Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିଏଚଏସଇ ଅଫିସିଆଲ ଓ୍ବେବସାଇଟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନ ବ୍ୟାଙ୍କ ଅପଲୋଡ୍ କଲା

ଭୁବନେଶ୍ୱର:ଯୁକ୍ତ ଦୁଇଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିଛି ପ୍ରଶ୍ନପତ୍ର ବ୍ୟାଙ୍କ। ପରୀକ୍ଷା ପୂର୍ବରୁ ସିବିଏସ୍ଇ ଏବଂ ଆଇସିଏସ୍ଇ ଦ୍ୱାରା ଜାରି କରାଯାଇଥିବା ପ୍ରଶ୍ନ ବ୍ୟାଙ୍କକୁ ଦୃଷ୍ଟିରେ ରଖି ସିଏଚଏସ୍ଇ…

ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଅନ୍ ଲାଇନ୍ ଲିକ୍, ସାଇବର ଥାନାରେ ଏତଲା ଦେଲା ବୋର୍ଡ

କଟକ: ନିକଟରେ ଅନଲାଇନରେ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ଅନୁଧ୍ୟାନ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ଶନିବାର କଟକ ସାଇବର ଥାନାରେ ଅଭିଯୋଗ କରାଯାଇଛି। ସେହିପରି ଚଳିତ ଦଶମ ଓ ମଧ୍ୟମା…

ଏମକେସିଜି ହସ୍ପିଟାଲରେ ବର୍ଣ୍ଣ କେୟାର ୟୁନିଟ୍ ନିର୍ମାଣକୁ ମଞ୍ଜୁରୀ ଦେଲେ ସରକାର

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ବର୍ଣ୍ଣ କେୟାର ୟୁନିଟ୍ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। କ୍ୟାମ୍ପସରେ ଥିବା ହାଉସ୍ ସର୍ଜନ ହଷ୍ଟେଲରେ ବର୍ଣ୍ଣ କେୟାର ୟୁନିଟ୍ ପାଇଁ ନୂତନ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ…

ରାଜ୍ୟ ସରକାରଙ୍କୁ ପୁରୀ ଶ୍ରୀମନ୍ଦିର ସଂସ୍କାର ରିପୋର୍ଟ ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱାଦଶ ଶତାବ୍ଦୀର ପୁରୀ ଶ୍ରୀମନ୍ଦିର ସଂସ୍କାର ପାଇଁ ନିଆ?eଇଥିବା ପଦକ୍ଷେପ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ ବାବଦରେ ଉଲ୍ଲେଖ କରାଯାଇଛି। ସେବାୟତଙ୍କ ପିଲାଙ୍କ ପାଇଁ ସ୍କୁଲ ଓ…

ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ସମ୍ପର୍କରେ ମା’-ଝିଅ: ସୁସ୍ଥ ହେବା ପରେ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି

ସୁନ୍ଦରଗଡ: ସୁନ୍ଦରଗଡ ସହରରେ ଉଲଗ୍ନ ହୋଇ ବୁଲୁଥିବା ଦୁଇ ମହିଳା ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ପ୍ରକୃତିସ୍ଥ ହୋଇଛନ୍ତି । ଜଣେ ମହିଳା ଖଣ୍ଡିଖଣ୍ଡି ଭାଷାରେ ନିଜର ପରିଚୟ କହିଛନ୍ତି । ଖାଲି ପରିଚୟ କହିନାହାନ୍ତି, ସେମାନଙ୍କ ସହ ଘଟିଥିବା ଲୋମ ଟାଙ୍କୁରା କାହାଣୀ କହିଛନ୍ତି । ଏହି…

ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର…

ପଣ୍ଡ ହେଲା ଡକାୟତି ଯୋଜନା: ୫ ଡକାୟତଙ୍କୁ ଧରିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର: ଖଣ୍ଡଗିରି ପୋଲିସକୁ ବଡ ସଫଳତା  । ଡକାୟତି ଯୋଜନା କରୁଥିବାବେଳେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି  । ସୂଚନା ମୂତାବକ ଖଣ୍ଡଗିରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ  । ରାଜଧାନୀ କଲେଜ ନିକଟରେ ଥିବା ଏକ…

ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କଲେ ପ୍ରସାଦ ହରିଚନ୍ଦନ

ପୁରୀ: ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ  । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା,ମରାମତି ଓ ଗଣତି ମଣତି ଠାରୁ…

ଜମିବାଡି ବିବାଦକୁ କେନ୍ଦ୍ର କରି ଦାଦାକୁ ନିର୍ମମ ଭାବେ ହତ୍ୟା କଲା ପୁତୁରା

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ  । ଦାଦାକୁ ଅତି ନିର୍ମମ ଭାବରେ ହତ୍ୟା କରିଛି ପୁତୁରା  । ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତ ବୀର ବରାଳ ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗତକାଲି…

ସାବଧାନ ଶିକାରୀ: ଏବେ ମୋବାଇଲ ଟ୍ରାକିଂ କରିବେ ବନ କର୍ମଚାରୀ

ଭୁବନେଶ୍ବର: ଶିକାରୀ ଏବଂ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନ କର୍ମଚାରୀ । ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲ୍ସ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ରହିଛି । ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳିଚାଳନା ପ୍ରଶିକ୍ଷଣ ଦିଆଯାଉଛି  । ୯୦ଜଣଙ୍କ ପ୍ରଶିକ୍ଷଣ କରିଥିବାବେଳେ…