Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଥର ଜୋରଦାର ବିରୋଧ କରିବ କି ବିଜେଡି ?

ଭୁବନେଶ୍ବର: ଧୀରେ ଧୀରେ ଶୁଭିଲାଣି ବିଜେଡିର ସ୍ବର । କାଲି ମହାନଦୀ ଆଜି ନିଟ୍। ନିର୍ବାଚନ ପରାଜୟ ପରଠୁ ତୁନି ପଡିଥିବା ବିଜେଡି ନେତା କହିବା ଆରମ୍ଭ କଲେଣି। ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହେଉଥିବା ବେଳେ ବିଜେଡି ଆଗଧାଡ଼ିର ନେତା ମୁହଁ ଖୋଲୁନଥିଲେ । ତେବେ ଶୁକ୍ରବାର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟର ୫ଟି ଜିଲ୍ଲାକୁ ୩ ଘଣ୍ଟା…

ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଖୋଳତାଡ଼

ଗୁଣୁପୁର: ଗୁଣୁପୁର ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ଅଭିଯୋଗରେ ଖୋଳତାଡ଼ । ଭିଜିଲାନ୍ସର ୪ ଜଣିଆ ଟିମ୍‌ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ନେଇ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଉକ୍ତ…

ମର୍ଣ୍ଣିଙ୍ଗ ୱାକ୍ ବେଳେ ଲୁଟ୍, ଧାରୁଆ ଅସ୍ତ୍ର ଦେଖାଇ ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍

କଟକ: ମର୍ଣ୍ଣିଂୱାକ୍‌ ବେଳେ ମହିଳାଙ୍କଠୁ ସୁନା ଚେନ୍‌ ଲୁଟ୍‌।ବାଲିକୁଦା ଜଗନ୍ନାଥ କଲୋନୀରେ ମହିଳାଙ୍କ ଠାରୁ ଲୁଟ୍‌। ୩ ଜଣ  ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ। ଲୁଟ୍‌ ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ସୂଚନା ଅନୁସାରେ, କଟକ ସଦର ଥାନା…

୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’

ଝାରସୁଗୁଡ଼ା: ୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’। ଟାଉନ ଥାନା ଗୁଆଲାପଡା ସ୍ଥିତ ଏକ ଭଡ଼ା ଘର ଛାତରୁ ଡେଇଁଲେ ମହିଳା। ଗୁରୁତର ଅବସ୍ଥାରେ ମା’ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ’ଣ ପାଇଁ ୨ ଝିଅଙ୍କୁ ଧରି ଛାତରୁ…

ନିଟ୍ ବିବାଦକୁ ନେଇ ରାଜ୍ୟସଭାରେ ଗର୍ଜିଲା ବିରୋଧୀ ବିଜେଡି

ନୂଆଦିଲ୍ଲୀ: ବିରୋଧୀ ହୋଇ ଏବେ ଶାସକ ବିଜେପିକୁ ପ୍ରଶ୍ନର କାଠଗଡାକୁ ଟାଣିବା ଆରମ୍ଭ କରିଦେଲାଣି ବିଜେଡି । ବିରୋଧୀ ହୋଇ ଏଥର ସଂସଦରେ ଜନତାଙ୍କ ସ୍ବାର୍ଥରେ ଗର୍ଜିବାକୁ ଦଳକୁ ପରାମର୍ଶ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଆଜି ଏହାର ଝଲକ ସଂସଦର ଉପର ଗୃହରେ ଦେଖିବାକୁ…

ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଁ

ବ୍ରହ୍ମପୁର:ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଁ । ମେଡିକାଲ ଉପର ମହଲା ସିଡି ତଳେ ଲାଗିଛି ନିଆଁ । ନିଆଁ ଲାଗିବା ଦେଖି ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଓଭର ଲୋଡିଂ ପାଇଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ…

ନାରାୟଣପାଟଣାରେ ଡିପଥେରିଆ ଖବର ମିଳିଛି, କିନ୍ତୁ କୌଣସି ପ୍ରମାଣ ମିଳିନାହିଁ: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ଡିପଥେରିଆ, ଜଣ୍ଡିସ ଓ ଡେଙ୍ଗୁ ସଂଖ୍ୟା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବଢୁଥିବା ସଂଖ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଜଣ୍ଡିସ ବର୍ତ୍ତମାନ ଇଞ୍ଚଚୁବାସନ ପିରିଅଡରେ ଅଛି। ଧିରେ ଧିରେ ଏହା…

ଆଇପିଏସ୍‌ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟ କଲେ ଡିଜିପି, କହିଲେ ଜୁନ୍‌ ୩ରୁ କାର୍ଯ୍ୟରେ ଦେଲେଣି ଯୋଗ

ଭୁବନେଶ୍ୱର: ଆଇପିଏସ୍‌ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଜୁନ୍‌ ୩ ତାରିଖଠାରୁ ଆଶିଷ କାର୍ଯ୍ୟରେ ଯୋଗଦେଇଥିବା କହିଲେ ଡିଜିପି। ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସରେ ଚାଲିଥିବା ଏକ ବୈଠକରେ ମଧ୍ୟ ସାମିଲ ଥିଲେ। ଆଶିଷ ତାଙ୍କ କାର୍ଯ୍ୟ ଯୋଗଦାନ ରିପୋର୍ଟ…

ପୁଣି କୋରାପୁଟରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ, ୨ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ

କୋରାପୁଟ: କୋରାପୁଟ ଜିଲ୍ଲା ପଡ଼େଇଗୁଡ଼ା ଗାଁରେ ଆନ୍ଥ୍ରାକ୍ସ ଆତଙ୍କ ଦେଖା ଦେଇଛି। ଏହି ଗାଁରେ ୨ ଜଣ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ନେଇ ସିଡିଏମ୍‌ଓଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ କିଛି…