Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି । ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ…

ବାଣ ଗୋଦାମରେ ବିସ୍ଫୋରଣ, ୨ ଗୁରୁତର

ଖୋର୍ଦ୍ଧା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏନେଇ ଚାରିଆଡେ ଯୋରସୋରରେ ଚାଲିଛି ବାଣ ତିଆରି କାମ । ଆଉ ଏହି ବାଣ ତିଆରି ସମୟରେ ଅସାବଧାନତା ହେତୁ ଘଟୁଛି ଅନେକ ଦୁର୍ଘଟଣା । ଅକାରଣରେ ଚାଲି ଯାଉଛି ବହୁମୂଲ୍ୟ ଜୀବନ । ତେବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା…

ରାଜ୍ୟର ସର୍ବବୃହତ ପରିବା ମଣ୍ଡି ଆରମ୍ଭ, ଏଣିକି ଛତ୍ର ବଜାର ନୁହେଁ ଅର୍ବାନ ହାଟରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେଲା ଅର୍ବାନ ହାଟ। ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହେଲା କଟକର ସର୍ବ ପୂରାତନ ଛତ୍ରବଜାର ପରିବା ମାର୍କେଟ। ପ୍ରାୟ ଦେଢଶହ ବର୍ଷର ଛତ୍ରବଜାର ପରିବା ହାଟ, ଆଜି ଏକ ନୂଆ ପରିଚୟ ପାଇଛି। ଏଠାରେ ଆଜିଠାରୁ ଏକ ହଜାରରୁ ଅଧିକ ପରିବା ବ୍ଯବସାୟୀ ଓ ଚାଷୀ ବିଭିନ୍ନ…

ହେବନି ବସ ଧର୍ମଘଟ, ନିଷ୍ପତ୍ତିରୁ ଓହରିଲା ସଂଘ

ଭୁବନେଶ୍ବର: ବସ ଧର୍ମଘଟରୁ ଓହରିଲ ଘରୋଇ ବସ ମାଲିକ ସଙ୍ଘ । ନଭେମ୍ବର ୧ରେ ରାଜ୍ୟର ୧୦ଟି ଜିଲ୍ଲାରେ ହେବକୁ ଥିବା ଘରୋଇ ବସ୍ ଧର୍ମଘଟକୁ ପ୍ରତ୍ୟାହୃତ କରିଛି ସଂଘ । ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଛନ୍ତି ଘରୋଇ ବସ୍ ମାଲିକ ସଂଘ । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ…

୨୦୨୪ ପାଇଁ ରଣନୀତି; ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ। ଏଥିଲାଗି ପ୍ରସ୍ତୁତ ହେଉଛନ୍ତି ସମସ୍ତ ଦଳର ରାଜନେତା। ଆଗାମୀ ନିର୍ବାଚନ ୨୦୨୪ ପାଇଁ ଚାଲିଛି ରଣନୀତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି। ଘୋଷଣା ହେଲା ବିଜେପିର ସାମାଜିକ ଗଣମାଧ୍ୟମ ରାଜ୍ୟ ଟିମ। ଆଜି ବିଜେପି ରାଜ୍ୟ…

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ…

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ମା’ ମୃତ, ବାପା ଓ ଝିଅ ଗୁରୁତର

ରାୟଗଡା: ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଣେ ମୃତ, ଦୁଇ ଗୁରୁତର । ଏଭଳି ଦୁଃଖଦ ଘଟଣା ଘଟିଛି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀରେ । ମୃତକ ହେଲେ ୫୦ ବର୍ଷିୟ ମହିଳା ପ୍ରଭାତୀ ସିନାପାଲି ଅନ୍ୟ ଦୁଇ ଜଣ ହେଲେ ବାପା ସୂର୍ଯ୍ୟ ସିନାପାଲି ଏବଂ ତାଙ୍କ ୫…

ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ପରେ ସୁସ୍ଥ ଅଛି ଶିଶୁ

ସୁବର୍ଣ୍ଣପୁର: ପୁଣି ଅଲଡ଼ା ହେଲା ଶିଶୁ। ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ଗାଁ ନିକଟ ଏକ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମାଟିଖାଇ ଗାଁ ମୁଣ୍ଡକୁ ଗୁପ୍ତେଶ୍ୱର ଝଙ୍କାର ଫୁଲ ତୋଳିବାକୁ ଯାଇଥିଲେ। ଫୁଲ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍‌, ଦେଓମାଳି ସମେତ ୩ଟି ସ୍ଥାନରେ ଜମିବ ପର୍ଯ୍ୟଟକଙ୍କ ଭିଡ଼

କୋରାପୁଟ: ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‌‌-୨୦୨୩-୨୪’। ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେବ। କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ…

ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ, କଂଗ୍ରେସ ଭବନରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଉପଲକ୍ଷେ କଂଗ୍ରେସ ଭବନରେ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ଶହ ଶହ ଯୁବକ ଯୋଗଦେଇ ସ୍ବଇଚ୍ଛାରେ ରକ୍ତ ଦାନ କରିଛନ୍ତି । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଯୁବ…