Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଓବାଦୀଙ୍କ ଟାର୍ଗେଟରେ ପୋଲିସ, ପୁଣି ଥାନା ଅଞ୍ଚଳରୁ ଆଇଇଡି‌ ବୋମା ଉଦ୍ଧାର

କନ୍ଧମାଳ: କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର୍‌ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଜାରି ରହିଛି। ଗତକାଲି କୋଟଗଡ଼ର ଜଙ୍ଗଲରୁ ମାଓବାଦୀ ରଖିଥିବା ବିସ୍ଫୋରକ, ଟିଫିନ୍‌ ବୋମା ଓ ବିପୁଳ ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ୨୪…

ଚନ୍ଦନ ଯାତ୍ରା ବେଳେ ଅଘଟଣ, ବାଣ ଗଦାରେ ନିଆଁ ଲାଗି ଜଣେ ମୃତ, ଏକାଧିକ ଆହତ

ପୁରୀ: ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା । ବାଣ ଗଦାରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଅଚଳ ଓ ବଳକା ଇଭିଏମ୍‌ ଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିୟୋଜିତ କରାଯାଉ: ବିଜେପି

ଭୁବନେଶ୍ୱର: ଅଚଳ ଓ ବଳକା ଅବ୍ୟବହୃତ ଇଭିଏମ୍‌ଗୁଡ଼ିକର ସୁରକ୍ଷା ପାଇଁ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ, ନିର୍ବାଚନ ପରେ ଇଭିଏମ୍ ଓ ଭିଭିପାଟ ମେସିନ ଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ ରଖାଯାଇଛି । ଯେଉଁ…

ୟୁଜି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ ୩ରୁ ଆବେଦନ

ଭୁବନେଶ୍ବର: ରାଜ୍ୟରେ ଥିବା ୧ ହଜାର ୩୯ଟି ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍ ୩ ଅପରାହ୍ନ ୪ଟାରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା । ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭…

ଅଭିମନ୍ୟୁ ଭାଙ୍ଗିବେ ବିଜେଡି ଚକ୍ରବ୍ୟୂହ !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଭଦ୍ରକ ଦଳର ଗଡ ରହି ଆସିଛି। ୧୯୯୮ରୁ ୨୦୧୯ ସବୁ ନିର୍ବାଚନରେ ବିଜେଡିକୁ ଜିତାଇଛନ୍ତି ଭଦ୍ରକ ଭୋଟର । ପାଞ୍ଚ ପାଞ୍ଚ ଥର ଜିତିଥିଲେ ଅର୍ଜୁନ ସେଠୀ । ହେଲେ ଗତ ନିର୍ବାଚନରେ ଅର୍ଜୁନଙ୍କ ଟିକେଟ୍ କାଟି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।…

‘ଭୋଟ୍ ପାଇଁ ନୁହଁ ବରଂ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ସେବା କରୁଛନ୍ତି ନବୀନ ପଟ୍ଟନାୟକ’

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଆଜି ମୟୁରଭଞ୍ଜ ଲୋକସଭାକ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କ ଉପରେ କଡା ଆକ୍ରମଣ କରିଛନ୍ତି । ବିରୋଧି…

ନବୀନଙ୍କ ସ୍ବାସ୍ଥ୍ୟ କିଏ କହୁଛି ସତ ?

ଭୁବନେଶ୍ବର: ୨୪ଘଣ୍ଟା ମଧ୍ୟରେ ଦୁଇଟି ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ। ଉଭୟ ଭିଡିଓରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ । ଦୁଇ ଭିଡିଓକୁ ନେଇ ତୁମ୍ବିତୋଫାନ କରିଛନ୍ତି ବିରୋଧୀ। ନବୀନଙ୍କ ଅସୁସ୍ଥତା ଘୋଡ଼ାଇବା ସହ ତାଙ୍କୁ ଅସମ୍ମାନ କରିବା…

ଅମରେନ୍ଦ୍ର ବଦଳାଇବେ ବାଜି !

ଭୁବନେଶ୍ୱର: ଜଗତସିଂହପୁର ଯୁଦ୍ଧରେ ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ବିଦ୍ରୋହୀ । ଦିନେ ଯିଏ ଥିଲେ ବିଜେଡିର ବଳ ଏବେ ସେ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ । ସେପଟେ ଗତଥରର ପ୍ରତିଦ୍ୱନ୍ଦ୍ୱୀ ଏଥର ବିଜେଡି ଶିବିରରେ । ଜଗତସିଂହପୁରରେ ବିଜେଡିରୁ ପ୍ରଶାନ୍ତ ମୁଦୁଲି, ବିଜେପିରୁ ଅମରେନ୍ଦ୍ର ଦାସ…

ବିଜେପିକୁ ବିଜେଡି ନେତାଙ୍କ ଆହ୍ୱାନ; ସାହାସ ଅଛି ତ ନିର୍ବାଚନରେ ସିଧାସଳଖ ଲଢିକି ଦେଖାଅ

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ମୁଖପାତ୍ର ଡ.ଲେନିନ୍‍ ମହାନ୍ତି ବିଜେପି ଉପରେ ବର୍ଷିଛନ୍ତି । ଏହି ପରିପେକ୍ଷିରେ ବିଜେଡିର…

ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବ:ମୋଦି

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ସଭାରେ ବିଜେଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ଶାଣିତ ଆକ୍ରମଣ କରିଛନ୍ତି । ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ସୃଷ୍ଟି ହେବ। ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବା ଆମେ ଦେଖିବା । ପକ୍କା ଘର ଦେବା ନାଁରେ ବିଜେଡି ବହୁତ ବଡ଼ ଘୋଟାଲା କରିଛି  …