Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଟିଏମରେ ଫେସିଆଲ ବାୟୋମ୍ୟାଟ୍ରିକ ଲଗାଇବା ଆବଶ୍ୟକ: ହାଇକୋର୍ଟ

କଟକ: ଏଟିଏମରୁ ଯେଉଁଭଳି ଭାବେ ଦୁର୍ବୃତ୍ତମାନେ ମୁହଁରେ କପଡା କିମ୍ବା ହେଲମେଟ ଲଗାଇ ଟଙ୍କା ନେଇଯାଉଛନ୍ତି ବା ତାଡି ଦେଉଛନ୍ତି ତାକୁ ନେଇ ହାଇକୋର୍ଟ ଚିନ୍ତାବ୍ଯକ୍ତ କରିଛନ୍ତି। ଏବେ ଏହି ସବୁ ବ୍ଯକ୍ତିଙ୍କୁ କାବୁ କରିବାକୁ ହେଲେ ଟଙ୍କା ଉଠାଇବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା…

କାଲି ଯାହାକୁ ଚୋର କହୁଥିଲେ, ଆଜି ତାକୁ କୋଳେଇ ନେଉଛନ୍ତି: ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ନେଇ ମୁହଁ…

ବ୍ରହ୍ମପୁର:ବିଜେପି ନେତା ତିଆରି କରୁପାରୁନି । ତେଣୁ ଜନବିରୋଧୀ କାର୍ଯ୍ୟ ପାଇଁ ଯେଉଁମାନେ ବିଜେଡିରୁ ତଡା ଖାଉଛନ୍ତି ସେମାନଙ୍କୁ କୋଳେଇ ନେବା ପାଇଁ  ଆଗଭର ହେଉଛି । ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଏମିତି କହିଛି ବିଜେଡି । ଆଜି ଏକ ସାମ୍ବାଦିକ…

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୁତୁରା କହି ୫୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: ଭାରତୀୟ ରେଳବାଇ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଅନେକ ଯୁବକଙ୍କଠାରୁ ୫୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ବାଲେଶ୍ୱରର ସନ୍ତୋଷ ମହୁରୀ ଓରଫ୍ ସନ୍ତୋଷ ମହାନ୍ତି ନାମକ ଜଣେ…

ବାଲୁକା କଳାରେ ଦୀପାବଳୀର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏହି ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ପବିତ୍ର ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିର ନୀଳାଦ୍ରି ବିଚ୍ ରେ ବିଶ୍ଵର ସବୁଠାରୁ ବଡ ବାଲିର ଦୀପ ତିଆରି କରି…

ବିଜେଡିର ୨୪ ବର୍ଷ ଶାସନ ଭିତରେ ଓଡ଼ିଆଙ୍କ ସ୍ୱାଭିମାନ ଭାଙ୍ଗିଛି, ଅଣଓଡ଼ିଆଙ୍କ ପ୍ରାଧାନ୍ୟ ବଢିଛି-କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନୀ ରାଜନୀତି ଏବେ ବେଶ ସରଗରମ  । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ପରସ୍ପରକୁ ଆକ୍ଷେପ, ସମାଲୋଚନା ସେତେ ବଢୁଛି । ଆଜି କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ସରକାର ଉପରେ ବର୍ଷିଛି । ୨୪ବର୍ଷର ବିଜେଡି ଶାସନ ଭିତରେ ଓଡ଼ିଶାର ବିକାଶ ତ ହୋଇପାରିନି…

ରାଜ୍ୟର ସବୁ ସରକାରୀ ମେଡିକାଲରେ ବଢିବ ବେଡ୍‌ ସଂଖ୍ୟା, ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ ମେଡିକାଲରେ ବୃଦ୍ଧି ପାଇବ ବେଡ୍‌ ସଂଖ୍ୟା । ଆଇପିଏଚଏସ ୨୦୨୨ ନିୟମ ଅନୁଯାୟୀ ସରକାରୀ ମେଡିକାଲ ଗୁଡ଼ିକରେ ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇବ । ତେବେ ୪୫ରୁ ୫୦ ହଜାରକୁ ବେଡ୍ ବଢାଇବା ନେଇ ଯୋଜନା ରହିଛି । ଏନେଇ ଆଜି (ଶନିବାର) ଗଣମାଧ୍ୟମକୁ…

ଛତିଶଗଡରେ ଓଡିଶାକୁ ଜିତାଇଦେବେ ପୁରନ୍ଦର !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ହେଭିୱେଟ ମାନେ ପ୍ରତ୍ୟେକ ଦିନ ପ୍ରଚାରକୁ ଓଲ୍ହାଉଛନ୍ତି। ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଲାଗି ପଡିଛନ୍ତି। ଏସବୁ ଭିତରେ ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରନ୍ଦର ମିଶ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା।…

ନକଲି ସାର୍ଟିଫିକେଟ ଦର୍ଶାଇ ଚାକିରି କରୁଥିବା ବିଜ୍ଞାନ ଶିକ୍ଷକ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଆଉ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷକ ହେଲେ ଭକ୍ତ କୁମାର ସେଠ । ସେ ବିଜ୍ଞାନ ଶିକ୍ଷକ ଭାବେ ଅଗଷ୍ଟ ୨୦୨୨ ମସିହାରେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲରେ ଚାକିରି କରୁଥିଲେ ।…

ନୂଆବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ: ଡିସେମ୍ବର ୩୧ରେ ସରୁଛି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି । ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ନୂଆ ପୋଲିସ ଡ଼ିଜିଙ୍କ ପାଇଁ ୭…

କାଳ ହେଲା କି ଅନଲାଇନ୍ ଗେମ୍ ? ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୋର : ମୋବାଇଲ ଆଜିର ସମୟରେ ମୋବାଇଲ ଯୁବପୀଢିଙ୍କୁ ବିପଦଗାମୀ କରୁଛି । ଆଜି ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସୋର ଥାନା ଅରଡା ଗାଁରେ । ଅନଲାଇନ୍ ଗେମ ଯୋଗୁଁ ଜଣେ ଛାତ୍ରର ଜୀବନ ଯାଇଛି । ମୃତକ ଯୁକ୍ତ ଦୁଇରେ ପାଠ ପଢୁଥିବା ଆଶିଷ କୁମାର ମଳିକ ବୋଲି ଜଣାପଡିଛି…