Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର’

ପୁରୀ: ରଥଯାତ୍ରା ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ । ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ…

ମେକ୍ ଇନ୍ ଓଡ଼ିଶାର ପରିବର୍ତ୍ତିତ ନାମ ଉତ୍କଳ ନିବେଶକ ସମ୍ମିଳନୀ!

ଭୁବନେଶ୍ୱର: ରାଜ୍ୟର ବ୍ୟବସାୟିକ ସାମର୍ଥ୍ୟ ଓ ଉତ୍ପାଦନ ଦକ୍ଷତାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରୁଥିବା 'ମେକ୍ ଇନ୍ ଓଡ଼ିଶା' କନକ୍ଲେଭକୁ ଉତ୍କଳ ନିବେଶକ ସମ୍ମିଳନୀ ବା ଉତ୍କଳ ଇନଭେଷ୍ଟର୍ସ କନକ୍ଲେଭ୍ ନାମରେ ନାମିତ କରାଯିବାର ସମ୍ଭାବନା ରହିଛି। ସିଆଇଆଇର ତୃତୀୟ ପରିଷଦ ବୈଠକ ପରେ…

ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ଵର: ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୩୧୫ ସ୍ପେଶାଲ ଟ୍ରେନ୍‌ ଚାଲିବ ଏବଂ ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବ । ଏଥିରେ ୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ…

କାହିଁକି ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ଭାବେ ନିଯୁକ୍ତି ଦିଆଗଲା?

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୦ ବ୍ୟାଚର ଆଇଏଏସ ଅଫିସର ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଜିଏ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ତାଙ୍କ ନିଯୁକ୍ତି ପଛର କାରଣ କଣ ରହିଛି ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। କାରଣ ସମାନ ବ୍ୟାଚରେ ଆହୁରି…

ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ ରାଉତ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ କୁମାର ରାଉତ୍ । ଲାଞ୍ଚ ନେବା ବେଳେ କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତଙ୍କୁ ମାଡି ବସିଛି ଭିଜିଲାନ୍ସ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ପ୍ରଶାନ୍ତଙ୍କ ୨ଟି ସ୍ଥାନରେ…

ମନୋଜ ଆହୁଜା ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ…

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ପ୍ରସ୍ତୁତ ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ପରେ ଏହାର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି…

କଥା ଦେଇ କଥା ରଖିଲେ ମୋଦି

ପୁରୀ: କଥା ଦେଇ କଥା ରଖିଲେ ମୋଦି । କହିଥିଲେ ତୁମ ଠିକଣା ଫଟୋରେ ଲେଖ ମୁଁ ତୁମକୁ ଚିଠି ଲେଖିବି । ଆଉ ଆଜି ବାସ୍ତବରେ ସେଇଆ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଥା ରଖି ଚିଠି ଲେଖିଛନ୍ତି ଆଉ ଶୁଭେଚ୍ଛା ବି ପଠାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ଗୋଟିଏ କଥା ବେଶ୍…

ଓଡିଶାରେ ବନ୍ଦ ହେବ କି ମଦ କାରବାର ?

ଭୁବନେଶ୍ବର: ଓଡିଶାରେ ମଦ କାରବାର ବନ୍ଦ ହେବ କି ? ଓଡିଶା ଭାରତର ଆଉ ଏକ ଡ୍ରାଏ ଷ୍ଟେଟ୍ ହେବ କି ? ରାଜ୍ୟରେ ମଦ ନିଷିଦ୍ଧ କରିବାକୁ ଯୋଜନା ହେଉଛି ବୋଲି କିଛି ଦିନ ତଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିବା ନେଇ ଖବର ଆସିଥିଲା। ଏ ବର୍ଷ ଅଗଷ୍ଟ…

ସକ୍ରିୟ ରାଜନୀତିରୁ ଓହରିଲେ, ଏକ୍ସରେ ସକ୍ରିୟ ଭିକେ ପାଣ୍ଡିଆନ

ଭୁବନେଶ୍ବର: ସକ୍ରିୟ ରାଜନୀତିରୁ ଓହରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ହେଲେ ସୋସିଆଲ୍ ମିଡିଆ ଏକ୍ସରେ ବେଶ୍ ଆକ୍ଟିଭ ରହିଛନ୍ତି । ମହାନଦୀ ବିବାଦ ହେଉ କି ପୁଞ୍ଜିନିବେଶ ପ୍ରସଙ୍ଗ, ନିଜ ଏକ୍ସ ଆକାଉଣ୍ଟରେ ନିୟମିତ ପୋଷ୍ଟ କରୁଛନ୍ତି। କାର୍ତ୍ତିକ ପାଣ୍ଡିଆନ ନାମରେ ରହିଥିବା ଆକାଉଣ୍ଟରେ…