Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗିରିରେ ବାଜିମାତ୍ କଲା ବିଜେପି

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି । ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର ମାଳା ମାଢିଙ୍କୁ ହରାଇଛନ୍ତି…

ଧର୍ମଗଡରେ ବିଜେପିର ବାଜିମାତ୍, ଜିତିଲେ ସୁଧୀର ପଟ୍ଟଯୋଶୀ

ଧର୍ମଗଡ: ଧର୍ମଗଡରେ ଝଣ୍ଡା ପୋତିଲା ବିଜେପି । କଳାହାଣ୍ଡି ଧର୍ମଗଡ ବିଧାନସଭାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୁଧିର ରଞ୍ଜନ ପଟ୍ଟଯୋଶୀ । ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ୧୮, ୬୮୫ ଭୋଟରେ ପରାସ୍ତ କରିଛନ୍ତି ବିଜେପିର ସୁଧିର ରଞ୍ଜନ ପଟ୍ଟଯୋଶୀ । ଏବେ ଓଡିଶାରେ ଚାଲିଛି…

ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର: ସମ୍ବଲପୁରରେ ବିଜେପିର ବିଜୟ । ସମ୍ବଲପୁର ବିଧାସଭା ଆସନରୁ ବିଜୟ ଲାଭ କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଟକ୍କର ଦେଇ ବିଜେୟ ହୋଇଛନ୍ତି ଜୟନାରାୟଣ । ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପରାସ୍ତ…

ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟୀ

କଟକ: କଟକ ଜିଲ୍ଲା ବାଙ୍କୀରେ ଜିତିଲା ବିଜେଡି । ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ । ୧୬ ହଜାର ୮୬୪ ଖଣ୍ଡ ଭୋଟରେ ଦେବୀରଞ୍ଜନ ତ୍ରିପାଠୀ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଛନ୍ତି । ୬୮ ହଜାର ୭୫୨ ଭୋଟରେ…

ବିଜେପି ଉଡାଇଲା ବିଜୟ ଧ୍ୱଜା ,ଅନୁଗୁଳରେ ପ୍ରତାପ ପ୍ରଧାନ ବିଜୟୀ

ଅନୁଗୁଳ: ଅନୁଗୁଳରେ ବାଜିମାତ୍ କଲା  ବିଜେପି । ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଅନୁଗୁଳରେ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ । ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସେ ବିଜେଡି ପ୍ରାର୍ଥୀ…

ଦଶପଲ୍ଲା ବିଧାନସଭା ହାତେଇଲେ ବିଜେଡି ପ୍ରାର୍ଥୀ ରମେଶ

ଦଶପଲ୍ଲା: ଦଶପଲ୍ଲା ହାତେଇଲା ବିଜେଡି । ନୟାଗଡ ଦଶପଲ୍ଲା ବିଧାନସଭାରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା । ରାଜ୍ୟରେ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ଭିତରେ କେତେକାଂଶରେ କିଏ ବିଜୟୀ, ତାହା  ପ୍ରକାଶ ପାଇଯାଇଛି । ଅଧିକାଂଶ ବିଜେପି ଗଡ ଭାବେ ଅଧିକୃତ ହୋଇଥିବା…

ରଘୁନାଥପାଲ୍ଲୀରେ ବିଜେପି ,ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇ ଦୁର୍ଗାଚରଣ ତନ୍ତୀ ବିଜୟୀ

ସୁନ୍ଦରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ଓଡିଶା ବିଧାନସଭାରେ ଦେଖିବାକୁ ମିଳୁଛି  ବିଜେପିର ଦବଦବା  । ଏହାରି ଭିତରେ ରଘୁନାଥପାଲ୍ଲୀ ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ହୋଇଛନ୍ତି । ବିଜେଡିର ଅର୍ଚ୍ଚନା ରେଖା…

ଜଗତସିଂହପୁର ବିଧାନସଭାରେ ବିଜେପିର ବାଜିମାତ୍, ଅମରେନ୍ଦ୍ର ଦାସ ବିଜୟୀ

ଜଗତସିଂହପୁର: ଜଗତସିଂହପୁରରେ ଫୁଟିଲା ପଦ୍ମ । ବିଜୟ ହାସଲ କଲେ ଅମରେନ୍ଦ୍ର ଦାସ । କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଅମରେନ୍ଦ୍ର ଦାସ । ଅମରେନ୍ଦ୍ର ପ୍ରାୟ ୩୩ ହାଜର ରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ହରାଇ…

ବହୁ ପଛରେ ମା-ପୁଅ, କୋରେଇରେ ଆକାଶ ଆଗରେ, ସମ୍ବଲପୁରରେ ଆଗୁଆ ଧର୍ମେନ୍ଦ୍ର

ସମ୍ବଲପୁର: ଲାଗୁଛି ଚାରିପାଞ୍ଜିରୁ ଯିବେ ବବି ଦାସ ଓରଫ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଗୋଟେ ପଟେ ନିଜ ଗଡ ଯାଜପୁର ଛାଡି ସମ୍ବଲପୁରରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ମାଆଙ୍କୁ ବିଜେଡି ଯାଜପୁର କୋରାଇରୁ ପ୍ରାର୍ଥୀ କରିଥିଲା । ହେଲେ ଏବେ ଗଣନା ଯାହା କହୁଛି ଦୁଇ ଆଡୁ ଘାଟାରେ…

ଭୁବନେଶ୍ୱର (ମଧ୍ୟ)ରୁ ବିଜେଡି ପ୍ରାର୍ଥୀ ଜିତିଲେ ଅନନ୍ତ ନାରାୟଣ ଜେନା

ଭୁବନେଶ୍ବର: ମଧ୍ୟ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି  ଅନନ୍ତ । ଆଜି ଆରମ୍ଭରୁ ଭୁବନେଶ୍ୱର ମଧ୍ୟ ଆସନରେ ଦେଖିବାକୁ ମିଳିଥିଲା କଡା ମୁକାବିଲା…