Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ, କାରଣ ଅସ୍ପଷ୍ଟ

ପୁରୀ: ପୁରୀରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ ହୋଇଛି । କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୁରୀ ପୋଲିସ ହାଇସ୍କୁଲରେ ଦେଖିବାକୁ ମିଳିଛି ଏହି ଘଟଣା । ତେବେ ଆହତ ଛାତ୍ର ଜଣକ ଦଶମ ଶ୍ରେଣୀର ମୁନା ସାହୁ ହୋଇଥିବା…

ବିରୋଧୀଙ୍କ ହଙ୍ଗାମା, ସର୍ବଦଳୀୟ ବୈଠକ ପରେ ବି ଗୃହ ଅଚଳ: ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱୀତିୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ  । ସ୍ୱାଭାବିକ ଭାବେ ଚାଲି ପାରିଲାନି ଗୃହ । ୨ ଥର ଗୃହ ମୁଲତବି ରଖିବା ପରେ ବି ଅଚଳାବସ୍ଥା ଦେଖା ଦେଇଥିଲା। ଶେଷରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ସ୍ୱାଭିବିକ ହୋଇ…

ବିଧାନସଭା ସାମ୍ନାରେ ପୋଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି

ଭୁବନେଶ୍ଵର: ରାଜସ୍ଵ ଜମିପଟା ପ୍ରଦାନ ଦାବିରେ ତେଜିଲା ବିଦ୍ରୋହ । ବିଧାନସଭା ସମ୍ମୁଖରେ ପୋଲିସ-ସାଲିଆ ସାହି ବସ୍ତିବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ଵ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ବସ୍ତିବାସିନ୍ଦା । ସାଲିଆ ସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବାରୁ ଏବଂ…

ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍, ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର: ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍ । ହଠାତ୍ ବେହୋସ୍ ହୋଇଗଲେ ଛାତ୍ର । ଡାକ୍ତରଖାନାରେ ଭର୍ତ୍ତି କଲେ ଶିକ୍ଷକ ହେଲେ ଚାଲିଗଲା ଛାତ୍ରର ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁ ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ । ସୂଚନା ଅନୁସାରେ,…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୫ ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ହଠାତ୍ ମାଡିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଗତ କିଛି ଦିନ…

ହୁତୁହୁତୁ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍

ପାରାଦୀପ: ହୁତୁହୁତୁ ହୋଇ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍ । ହଜାର ହଜାର ଚୋରା ତେଲ ଗଚ୍ଛିତ ରହୁଥିଲା ଏହି କଣ୍ଟେନରରେ । ହଠାତ ଗତକାଲି ବିଳମ୍ବିତ ରାତିରେ ଜଳି ଯାଇଛି ଏହି ତେଲ ବୋଝେଇ କଣ୍ଟେନର । ତା ସହିତ ଦୁଇଟି ୧୨ ଚକିଆ ଟ୍ରକ ମଧ୍ୟ ଜଳି ଯାଇଛି । ପାରାଦୀପ ଅଞ୍ଚଳରେ ବେଧଡକ…

ଦୁର୍ଘଟଣା ନେଲା ୩ ଜୀବନ : ୨ଜଣଙ୍କୁ ଚାପିଦେଲା କାର,ମହିଳାଙ୍କ ଉପରେ ଚଢିଗଲା ବସ୍

ବ୍ରହ୍ମପୁର:ସକାଳୁ ସକାଳୁ ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଗଲା । ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ଉପରେ କାର ଚଢି ଯାଇଥିବାବେଳେ ଭଦ୍ରକ ବନ୍ତ ଛକରେ ଜଣେ ମହିଳାଙ୍କୁ ଦଳି ଦେଇଛି ବସ୍ । ବ୍ରହ୍ମପୁର ସାନଖେମୁଣ୍ଡି-ପାଟପୁର ଥାନା ପୋଡାମାରି ବସଷ୍ଟାଣ୍ଡ ନିକଟରେ…

ବଢିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ, ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

କଟକ: ବିରୋଧୀ ଦଳ ନେତା ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ ବଢିଛି। ଥାନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତହସିଲଦାରଙ୍କୁ ଧମକ ଦେବା ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯେଉଁଥିରୁ ଗୋଟିଏ ମାମଲାକୁ ଖାରଜ କରିଦେଇଥିବା ବେଳେ ଅନ୍ୟଟିରେ…

ସମ୍ବଲପୁରରେ ରାଷ୍ଟ୍ରପତି: ଆଜି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଙ୍ଗାଲୁର ଫେରିବେ

ସମ୍ବଲପୁର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ସେଠାରେ ରାତ୍ରିପଯାପନ କରିଥିଲେ । ରାଷ୍ଟ୍ରପତିଙ୍କ ସହ ଏହି ଗସ୍ତବେଳେ ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବରଦାସ ଓ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…