁବନେଶ୍ୱର: କିଏ ସେହି ନେତା? ଯାହାଙ୍କ ପାଇଁ ବିଜୁ ଜନତା ଦଳ ନିର୍ବାଚନ ହାରିଲା...।  ବିଜେଡି ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ନା ନନେଇ ଜଣେ ନେତାଙ୍କୁ ଟାର୍ଗେଟ କରିଛନ୍ତି। ଯାହାଙ୍କ ପାଇଁ ଦଳ ନିର୍ବାଚନ ହାରିଲା ବୋଲି…

ରଥଟଣା ବେଳେ ଅଘଟଣ: ମିଳିଲା ମୃତ ବ୍ୟକ୍ତିଙ୍କ ପରିଚୟ, ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଟଣା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକର ଲଳିତ ବଗର୍ତ୍ତୀ ବୋଲି ଜଣାପଡ଼ିଛି।ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିରେ ଆହତ…

ରଥଯାତ୍ରାରେ ଅଘଟଣ ପରେ ପୁରୀ ସର୍କିଟ୍ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ପୁରୀ: ରଥ ଟାଣିବା ବେଳେ ଅଘଟଣ ପରେ ସକ୍ରିୟ ହୋଇଛନ୍ତି ସରକାର। ଆସନ୍ତାକାଲି ମଧ୍ୟ ରଥଟଣା ହେବ। ଛୁଟି ଥିବାରୁ ଭକ୍ତଙ୍କ ଗହଳି ଜମିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏବଂ ରଥଟାଣିବା ବେଳେ କିଭଳି ସ୍ୱାସ୍ଥ୍ୟସେବା ଶୀଘ୍ର ଯୋଗାଇ ହେବ ତାକୁ ନେଇ ବୈଠକ ହୋଇଛି।…