Latest Odisha News

BREAKING NEWS

Browsing Category

ଓଡିଶା

Odisha

କୁନିଝିଅ ସହ ବୈତରଣୀକୁ ଡେଇଁ ପଡିଲେ ବାପା

ଭଦ୍ରକ: ଏକ ମାସ ତଳେ ପତ୍ନୀ ଚାଲି ଯାଇଥିଲେ । କୁନିଝିଅର ଦାୟିତ୍ୱ ଥିଲା ବାପାଙ୍କ ଉପରେ । ହେଲେ  କୁନିଝିଅକୁ ଧରି ନଦୀକୁ ଡେଇଁ ପଡିଲେ ଯୁବକ । ଗତକାଲିରୁ ଖୋଜାଖୋଜି ଚାଲିଛି । ହେଲେ କାହାର ପତ୍ତା ମିଳିନି । ଏମିିତି ଦୁଃଖଦ ଆଉ ହୃଦୟଥରା ଘଟଣା ଘଟିଛି ଭଦ୍ରକ ଜିଲ୍ଲାବାଲି ପୋଖରୀ…

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ କୋର୍ଟ

ଫୁଲବାଣୀ: ୨୦୨୨ରେ କନ୍ଧମାଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଫୁଲବାଣୀ ପୋକ୍ସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଆଠ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଲୁପ୍ରା ଦିଗାଲ ଓରଫ ନୁପ୍ରା (୬୧)କୁ…

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ମାମଲାରେ ରାୟଗଡା ଏସପିଙ୍କୁ ଏନଏଚଆରସିଙ୍କ ନୂଆ ନିର୍ଦ୍ଦେଶ

ରାୟଗଡା: ଶିଶୁ ଜନ୍ମ ପରେ ଜେଲ୍ରୁ ମୁକୁଳିବାର ଦୁଇ ଦିନ ପରେ ମୃତ୍ୟୁବରଣ କରିଥିବା ଜଣେ ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ସମସ୍ତ ଡାକ୍ତରୀ ତଥ୍ୟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିସନ ରାୟଗଡା ଏସପିଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡା ଏସପି ପୂର୍ବରୁ ଜାରି କରିଥିବା ଏକ…

କୋରାପୁଟରେ ଭୂସ୍ଖଳନ ଯୋଗୁଁ ଏହି ସବୁ ଟ୍ରେନ ସେବା ପ୍ରଭାବିତ

ଭୁବନେଶ୍ୱର: ପୂର୍ବତଟ ରେଳପଥର କୋଟ୍ଟଭଲସା - କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି। ୦୧. ରାଉରକେଲା ଠାରୁ ୨୭ & ୨୮.୦୯.୨୦୨୩ ରେ…

ସର୍ବଭାରତୀୟ କାରାଗାର ଚେସ ପ୍ରତିଯୋଗିତା, ଝାରପଡା ଜେଲ ଶ୍ରେଷ୍ଠ ୪ ଦଳ ମଧ୍ୟରେ

ଭୁବନେଶ୍ୱର: ପ୍ରୀଜନ ଟୁ ପ୍ରାଇଡ୍ ସର୍ବ ଭାରତୀୟ ଅନଲାଇନ କାରାଗାର ଚେସର ସେମିଫାଇନାଲରେ ଭୁବନେଶ୍ଵରର ଝାରପଡ଼ା ଜେଲ । ଚେସ ଖେଳ ମାଧ୍ୟମରେ ଜେଲରେ ଥିବା ଅନ୍ତେବାସୀମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଉଦ୍ଦେଶ୍ୟରେ (ପ୍ରୀଜନ ଟୁ ପ୍ରାଇଡ୍ ) ସର୍ବଭାରତୀୟ…

ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରି ସଶସ୍ତ୍ର ଡକାୟତି

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରି ସଶସ୍ତ୍ର ଡକାୟତମାନେ ଘରୁ ୭ ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବାହାନଗା ଅଞ୍ଚଳର ଜୁଆଣିଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଶାନ୍ତିଲତା ଗୁପ୍ତା ନାମକ ଜଣେ ମହିଳା…

ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ଗଞ୍ଜାମରୁ ଉଦ୍ଧାର

ବ୍ରହ୍ମପୁର: କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁଙ୍କୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ଗଂଜାମ ହେଉଛି ତପନଙ୍କ ଶ୍ବଶୁର ଘର ଏରିଆ। ସେ ନିଜ କାର୍ଯ୍ୟାଳୟ କଟକ ବଡମ୍ବା ଆସୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ଏବେ ତିନି ଦିନ ପରେ…

ଭୁଲ ରାସ୍ତାରେ ଗାଡି ଚଳାଉଥିବା ଚାଳକଙ୍କୁ ସାବଡ କରିବାକୁ ଆରମ୍ଭ ହେଲା ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବାକୁ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ଅଂଶ ସ୍ୱରୂପ ଭୁଲ୍ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଜବତ କରାଯାଉଛି।…

ବିନା ଲାଇସେନ୍ସରେ ଚାଲିଛି ଓଲା, ଉବେର ଟାକ୍ସି; ଆରଟିଓ ଅଧିକାରୀ ଦେଲେ ଥାନାରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ବିନା ଲାଇସେନ୍ସରେ ବାଇକ୍ ଟ୍ୟାକ୍ସି ଚଳାଇଥିବା ଓଲା, ଉବେର, ରାପିଡୋ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଏଗ୍ରିଗେଟରମାନେ କେବଳ ପରିବହନ ଗାଡ଼ି…

ଭୁବନେଶ୍ୱରକୁ ‘ପୂର୍ବାଞ୍ଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି’ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଇଣ୍ଡିଆ ସ୍ମାର୍ଟ ସିଟି କନକ୍ଲେଭ୍ 2023ରେ 'ପୂର୍ବାଞ୍ଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି' ପୁରସ୍କାର ମିଳିଛି। ନବସୃଜନ, ସ୍ଥାୟିତ୍ୱ ଏବଂ ସମାବେଶୀ ସହରାଞ୍ଚଳ ବିକାଶ ପ୍ରତି ସହରର ଅବିଶ୍ୱାସନୀୟ ସମର୍ପଣ ଉପରେ ଆଲୋକପାତ କରି ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ…