Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ବାସ୍ଥ୍ୟ ବିଭାଗର ଅବହେଳା; ଡିପଥେରିଆରେ ଗଲା ୫ ଜୀବନ

ରାୟଗଡା: ବଡ ଭୁଲ୍ କରିଛି ସ୍ବାସ୍ଥ୍ୟ ବିଭାଗ । ୪ ବର୍ଷ ହେଲା ହୋଇନି ଟିକାକରଣ । ଯେଉଁ କାରଣରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ରୋଗ। ବିଶେଷକରି କାଶୀପୁର, କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକରେ ସବୁବେଳେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ଲୋକେ ।…

ଆଜିଠୁ ୨୦ ଯାଏଁ ପ୍ରବଳ ବର୍ଷା;୨୪ଘଣ୍ଟା ମଧ୍ୟରେ ୧୫ ଜିଲ୍ଲା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟରେ ଆସିଛି ଆଶ୍ବସ୍ତି କଲାପରି ଖବର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଆଜିଠୁ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ଡ୍ରେନ୍ ଯନ୍ତ୍ରଣା; ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ଡ୍ରେନ୍ ସମସ୍ୟା । କେଉଁଠି ମୁକୁଳା ତ ଆଉ କେଉଁଠି ଧସେଇ ପଡିଲାଣି ମାଟି । ଆଉ ବର୍ଷା ଦିନ ଆସିଲେ ତ କଥା ସରିଲା । ଜଳମୟ ରାସ୍ତାରେ ଡ୍ରେନ୍ ଚିହ୍ନିବା ଅସମ୍ଭବ । ଯେଉଁଥିରେ ପ୍ରତିବର୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏହି ସମସ୍ୟାର ଅଧିକ ସମ୍ମୁଖୀନ…

ବିଧାନସଭା ନିର୍ବାଚନ: ତିନି ପ୍ରମୁଖ ଦଳକୁ କନ୍ଦାଇଦେଲେ ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର : ନା କୌଣସି ଦଳର ଟିକେଟ୍ ନା ପାର୍ଟି ଫଣ୍ଡିଂ। ମଇଦାନରେ ରାଜ୍ୟର ତିନି ପ୍ରମୁଖ ଦଳଙ୍କୁ ସିଧା ଟକ୍କର । ଦଳୀୟ ସଂଗଠନ ନାହିଁ କି ପ୍ରଚାର ମଇଦାନରେ ନାହାନ୍ତି ଷ୍ଟାର ପ୍ରଚାରକ । ନିଜେ ହିଁ ପ୍ରାର୍ଥୀ ନିଜେ ହିଁ କ୍ୟାମ୍ପେନର । ତଥାପି ବଡ଼ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଉପରେ…

ସେପଟେ କର୍ଫ୍ୟୁ, ଏପଟେ ମହଙ୍ଗା ମାଡ଼, ଆକାଶ ଛୁଆଁ ପରିବା ଦର

ଭୁବନେଶ୍ବର: ଅମଳ ସମୟରେ ଆକାଶଛୁଆଁ ପରିବା ଦର । ଯେଉଁ ପରିବା କିଣିଲେ କିଲୋପ୍ରତି ୪୦ ଟଙ୍କାରୁ କମ ନାହିଁ । ସ୍ଥିତି ଏମିତିକି ହୋଇଛି ଯେ, ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା କଷ୍ଟକର ହୋଇପଡିଲାଣି । ଯେଉଁ ପରିବା ଦର ଗତମାସ ସୁଦ୍ଧା ସ୍ୱାଭାବିକ ରହିଥିଲା, ତାହା ଏବେ ବୃଦ୍ଧି ପାଇଛି ।…

ମହାନଦୀ ପ୍ରସଙ୍ଗ ଉଠାଇ ମୋହନ ସରକାର ଆଗରେ ବଡ ଆହ୍ବାନ ରଖିଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବିବାଦ । ବିଜେପି ସରକାରକୁ ଆସିବା ପରେ ମହାନଦୀ ପାଣି ପ୍ରସଙ୍ଗକୁ ତେଜି ବିରୋଧୀଙ୍କ ଆରମ୍ଭ ହୋଇଛି ବୟାନ ବାଜି ।  ଧିରେ ଧିରେ ଶୁଖିଯିବାକୁ ବସିଲାଣି ମହାନଦୀ ପାଣି । ସେହି ପୁରୁଣା ପ୍ରସଙ୍ଗ ଉଠାଇ ନୂଆ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ ।…

ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କେନ୍ଦୁଝର: ପୁଣି ଗଲା ଆଉ ଏକ ଦନ୍ତାର ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସୋ ଅଞ୍ଚଳରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ମୃତ ଦନ୍ତାର ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।…

ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରମୋଜୀ ରାଓଙ୍କ ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମିଡିଆ ଓ ମନୋରଞ୍ଜନ ଜଗତର ବହୁ…

କଂଗ୍ରେସକୁ ଜାଣିଶୁଣି ବୁଡ଼ାଇଦେଲେ !

ଭୁବନେଶ୍ବର: ମଉକା ଥିଲା, ଚଉକା ମାରି ପାରିଲାନି କଂଗ୍ରେସ । ନିର୍ବାଚନରେ ହାତରୁ ଖସିଗଲା ବଡ ସୁଯୋଗ। ବିଜେଡି ହାତରୁ କ୍ଷମତା ଛଡାଇନେଲା ବିଜେପି, ହେଲେ ସେମିତି ଚାହିଁ ରହିଗଲା କଂଗ୍ରେସ । ବିଜେଡି ବିରୋଧୀ ଜନ ଅସନ୍ତୋଷର ଫାଇଦା ନେଇ ପାରିଲାନି ଦଳ। ନା ଦଳୀୟ ପ୍ରାର୍ଥୀଙ୍କ ପାଖରେ ପହଞ୍ଚି…

ଚିନ୍ତା ବଢ଼ାଉଛି ଡିପଥେରିଆ; ଆଜିଠୁ ରାୟଗଡ଼ାରେ ଆରମ୍ଭ ହେଲା ବୁଷ୍ଟର ଡୋଜ

ରାୟଗଡ଼ା: ରାଜ୍ୟରେ ବ୍ୟାପୁଛି ଡିପଥେରିଆ ସଂକ୍ରମଣ । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ ନେଇଛି । ଆଜିଠୁ ରାୟଗଡ଼ାର କାଶୀପୁରରେ ବୁଷ୍ଟର ଡୋଜ ଆରମ୍ଭ ହୋଇଛି । ୮୦ଟି ଗାଁରେ ବୁଷ୍ଟର ଡୋଜ୍ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।…