Latest Odisha News

BREAKING NEWS

Browsing Category

ଓଡିଶା

Odisha

କ’ଣ ଲୁଚାଇବାକୁ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ଭଙ୍ଗା ?

ଭୁବନେଶ୍ବର: ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି…

ପୂର୍ବ ଶତ୍ରୁତାକୁ ନେଇ ପରସ୍ପର ମଧ୍ୟରେ ମରଣାନ୍ତକ ଆକ୍ରମଣ, ୩ ଗିରଫ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ମରଣାନ୍ତକ ଆକ୍ରମଣ। ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁଯାୟୀ, ତିନି ଯୁବକ ଡୁମୁଡୁମାସ୍ଥିତ ଫେଜ-୩ ହାଟରେ ପୂର୍ବ ବିବାଦକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଅଶ୍ରାବ୍ୟ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆସନ୍ତାକାଲିଠାରୁ ପ୍ରବଳ ଛେଚିବ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ୨୭ରେ ମଧ୍ୟ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୯ ତାରିଖ ଯାଏଁ ବର୍ଷା ନେଇ କେତେକ ସ୍ଥାନକୁ ସତର୍କ ସୂଚନା ଜାରି କରାଯାଇଛି।…

ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ମାରିଲା ପରିଚାଳନା କମିଟି, ସନ୍ଧ୍ୟା ୫ଟା ରେ ହେବ ରଥଟଣା

ପୁରୀ: ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ମାରିଲା ପରିଚାଳନା କମିଟି । ଛତିଶା ନିଯୋଗ ବୈଠକରେ ନିର୍ଦ୍ଦାରିତ ହୋଇଥିବା ମହାପ୍ରଭୁଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟକୁ ଆଜି ଅନୁମୋଦନ କରିଛି ପରିଚାଳନା କମିଟି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସୋମବାର ଛତିଶା…

ଲେଖା ପଢା ନଜାଣିଥିବାରୁ ପଦରୁ ବିଦା ହେଲେ ସରପଞ୍ଚ

ଭଦ୍ରକ: ଲେଖି ଜାଣିନାହାନ୍ତି କି ପଢ଼ି ପାରୁନାହାନ୍ତି। କିନ୍ତୁ ସରପଞ୍ଚ ପଦରେ ଥିଲେ ମହିଳା। ଶେଷରେ ହେଲେ ବିଦା। ଭଦ୍ରକ ଧାମନଗର ବ୍ଲକ ବୟାଙ୍ଗଡିହି ପଂଚାୟତର ନାଏବ ସରପଞ୍ଚ କୁନ୍ତଳା ମଳିକ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରା ଙ୍କୁ ହରାଇ ସରପଞ୍ଚ…

ଶହେ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶହେ ଦିନ ଭିତରେ ନିଶ୍ଚିତ ଭାବେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଯୋଜନା ଏବେ ଡ୍ରାଫ୍ଟ ଷ୍ଟେଜ୍ ରେ ଅଛି । ଖୁବ ଶୀଘ୍ର ଏହାର ରୂପରେଖ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହା…

ସହରର ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍

ଭୁବନେଶ୍ନର: ସହରରେ ଏଣିକି ଆଉ ଟ୍ରାଫିକ ପୋଷ୍ଟରେ ରହିବନି ରେଡ୍ ଲାଇଟ୍ । ଘଣ୍ଟା ଘଣ୍ଟା ଧରି ଆଉ ଟ୍ରାଫିକରେ ଆଉ ଲୋକେ ଅପେକ୍ଷା କରିବେ ନାହିଁ । ଏହାର ପରିବର୍ତ୍ତେ କିଛି ବିକଳ୍ପ ବ୍ୟବସ୍ଥା କରାଯିବ । କିଛି ଏମିତି ଘୋଷଣା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ପରିସ୍ରା କରିବାକୁ ଆସି ଗଲା ଜୀବନ, ବୃଦ୍ଧାଙ୍କୁ ଦଳିଦେଲେ ହାତୀପଲ

ବାଲେଶ୍ୱର: ପୁଣି ବାଲେଶ୍ୱର ଜିଲ୍ଲା ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ବୃଦ୍ଧାଙ୍କୁ ଦଳିଦେଲେ ହାତୀପଲ। ପରିସ୍ରା କରିବାକୁ ବାଡ଼ି ପଛକୁ ଯାଇଥିଲେ ବୃଦ୍ଧା। ହେଲେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା କୁଳଡିହା ହାତୀ। ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ…

ସମ୍ବଲପୁରରେ ଜଣ୍ଡିସ ଆତଙ୍କ; ସ୍ଥିତି ପରଖୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍

ସମ୍ବଲପୁର: ସମ୍ବଲପୁରରେ ପୁଣି ଚିନ୍ତା ବଢାଉଛି ଜଣ୍ଡିସ୍ । ସ୍ଥିତି ପରଖିବା ପାଇଁ ସମ୍ବଲପୁରରେ ପହଞ୍ଚିଲା ଦୁଇ ଜଣିଆ ରାପିଡ ରେସପନ୍ସ ଟିମ୍‌ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମ୍ବଲପୁରରେ ଘର ଘର ବୁଲି ଯାଞ୍ଚ କରୁଛନ୍ତି ଟିମ୍ । ଜଣ୍ଡିସ ପ୍ରଭାବିତ ଅଞ୍ଚଳ ଗୁଡିକ ମଧ୍ୟ ପରିଦର୍ଶନ…

ସରକାରୀ ବାସଭବନ ଭଙ୍ଗା ଉପରେ କିଛି ଏମିତି କହିଲେ ବବି……

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ ଏତେ ବଡ କୋଠା ନିର୍ମାଣ, ସରକାରୀ ଘରେ କରିଥିଲେ ? ଯଦି କରିଥିଲେ କାହା ଅନୁମତିରେ…