Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ସରକାର ବିଜ୍ଞାପନ ପାଇଁ ୧୦ ବର୍ଷରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର କହିଛନ୍ତି ଯେ, ଓଡ଼ିଶା ସରକାର ଗତ ୧୦ ବର୍ଷ ମଧ୍ୟରେ ନିଜର କଲ୍ୟାଣକାରୀ ଯୋଜନାର ବିଜ୍ଞାପନ ବାବଦରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ…

ଚୋରି ମୋବାଇଲ୍ ଭାଗବଣ୍ଟା ବେଳେ ପାଟିତୁଣ୍ଡ, ଜଣେ ନାବାଳକର ମୃତ୍ୟୁ

ସମ୍ବଲପୁର: ଚୋରି ମୋବାଇଲ ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷରୁ ଜଣେ ନାବାଳକର ମୃତ୍ୟୁ ହୋଇଛି। ମଙ୍ଗଳବାର ସମ୍ବଲପୁର ସହରରେ ଚୋରି ମୋବାଇଲ ବାଣ୍ଟିବାକୁ ନେଇ ବିବାଦ ଦେଖାଦେବା ପରେ ଏକ ମୋବାଇଲ୍ ଚୋର ଗ୍ୟାଙ୍ଗ୍ ଜଣେ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ରାଜ୍ୟର ୨୮ ହଜାର ଗାଁକୁ ଏବେ ବି ପାଇପ୍ ଯୋଗେ ପାଣି ସଂଯୋଗ ହୋଇପାରିନି

ଭୁବନେଶ୍ୱର: ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ବିଧାନସଭାରେ କହିଛନ୍ତି ଯେ, ଓଡ଼ିଶାର ୨୮ ହଜାର ଗାଁକୁ ଏଯାବତ ପାଇପ୍ ଯୋଗେ ଜଳ ଯୋଗାଣ ହୋଇପାରିନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା…

ଆଇଏନଏସ ଚିଲିକାରୁ ପାସ୍ ହେଲେ ୨,୮୯୫ ଜଣ ଅଗ୍ନିବୀର

ଭୁବନେଶ୍ୱର: ଆଇଏନ୍ଏସ୍ ଚିଲିକାରୁ ମଙ୍ଗଳବାର ୪୪୮ ଜଣ ମହିଳାଙ୍କ ସମେତ ୨,୮୯୫ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ ଭାଇସ ଆଡମିରାଲ ଏମ. ଏ. ହାମ୍ପିହୋଲି ପାସିଂ ଆଉଟ୍ ପରେଡର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଫଳ…

ବଢ଼ୁଛି ପ୍ରଭାତ ବିଶ୍ବାଳଙ୍କ ଅଡ଼ୁଆ, ସିବିଆଇ ପରେ ଇଡିର ଆକ୍ସନ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସନୀ ବିଶ୍ୱାଳ ଏବଂ ସି-ସୋରର ଦୁଇଟି କମ୍ପାନୀ ଏବଂ ଏହାର ଦୁଇ ମାଲିକ ପ୍ରଶାନ୍ତ କୁମାର ଦାସ ଓ ପ୍ରଭାତ କୁମାର ଦାସଙ୍କ ବିରୋଧରେ ଦ୍ୱିତୀୟ…

ବଜ୍ରପାତରେ ଜଣେ ସ୍କୁଲ ଛାତ୍ରୀ ସମେତ ପରିବାରର ତିନି ମୃତ

ଧର୍ମଗଡ଼: ମଙ୍ଗଳବାର ଅପରାହ୍ନ ପାଞ୍ଚଟା ବେଳେ ହୋଇଥିବା ବଜ୍ରପାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗ୍ରାମର ଲିମଗୋଛିଆ ପରିବାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନବମ ଶ୍ରେଣୀ ଝିଅ ଥିବା ସୂଚନା ମିଳିଛି। ସୁଚନା ଅନୁଯାୟୀ…

ରାହୁଲଙ୍କ ଚିତ୍ରକଳାକୁ ଦେଖି ପ୍ରଶଂସା କଲେ ଶାହାରୁଖ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ । ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଫିଲ୍ମ ‘ଯବାନ’ର ୧୦ଫୁଟ୍ ଉଚ୍ଚତା ଓ ୬ଫୁଟ୍ ଲମ୍ବ ବିଶିଷ୍ଟ ଏକ ଫଟୋ ଚିତ୍ର…

ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବେ, ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ ବୈଠକରେ ସୁପାରିସ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ। ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା କାଳ ରହିବେ। ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ। ସୂଚନା ଅନୁସାରେ…

ଭୁବନେଶ୍ୱର ଏମ୍ସରେ ଖୋଲିବାକୁ ଯାଉଛି ତିନି ନୂଆ ବିଭାଗ

ଭୁବନେଶ୍ୱର: ରୋଗୀ ସେବା ବୃଦ୍ଧିକୁ ଦେଖି ଏବଂ ଚାହିଦାକୁ ଦେଖି ଏମ୍ସ-ଭୁବନେଶ୍ୱରରେ ୩ଟି ନୂଆ ବିଭାଗ ଖୋଲିବାକୁ ଯାଉଛି। ମଙ୍ଗଳବାର ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ମୁଞ୍ଜର ହୋଇଥିବା ନୂଆ ବିଭାଗଗୁଡ଼ିକ ହେଲା ଇନଫେକସନ ଡିଜିଜ,…

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…