Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବକାରୀ ବିଭାଗ ଟାର୍ଗେଟରେ ଡ୍ୟାନ୍ସ ବାର୍: ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ। ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ରବିବାର କଟକ ରୋଡରେ ଥିବା ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। କଟକ ରୋଡରେ ଥିବା…

ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ଅନୁରୋଧ

ଭୁବନେଶ୍ୱର: ସୋମବାର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏ ବର୍ଷ ଜନ୍ମ ଦିବସ ପାଳନ କରିବେ ନାହିଁ।…

ଶକ୍ତିପୀଠର କାହାଣୀ: ତାଳଚେରର ଅଧିଷ୍ଟାତ୍ରୀ ଦେବୀ ଅଗ୍ନିସ୍ବରୂପା ମା ହେଙ୍ଗୁଳା

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ ପୂଜା । ଏହି ନବଦିନାତ୍ମକ ପୂଜାରେ ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ଆଦିଶକ୍ତି ମାଆ ଦୁର୍ଗା । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ନଅ ଦିନ ମା' ଶୈଳପୁତ୍ରୀ,…

ନବରାତ୍ରୀ ୨୦୨୩: ନୂଆପଡା ଇଷ୍ଟଦେବୀ ମାଁ ସମଲେଶ୍ବରୀ ଓ ଗଡ଼ଦେବୀ ମାଁ ରକ୍ତାମ୍ବରୀଙ୍କ ପୀଠରେ ନବଦିନାତ୍ମ ପୂଜା

ନୂଆପଡା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ବିଭିନ୍ନ ଶକ୍ତିପୀଠ ଗୁଡିକରେ ମା’ଙ୍କ ଶାରଦୀୟ ନବଦିନାତ୍ମ‌‌‌ ପୂଜା ଆରମ୍ଭ ହୋଇଯାଇଛି। ନୂଆପଡା ଜିଲ୍ଲାର ପୁରୁଣା ସହର ଖଡ଼ିଆଳ ଠାରେ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଓ ଗଡ଼ଦେବୀ ମାଁ ରକ୍ତାମ୍ବରୀଙ୍କ ଠାରେ ନବଦିନାତ୍ମ‌‌‌ପୂଜାର୍ଚ୍ଚନା ଆରମ୍ଭ ହୋଇ…

ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି, ଟ୍ୱିଟ କରି ଶୋକବ୍ୟକ୍ତ କଲେ ଲେଖାଶ୍ରୀ

ଭୁବନେଶ୍ୱର: ଆକାଉଣ୍ଟ ଜେନେରାଲ ପ୍ରିନସିପାଲ ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଶନିବାର ରାତିରେ ସ୍ଥାନୀୟ ଅଖିଳ…

ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା, ଅର୍ଥନୀତିରେ ରିଟେଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ପାର୍ବଣ ଋତୁର ଶୁଭ ଅବସରରେ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମର ମିଳିତ ସହଯୋଗରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା…

ଡେରାସ ଜମି ଦୁର୍ନୀତି ମାମଲା: ସାଂସଦ ଅପରାଜିତାଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ

ଭୁବନେଶ୍ୱର: ପୁଣି ତେଜିଲା ଡେରାସ ଜମି ଦୁର୍ନୀତି ବିରୋଧରେ ଜନ ଆନ୍ଦୋଳନ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ। ଭୁବନେଶ୍ୱର ଉପକଣ୍ଠ ଡେରାସରେ ଚାଲିଛି ବିଶାଳ ଜନ ଆନ୍ଦୋଳନ। ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ଚାଷୀଙ୍କ ସହ…

ଢେଙ୍କାନାଳରେ ଥମୁନି ହାତୀ ଦୌରାତ୍ମ୍ୟ: ବିଲ ଦେଖିବାକୁ ଯାଇଥିବାବେଳେ ଚାଷୀଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ: ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀଙ୍କ ଦୌରାତ୍ମ ବଢିବାରେ ଲାଗିଛି  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବନାଞ୍ଚଳ ମଙ୍ଗଳପୁର ଗାଁରେ । ହାତୀ…

କୋରାପୁଟରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି: ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ

କୋରାପୁଟ: ଗତ କିଛିଦିନର ବ୍ୟବଧାନ ପରେ ପୁଣି କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧୀନସ୍ଥ ଦେଓ ଖଡକ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ…

ହୃଦଘାତରେ ପ୍ରାଣ ହରାଇଲେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର

ଭୁବନେଶ୍ଵର: ହୃଦଘାତରେ ଚାଲିଗଲା ପ୍ରଫେସରଙ୍କ ଜୀବନ । ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇତିହାସ ପ୍ରଫେସର ନିହାରକାନ୍ତ କବିଙ୍କର ଆଜି ସକାଳୁ ସକାଳୁ ହୃଦଖାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ୧୯୪୧ ମସିହା ମେ ମାସ ୧୭ ତାରିଖରେ ମୟୁରଭଞ୍ଜ ଜିଲ୍ଲାର…