Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିଲ ବେଳେ ମାଡି ବସିଲା ବନ ବିଭାଗ, ଗୋଟେ ବାଘ ଛାଲ ଜବତ ସହ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗକୁ ବଡ ସଫଳତା l ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ବନବିଭାଗ । ଗୋଟେ ବାଘ ଛାଲ ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ୨ଜଣ ହେଲେ ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର…

ବାଲେଶ୍ବରରେ କର୍ଫ୍ୟୁ ବଳବତ୍ତର; ଆଉ ଦୁଇ ଦିନ ବନ୍ଦ ରହିବ ସ୍କୁଲ ଓ କଲେଜ

ବାଲେଶ୍ବର: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ଦୁଇ ଦିନ ହେବ ଜାରି ରହିଛି କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସେହିପରି ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ଯାଏଁ ଚାରି ଘଣ୍ଟା ଧରି କର୍ଫ୍ୟୁ କୋହଳ…

ଉନ୍ମୋଚିତ ହେଲା ଓଡ଼ିଶାର ବିଦ୍ୟୁତ୍ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ରିପୋର୍ଟ

ଭୁବନେଶ୍ଵର: ଉନ୍ମୋଚିତ ହେଲା ଓଡ଼ିଶାର ବିଦ୍ୟୁତ୍ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ରିପୋର୍ଟ । ଆଜି ଭୁବନେଶ୍ୱର ସ୍ଥିତ  ମେଫେୟାର ଲାଗୁନରେ ଓଡ଼ିଶା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି କର୍ମଶାଳାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଜଣ ଓଏସ୍ଏସ୍ ଅଫିସରଙ୍କ ପ୍ରତ୍ୟାହାର ସ୍ଥଗିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଏସ୍ଏସ୍ କ୍ୟାଡର୍ ଅଧିକାରୀଙ୍କ ଚାକିରି ପ୍ରତ୍ୟାହାର ଓ ନିଜ ନିଜ ବିଭାଗରେ ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତ ପୂର୍ବ ଆଦେଶକୁ ସ୍ଥଗିତ ରଖିଛି ଗୃହ ବିଭାଗ। ଜୁନ୍ ୧୭ ତାରିଖରେ ଗୃହ ବିଭାଗ ତା'ର ପୂର୍ବ ନିର୍ଦ୍ଦେଶରେ କହିଥିଲା ଯେ…

ରତ୍ନଭଣ୍ଡାର ୮ ତାରିଖରେ ଖୋଲିବା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀକ୍ଷକ ଡିବି ଗରନାୟକ ସୂଚନା ଦେଇଛନ୍ତି। ହେଲେ ଏହି ନିଷ୍ପତ୍ତି ରାଜ୍ୟ ସରକାର ନେଇ ନାହାନ୍ତି। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବାଚସ୍ପତି ସୁରମା ପାଢ଼ୀ: କିଏ ହେବେ ଉପବାଚସ୍ପତି, ମୁଖ୍ୟ ସଚେତକ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ବିଧାନସଭାର ବାଚସ୍ପତି ପଦ ପାଇଁ ବିଜେପିର ସୁରମା ପାଢ଼ୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଅନ୍ୟ କୌଣସି ରାଜନୈତିକ ଦଳରୁ ନାମାଙ୍କନ ପତ୍ର ଦାଖଲ ହୋଇନଥିବାରୁ ସୁରମା ପାଢ଼ୀ ସପ୍ତଦଶ ବିଧାନସଭାର ବାଚସ୍ପତି ହେବା ପ୍ରାୟ ନିଶ୍ଚିତ। ତେବେ ଉପ ବାଚସ୍ପତି କିଏ ହେବେ…

କ’ଣ ହେବ କାଳିଆ ଯୋଜନାର ଭବିଷ୍ୟତ? କୃଷିମନ୍ତ୍ରୀଙ୍କ ଜବାବ ବଢ଼ାଇଲା ଦ୍ବନ୍ଦ୍ବ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ବିଦାୟୀ ବିଜେଡି ସରକାର ଆରମ୍ଭ କରିଥିବା କାଳିଆ ଯୋଜନାର ଭବିଷ୍ଯତ କଣ ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। କାଳିଆ ଯୋଜନା ବିଜେଡି ସରକାରର ଅନ୍ୟତମ ଲୋକପ୍ରିୟ ଯୋଜନା ଯଦି ଏହା ଚାଲୁ ରହେ ତାହେଲେ ଶାସକ ଦଳ ଭବିଷ୍ୟତରେ ଭୋଟ୍…

ସାର୍ବଜନୀନ ହେବ ରତ୍ନ ଭଣ୍ଡାର ରିପୋର୍ଟ

ଭୁବନେଶ୍ବର: ଖୋଲିବ ରତ୍ନଭଣ୍ଡାରର ଗୁମର । ଆସନ୍ତା ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବା ନେଇ ବଡ ଘୋଷଣା ହେବା ପରେ । ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ସାର୍ବଜନୀନ ହେବ ବୋଲି ସୂଚନା ଦିଆଯାଇଛି । ଯାହାକୁ କାହିଁ କେବେଠୁ ଓଡିଶାବାସୀ ଚାହିଁ ବସିଥିଲେ ତାହା ତାହା ଏବେ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିଥିବାବେଳେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟାନ୍ତ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା…

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ନିର୍ବାଚିତ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ବିଜେଡି ବିଧାୟକ ଦଳର ନେତା। ଆଜି ବିଧାୟକ ଦଳର ବୈଠକରେ ତାଙ୍କୁ ଦଳର ନେତା ଭାବେ ବିଧାୟକ ମାନେ ନିର୍ବାଚିତ କରିଛନ୍ତି। ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା ବିଜେଡି ବିଧାୟକ ଦଳ ବୈଠକ । ଯେଉଁଥିରେ…