Latest Odisha News

BREAKING NEWS

Browsing Category

ଓଡିଶା

Odisha

୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଜି ଅଫିସର ଅଡିଟର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସନ୍ତୋଷ କୁମାର…

ବିଧାୟକଙ୍କ ବିରୋଧରେ ରଖିଥିବା ପ୍ରମାଣ ହାଜର ହୋଇ ଦିଅ, କଥିତ ପ୍ରେମିକା ସୋମାଲିକାଙ୍କୁ ସମନ

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ କଥିତ ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମନ ଜାରି କରାଯାଇଛି। ନଭେମ୍ବର 7 ତାରିଖ ଅପରାହ୍ନ ସାଢ଼େ 3ଟାରେ ସୋମାଲିକାଙ୍କୁ ମ୍ୟାରେଜ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଛି।…

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ…

ଭୁବନେଶ୍ବର : ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ  । ବିବାହର  ପ୍ରତିଶ୍ରୁତି ଦେଇ ଜଣେ  ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି ।  ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଦେବେଶଙ୍କ ଘର ଯାଜପୁରରେ…

୨୦୨୨ ବ୍ୟାଚର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ବ୍ୟାଚର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଛି। ମନ୍ତ୍ରଣାଳୟ ଅଧୀନରେ ଥିବା କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଗୁରୁବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ଲୋକସେବା…

ପରଲୋକରେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ, ଶ୍ରୀ ମିଶ୍ର ଦୈନିକ ‘ସମାଜ’ର…

ରାଜ୍ୟରେ ୨୧ କୋଟି ଟଙ୍କାର ଏକ ଖଣି କମ୍ପାନୀର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଖଣି କମ୍ପାନୀର ୨୧ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି। ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡର ୧୮ଟି ସମ୍ପତ୍ତିକୁ ଜବତ କରିଛି ଇଡି। ଏଥିରେ ବଡ଼ବିଲରେ ୭ଟି ପ୍ଲଟ୍, ଖୋର୍ଦ୍ଧାରେ ୬ଟି ପ୍ଲଟ୍,…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସିଏସ୍ ସିଂହଙ୍କ ନାମ ସୁପାରିସ କଲା କଲେଜିୟମ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ନାମ ସୁପାରିସ କରାଯାଇଛି। ଜଷ୍ଟିସ ସିଂହ ଏବେ ପାଟନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସର୍ବୋଚ୍ଚ ଅଦାଲତର ଓ୍ବେବସାଇଟର ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି। ଯେଉଁଥିରେ…

ରାଜଧାନୀରେ ଦୁର୍ଘଟଣା: ଦୁଇ ଗୁରୁତର, ରେଞ୍ଜରୋଭର ମାଲିକକୁ ସୁରକ୍ଷା ଦେଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀରେ ଥିବା ପାଓ୍ବାର ହାଉସ ଛକରେ ରେଞ୍ଜରୋଭର ଗାଡି ଘଟଇଥିବା ଦୁର୍ଘଟଣା ଏବେ ଚର୍ଚ୍ଚାରେ ରହିଛି। କାରଣ କାରଟି ଏତେ ଜୋର ଧକ୍କା ଦେଇଛି ଦୁଇ ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ କାରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣା ବେଳେ କାରର ନମ୍ବର ଯାହା…

ସର୍କିଟ ହାଉସ୍ ପାଲଟିଛି ମଦ୍ୟପଙ୍କ ଆଡ୍ଡା ସ୍ଥଳୀ

ଜଗତସିଂହପୁର: ସରକାରୀ ସର୍କିଟ ହାଉସ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ । ଯେଉଁ ସର୍କିଟ ହାଉସରେ ବିଭିନ୍ନ ସମୟରେ ନେତା, ମନ୍ତ୍ରୀ, ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରାତ୍ରିଯାପନ ତଥା ବିଶ୍ରାମ କରିଥାନ୍ତି । ପରିତାପର ବିଷୟ ଯେ ଜଗତସିଂହପୁର ଜିଲ୍ଲାର ସଦରମହକୁମା ସ୍ଥିତ…

ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଫାଟିଗଲା ମୋବାଇଲ ଫୋନ୍

ଭଦ୍ରକ: ମୋବାଇଲ୍ ଫୋନ୍ ଚାର୍ଜର ବିସ୍ଫୋରଣରେ ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ବାଲିଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଚାର୍ଜରରେ ସଂଯୋଗ ହୋଇଥିବା ମୋବାଇଲରୁ ନିଆଁ ଲାଗିଯିବାରୁ ଏକ ପରିବାର ଅଳ୍ପକେ ବର୍ତ୍ତି…