Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୂର ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ

ପୁରୀ: ତୁଟିଲା ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଉଭୟ ନିଯୋଗ ମଧ୍ୟରେ ପାଉଣାକୁ ନେଇ ଥିବା ମତଭେଦ ଦୂର ହୋଇଛି ବୋଲି ଜିଲ୍ଲାପାଳ ସୂଚନା…

ଡିଲ୍ ବେଳେ ମହାବଳ ବାଘ ଛାଲ ଜବତ, ଜଣେ ଗିରଫ, ୨ ଫେରାର

ନବରଙ୍ଗପୁର: ନବରଙ୍ଗପୁର ଜିଲା ଡାବୁଗାଁ ରେଞ୍ଜର ପାତ୍ରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏକ ରୟାଲ ବେଙ୍ଗଲ ଟାଇଗର (ମହାବଳ ବାଘ)ର ଛାଲ ଜବତ ହୋଇଛି । ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଫିଆଙ୍କୁ ଫିଲ୍ମ ଷ୍ଟାଇଲରେ ମାଡି ବସିଲା ନବରଙ୍ଗପୁର ବନବିଭାଗ ଟିମ୍ । ପ୍ରାୟ ୧୦ ଲକ୍ଷ ଟଙ୍କାରେ…

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଓଡ଼ିଶାକୁ ୩୭ କୋଟି ସହାୟତା ପ୍ରଦାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଅଧୀନରେ ସମଗ୍ର ଦେଶରେ ଯୋଗ୍ୟ କର୍ମଚାରୀ ଓ ନିଯୁକ୍ତି ଦାତାମାନଙ୍କୁ ମିଳିଛି ବଡ଼ ଆଶ୍ୱାସନା । ପିଏମ୍-ଭିବିଆରଓ୍ୱାଇ ଯୋଜନାରେ ଦେଶର ଶ୍ରମିକ ଓ ନିଯୁକ୍ତିଦାତାଙ୍କୁ ୩ ହଜାର ୪୦୦ କୋଟିର ସହାୟତା ପ୍ରଦାନ କରାଯାଇଛି ।…

Lightning strike:ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ,୮ ଗୁରୁତର ସହ ୧୭ ଛେଳି ମୃତ

ଦେବଗଡ଼:ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଅଘଟଣ ।ଅନ୍ତେଷ୍ଟି କ୍ରିୟା ଭୋଜି ଖାଇ ଫେରୁଥିବା ବେଳେ ଆଜି ଅପରାହ୍ନ ୩ଟା ସମୟରେ ସେହି ଅଞ୍ଚଳରେ ପ୍ରବଳ ଘଡଘଡି ହୋଇଥିଲା। ତେବେ ବଜ୍ରପାତ ମାରିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ…

ଏସଆଇଆର ନିୟମରେ ଉଲ୍ଲଙ୍ଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍

ଭୁବନେଶ୍ବର: ଏସଆଇଆର ପ୍ରସଙ୍ଗରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟିଲା ବିଜେଡ଼ି ଟିମ୍ । ସିଇଓଙ୍କୁ ଭେଟି ରାଜ୍ୟରେ ଏସଆଇଆର ପ୍ରସଙ୍ଗରେ ହେଉଥିବା ତ୍ରୁଟି ସମ୍ବଦ୍ଧରେ ଅବଗତ କରିଛି ବିଜେଡ଼ି I ରାଜ୍ୟରେ ବର୍ତ୍ତମାନ ଏସଆଇଆର କାର୍ଯ୍ୟ ଚାଲିଛି I BLO ମାନେ ଘରକୁ ଘର ବୁଲି…

ପିଲା ଚୋର ଗୁଜବରୁ ଭୟାବହ ଭିଡ଼ ହିଂସା: ରାୟଗଡ଼ାରେ ଏନ୍‌ଜିଓ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, ଓଡ଼ିଶା ରାଜନୀତିରେ ନିଆଁ

ରାୟଗଡ଼ା/ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି। ପିଲା ଚୋର ସନ୍ଦେହ ଓ ମିଥ୍ୟା ଗୁଜବକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦୁଇଜଣ ସମାଜସେବୀ (ଏନ୍‌ଜିଓ କର୍ମୀ)ଙ୍କୁ ସ୍ଥାନୀୟ ଉତ୍ତ୍ୟକ୍ତ ଭିଡ଼ ଅତି ବର୍ବର…

ବ୍ଲଡ୍ ବ୍ୟାଙ୍କ ବନ୍ଦ, ମିଳିଲାନି ରକ୍ତ: ୫୦ କିଲୋମିଟର ଦୂର ଭବାନୀପାଟଣା ଗଲା ବେଳେ ବାଟରେ ଆଖି ବୁଜିଲା ୫ ବର୍ଷର ଶିଶୁ

ଧର୍ମଗଡ଼: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚରମ ଅବହେଳା ଓ ଭିତ୍ତିଭୂମିର ଅଭାବ ଯୋଗୁଁ ପୁଣି ଜଣେ ନିଷ୍ପାପ ଶିଶୁର ଜୀବନ ଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନମିଳିବା କାରଣରୁ ଜଣେ ୫ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବ୍ଲଡ୍…

ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ପିଏ ସାଜି ଠକେଇ ଉଦ୍ୟମ: ବ୍ରହ୍ମପୁରରୁ କୁଖ୍ୟାତ ଠକ ଗିରଫ

ବ୍ରହ୍ମପୁର: ପ୍ରମୁଖ ରାଜନେତା ଓ ଭିଭିଆଇପିଙ୍କ ନାଁ ବ୍ୟବହାର କରି ସାଧାରଣ ଲୋକଙ୍କୁ ଜାଲରେ ଫସାଉଥିବା ଜଣେ ଶାତିର ଠକକୁ ଗିରଫ କରିଛି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗୋଳନ୍ଥରା ଥାନା ଅଞ୍ଚଳର ଜଗନ୍ନାଥ ମଣ୍ଡଳ। ନିଜକୁ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ…

ଗ୍ରୀଷ୍ମ ପ୍ରବାହ ପାଇଁ ଏହି ସ୍ଥାନରେ ହେବ ସକାଳୁଆ ସ୍କୁଲ…

ସୁବର୍ଣ୍ଣପୁର/କଟକ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରା ଛୁଟି ସରିଥିବା ସତ୍ବେ ଏବେବି ଅନେକ ଜିଲ୍ଲାରେ ଖୋଲି ପାରୁନି ସ୍କୁଲ । ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ଵ ଦେଇ ବିଦ୍ୟାଳୟରେ ସକାଳୁଆ ପାଠପଢ଼ା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ । ସୁବର୍ଣ୍ଣପୁରରେ ସମସ୍ତ…

ଜୁଲାଇ ୧ରୁ ଓଡ଼ିଶାର ସମସ୍ତ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଆଶଙ୍କା ଦେଖାଦେଇଛି। ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା ପ୍ରତିବାଦରେ ଆସନ୍ତା ଜୁଲାଇ ୧ ତାରିଖରୁ ଓଡ଼ିଶାର ସମସ୍ତ ସରକାରୀ ଡାକ୍ତର (ପ୍ରାୟତଃ ଆଠ ହଜାର) କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ…