Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଉଥ ଆଫ୍ରିକାରେ ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ

ଭୁବନେଶ୍ୱର: ପୁଣି ବିଦେଶକୁ ଯାଇ ଫସିଗଲେ ଓଡ଼ିଆ ଶ୍ରମିକ। ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଗୁହାରୀ। ସାଉଥ ଆଫ୍ରିକାର ଗାବନ୍‌ରେ ନିର୍ଯାତିତ ଓଡ଼ିଆ ଶ୍ରମିକ ଭିଡ଼ିଓ ବାର୍ତ୍ତାରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କେନ୍ଦ୍ରାପଡା଼ ଜିଲ୍ଲାର ୧୪ ଓଡ଼ିଆ ଶ୍ରମିକ ସାଉଥ ଆଫ୍ରିକା ଫସିରହିଛନ୍ତି।…

ନୟାଗଡରେ ଗୋଷ୍ଠୀ ସଙ୍ଘର୍ଷ ବେଳେ ବୋମାମାଡ, ୨ ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କୁମ୍ଭାରପଡା ଗ୍ରାମରେ ବୋମାପାଡ । ପୂର୍ବଶତୃତାକୁ କେନ୍ଦ୍ର କରି  ଗ୍ରାମରେ ଥିବା ହରିଜନ ସାହିରେ ଏହି ବୋମା ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି ସେଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଣିଆ ଡାକ୍ତରଖାନାରେ ୮…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି ଯାତ୍ରୀ ବାହି ଘାଟ ଡ଼ଙ୍ଗା ।ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା ।ସାତପଡାରୁ ଜହ୍ନିକୁଦ ଅଭିମୁଖେ ଏହି ଯାତ୍ରୀବାହୀ ଡଙ୍ଗାଟି ବାହାରିଥିବା…

ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ: ମନ୍ଦିରରୁ ଚୋରୀ କରିବା ସହ ଭାଙ୍ଗିଲେ ମା’ କାଳୀଙ୍କ ମୂର୍ତ୍ତି

ସମ୍ବଲପୁର: ଆଜି ପବିତ୍ର ଦୀପାବଳି ତଥା ମା’ କାଳୀଙ୍କ ପୂଜା । ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ । ମନ୍ଦିରରୁ ଚୋରୀ କରିବା ସହ ମା’ କାଳୀଙ୍କ ପ୍ରତୀମାକୁ ଭାଙ୍ଗିଲେ ଦୁର୍ବୃତ । ଏପରି ଅଭାବନୀୟ ଘଟଣା ଘଟିଛି  ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା…

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ…

କଡାକଡି ହେବ ମଦୁଆ ଧରା ଅଭିଯାନ: ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ସାବାଡ ହେବେ ମଦୁଆ  । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ  । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି  । ଏଥର ପୋଲିସମାନେ  ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ  ।  ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

କଟକ : ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ବାପା  । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ନରାଜର କୈବର୍ତ୍ତ ସାହି ଘାଟରେ ।  ସୂଚନା ଅନୁଯାୟୀ ଆଜି ସକାଳୁ ସରୋଜ ସାହୁ ନାମକ ଜଣେ ବ୍ୟକ୍ତି ପୁଅକୁ ନେଇ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ ।  ହେଲେ ଅସାବଧାନତା…

ଦୀପାବଳିରେ ଅଘଟଣ : ବାଣ ଦୋକାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୪ ବ୍ୟକ୍ତି

ପାରାଦୀପ : ଆଜି ହେଉଛି ଆଲୋକର ପର୍ବ ଦୀପାବଳି ।  ସବୁଠି ବଡ ଧୂମଧାମ ସହକାରେ ଆନନ୍ଦ ଉହ୍ଲାସର ସହ ପର୍ବକୁ ପାଳନ କରାଯାଉଥିବାବେଳେ ଏକ ଅଘଟଣ ଘଟଣା ସାମ୍ନାକୁ ଆସିଛି । ପାରାଦୀପ ଲକ୍ ଥାନା ଅଧୀନସ୍ଥ ନୂଆଗଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ ବାଣ ଦୋକାନରେ ନିଆଁ ଲାଗି ଯାଇଛି । ଫଳରେ  …

ପବିତ୍ର ଦୀପାବଳିରେ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଲେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର

ପୁରୀ : ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଓ କାଳୀପୂଜା। ଏହି ଉପଲକ୍ଷେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର ପୁରୀ ବିରଗୋବିନ୍ଦପୁରସ୍ଥିତ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର କରି ଦର୍ଶକଙ୍କୁ ନିଆରା ଭେଟି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପର୍ବପର୍ବାଣି ମାନଙ୍କରେ ଆୟୁଷ ଯେଉଁଭଳି ଭାବେ ଦୁଇହାତରେ…

ଭାଇ ହେଲା ଭଗାରୀ : ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କଲା ଭାଇ

ଭୁବନ: ଭାଇ ହେଲା ଭଗାରୀ  । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଭାଇ ଏସିଡ୍ ମାଡ କରିଛି  । ଏମିତି କିଛି ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ  । ସୂଚନା ଅନୁସାରେ ଜମି ବାଡିକୁ କେନ୍ଦ୍ର କରି ଗଡଗହଁପୁର ଗାଁରେ ରହୁଥିବା ଭାଗିରଥୀ ନାୟକ ଏବଂ…