Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଣ ଭିଡ଼ୁଥିବା ବେଳେ ଅଘଟଣ ବିସ୍ପୋରଣ ଘଟି ଜଣଙ୍କର ମୃତ୍ୟୁ

ବାରିପଦା: ବାଣ ଭିଡ଼ୁଥିବା ବେଳେ ଘଟିଲା ଅଘଟଣ। ଘରେ ବାଣ ଗଚ୍ଛିତ କରି ରଖିଥିବା ବେଳେ ବିସ୍ଫୋରଣ ଘଟି ଉଡ଼ିଗଲା ଆଜବେଷ୍ଟସ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୈସିଙ୍ଗା ଥାନା ବଡ଼ଗୋପାଳପୁର ଗାଁରେ ଘଟିଛି ଏହି ବାଣ ବିସ୍ଫୋରଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

ରାଜ୍ୟର ସକ୍ରିୟ ରହିଛି ମୌସୁମୀ, ଆସନ୍ତା ୫ଦିନ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା

ଭୁବନେଶ୍ବର: ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମାଲକାନାଗିରିକୁ ଅତିକ୍ରମ କରି ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଦ ଥାପିଛି ମୌସୁମୀ ବାୟୁ । ବର୍ତ୍ତମାନ ସୁଦ୍ଧା ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ମୌସୁମୀ ବାୟୁ ଛୁଇଁଥିବା ବେଳେ ୬ଟି ଜିଲ୍ଲାରେ…

ସଂଧ୍ୟା ସୁଦ୍ଧା ବାରିପଦାରେ ଗଡିବ ବସ, ଯାତ୍ରୀଙ୍କୁ ଆଶ୍ବସ୍ତି

ବାରିପଦା: ବାରିପଦାବାସୀଙ୍କୁ ମିଳିଲା ଆଶ୍ବସ୍ତି । ସନ୍ଧ୍ୟାରୁ ସ୍ବାଭାବିକ ହେବ ବସ୍ ଚଳାଚଳ । ସନ୍ଧ୍ୟା ୭ଟାରୁ ସ୍ବାଭାବିକ ଭାବେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିବ ନେଇ ସୂଚନା ଦେଇଛନ୍ତି ବାରିପଦା ଏସପି । ଏହା ପରେ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରି । ସୂଚନାଯୋଗ୍ୟ, ଘରୋଇ ବସ ଚଳାଚଳକୁ…

ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମକୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ: ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମ କୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଆଗକୁ ବର୍ଷା ଆସୁଥିବାବେଳେ ତା ପୂର୍ବରୁ ବରଗଡ଼ ପୌରାଞ୍ଚଳର କୌଣସି ୱାର୍ଡ ରେ ଡ୍ରେନେଜ ସିଷ୍ଟମ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ନିଜେ ଘଟଣାସ୍ଥଳକୁ ଯାଇ…

ବର୍ଷକ ପରେ ଜଳ ସ୍ନାନ କଲେ ଦାରୁ ଦିଅଁ, ମହାବାହୁଙ୍କ ସାଙ୍ଗରେ ବି ସ୍ନାନ କରୁଛନ୍ତି ଭକ୍ତ

ପୁରୀ:  ସ୍ନାନ ମଣ୍ଡପରେ ସ୍ନାନ କଲେ ଦାରୁ ଦିଅଁ । ସର୍ଣ୍ଣ କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସେପଟେ ମହାପ୍ରଭୁଙ୍କ ସହ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ପୁରୀରେ ପ୍ରବଳ ବର୍ଷାକୁ ଖାତିର ନକରି ଚକାନୟନରେ ବିମୋହିତ ହୋଇଛନ୍ତି ଭକ୍ତ । ସ୍ନାନ ମଣ୍ଡପ…

ପିଶାଚ ସାଜିଲା ପୁଅ, ବାପା ମା ଙ୍କୁ କଲା ହତ୍ୟା

ବାଲେଶ୍ଵର: ପିଶାଚ ପାଲଟିଲା ପୁଅ। ବାପାମାଆଙ୍କ ସ୍ନେହକୁ ନବୁଝି ଘଟାଇଲା ନାରକୀୟ କାଣ୍ଡ। ବାପା ମା'ଙ୍କୁ ମାରି ମାଟି ତଳେ ପୋତିଦେଲା ପୁଅ। ବାଲେଶ୍ଵର ସିମୁଳିଆ ଥାନା ଗରସଂଗ ଗାଁରୁ ଆସିଛି ଏଭଳି ଘଟଣା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ…

ଗାତ ଖୋଳୁଥିବାବେଳେ କାନ୍ଥ ପଡ଼ି ୨ ଶ୍ରିମିକ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗରରେ ଅଘଟଣ । ଗାତ ଖୋଳୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଯିବା ଫଳରେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି…

‘ପିସିସି ସଭାପତିଙ୍କୁ କାଳିମାଡ କରିଥିବା ଦୁର୍ବୁତ୍ତଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା କୁ ନେଇ ଯୋର ଧରିଛି ରାଜନୈତିକ ଚର୍ଚ୍ଚା । କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣାରେ ଏବେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯିଏ…

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ । ଆଜି ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓଏସଇପିଏ)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ…

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ

ଭୁବନେଶ୍ୱର: ନବନିର୍ବାଚିତ ସାଂସଦମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ଏନେଇ ସଂସାଦ ମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ଶପଥ ଗ୍ରହଣ ପୂର୍ବରୁ ମୟୂରଭଞ୍ଜରୁ…