Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗ: ପୁଣି ସମାନ କଥା ଦୋହରାଇଲେ ନରସିଂହ, ବିଜେଡି କହିଲା ସେ କିଏ ଭାଗ କରିବାକୁ?

ଭୁବନେଶ୍ୱର: ଝିମିଟି ଖେଳରୁ ମହାଭାରତ ହେଲା ଭଳି ଏବେ କଳାକାର ମନୋଜ ମିଶ୍ରଙ୍କୁ ସିନେ ପ୍ରଯୋଜକ ସଂଘ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପ୍ରସଙ୍ଗ ପାଲଟିଛି। ଦୁଇ କଳାକାରଙ୍କ ମଧ୍ୟରେ ଥିବା ଆପୋଷ ବିବାଦ ଏବେ ଆଞ୍ଚଳିକ ବିବାଦ ଆଉ ପରେ ରାଜନୈତିକ ବିବାଦରେ ପହଁଚିଛି। ଗତକାଲି ବଲାଙ୍ଗୀରରେ…

ପଞ୍ଚଭୁତରେ ଲୀନ ହେଲେ ସ୍ବରୂପ ନାୟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ, ମୁଖାଗ୍ନି ଦେଲେ ବଡ ଝିଅ

କଟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ତାଙ୍କ ବଡ ଝିଅ ତାଙ୍ତକୁ ମୁଖାଗ୍ନି ଦେଇଛନ୍ତି  । ଗତକାଲି  ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ର ପରଲୋକ ଘଟିଥିଲା । ସେ  ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ…

ଉଦଯାପିତ ହେଲା ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩

ସୋନପୁର: ଉଦଯାପିତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ପ୍ରଥମ ସଂଧ୍ୟା ଭଳି ଶେଷ ସଂଧ୍ୟା ମଧ୍ୟ ଥିଲା ରଙ୍ଗୀନ । ଲୋକଗୀତ ଓ  ଲୋକନୃତ୍ୟରେ ଦୁଲୁକିଥିଲା ଚୁଡାଖାଇ ମଣ୍ଡପ । ଏକ ରଙ୍ଗାରଙ୍ଗ ପରିବେଶ ସହ ରଙ୍ଗୀନ ଆଲୋକମାଳାରେ ବେଶ ଝଲସିଥିଲା…

ଏମିତି ବି ଆସେ ମୃତ୍ୟୁ : ଚଳନ୍ତା ବସରେ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି : ଏମିତି ବି ଆସେ ମୃତ୍ୟୁ  । କଥାରେ ଅଛି  କାହାର ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସିବ ତାହା କହିବା ମୁସ୍କିଲ । ଆଜି ଏମିତି କିଛି ଘଟଣା ସାମ୍ନାକୁ ଆସିଛି  । ଗଜପତି ଜିଲ୍ଲା ଜି.ଉଦୟଗିରି ପାବୁରିଆ ଛକ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବଡ ଦୁର୍ଘଟଣାରୁ…

ନୂଆ ରୂପରେ ରାଜଧାନୀ ପଥ ଉତ୍ସବ, ଫୋକସ୍ ରେ ‘ମୋ ଭୋଟ ମୋ ସମ୍ମାନ’

ଭୁବନେଶ୍ୱର: ପୁଣି ଫେରିଲା ପଥ ଉତ୍ସବ । ଭୋଟର ସଚେତନତା ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ପଥ ଉତ୍ସବ । ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜନ କରାଯାଇଛି ପଥ ଉତ୍ସବ । ଭୁବନେଶ୍ୱର ଜନପଥରେ ଏହି ପଥ ଉତ୍ସବ କରାଯାଇଛି । ରଙ୍ଗୋଲି, ଝୋଟି, ନାଚଗୀତ ସହ କୁଇଜ ଆଦି…

ପ୍ଲସ୍ ଥ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ଆରମ୍ଭ କରିବ ସିଏଚଏସଇ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ପ୍ଲସ୍ ଥ୍ରୀ ବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଏକାଡେମିକ୍ ପ୍ରଶ୍ନପତ୍ର ବ୍ୟାଙ୍କ୍ ତିଆରି କରାଯାଉଛି। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହେଉଥିବା ଡିଗ୍ରୀ କଲେଜଗୁଡ଼ିକ ପାଇଁ ଏକ ସମନ୍ୱିତ ଓ୍ବେବ…

ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ମାଙ୍କୁ ଆବାହନ ସହ ମଣ୍ଡପରେ ଘଟ ସ୍ଥାପନ

ଢେଙ୍କାନାଳ : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ମାଆଙ୍କ ଆବାହନରେ ସବୁଠି ଉତ୍ସବର ମାହୋଲ  । ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍‌ ଧୂମଧାମ ସହକାରେ  ଅନୁଷ୍ଠିତ ହେଉଛି । କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ…

ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା : ୫୦ରୁ ଉର୍ଦ୍ଧ୍ବ ଅଟକ

ଭୁବନେଶ୍ବର: ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା  । ଏହି ଘଟଣାରେ ଉଭୟ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁସାରେ ଗତକାଲି ଉଭୟ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଓ ବୋତଲ ମାଡ ହୋଇଥିଲା । ଏଥିରେ ଏକାଧିକ ଲୋକ ଆହତ ହୋଇଥିଲେ । ପୂର୍ବ…

ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ପୁରୀ: ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଇଏଏସ ଚାକିରିରୁ ଭିଆରଏସ ନେବା ପରେ ଆଜି ପ୍ରଥମ ଥର ପାଇଁ ଭୋର ସମୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।…

ବାହାନଗା ଟ୍ରେନ ଦୁର୍ଘଟଣା: ନିଲାମ ହେଲା କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି

ଭୁବନେଶ୍ୱର: ନିଲାମ ହେଲା ବାଲେଶ୍ୱର ଟ୍ରିପଲ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସର କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି । କୋର୍ଟ ନିର୍ଦ୍ଦେଶ ମିଳିବା ପରେ ଏହି କୋଚ ଓ ଇଞ୍ଜିନିର ନିଲାମ କରାଯାଇଛି । ଗତ ଜୁନ ୨ ତାରିଖରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା ବାଲେଶ୍ୱର…