Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସିବେ ରାମାୟଣର ରାମ,ଓଡ଼ିଶାରେ କରିବେ ପ୍ରଚାର

ଭୁବନେଶ୍ବର: ଆସନ୍ତା କାଲି ଓଡ଼ିଶା ଆସିବେ ବିଜେପି ନେତା ଅରୁଣ ଗୋଭିଲ । ଅରୁଣ ଗୋଭିଲ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀ ରାମଙ୍କ ଚରିତ୍ରରେ ଅଭିନୟ କରିଥିଲେ । ସେ ରାମଙ୍କ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ବର୍ତମାନ ସେ ରାଜନୀତିରେ ନିଜର ପାଦ ଥାପିଛନ୍ତି ।ସାଧାରଣ…

ସମ୍ବଲପୁରରେ ଅମିତ ଶାହାଙ୍କ ରଣହୁଙ୍କାର: ନବୀନ ବାବୁ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ତଣ୍ଟି ଚିପୁଛନ୍ତି

ସମ୍ବଲପୁର: ଆଜି ଗଙ୍ଗାଧର ମେହେରଙ୍କ ଆତ୍ମାଙ୍କୁ ଶାନ୍ତି ମିଳିଥିବ, କାରଣ ୨୫ ବର୍ଷ ପରେ ଓଡିଶାର ଭାଷା ଓ ସାହିତ୍ୟ, କଳା ଓ ସଂସ୍କୃତିର ଆଧାରରେ ସରକାର ଗଠନ ହେବାକୁ ଯାଉଛି । ଦେଶର ପଶ୍ଚିମ, ଦକ୍ଷିଣ, ଉତ୍ତର ଓ ଉତ୍ତର ପୂର୍ବ, ମଧ୍ୟ ସବୁଠି ଡବଲ ଇଞ୍ଜିନ ସରକାର ଚାଲିଛି । ଆଉ ଏବେ ଓଡିଶାରେ…

‘ଓଡିଶାକୁ ଶାସନ କରିପାରିବେନି ତାମିଲ, ଓଡିଆ ପୁଅ ହିଁ କରିବେ’

ସମ୍ବଲପୁର: ‘ଓଡିଶାର ସଂସ୍କୃତି, ସ୍ବାଭିମାନ ଓ ଓଡିଆ ଅସ୍ମିତାର ତଣ୍ଟି ଚିପୁଛନ୍ତି ନବୀନ । ଓଡିଶାରେ ତାମିଲ ବ୍ୟକ୍ତି ଶାସନ କରିପାରିବେ ନାହିଁ । ଓଡିଶାରେ ଶାସନ ଏଠିକାର ଭୂମିପୁତ୍ର ହିଁ କରିବ।’ ଆଜି ସମ୍ବଲପୁରବାସୀଙ୍କୁ ଉଦ୍ବୋଧନ ଦଉ ଦଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ…

ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରୁ ମିଳିଲା ବିପୁଳ ୨ ହଜାର ଟଙ୍କାର ନୋଟ୍। ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ, ୪ ଗୁଳି ଜବତ। ଗତକାଲି ଶିବନାରାୟଣପୁରରେ ମୁହାଁମୁହିଁ…

ଓଡ଼ିଶାରେ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାଁନ୍ତି: ଅମିତ ଶାହା

ସମ୍ବଲପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରର ରେମେଡ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିଛନ୍ତି  । ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ ଜିନିଷର ହିଁ  ଅଭାବ ଅଛି । ତାହା ହେଉଛି ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନାହାନ୍ତି ।…

‘ଉଭୟ ବିଧାୟକ ଓ ସାଂସଦ ବିଜେଡିରୁ ହେବା ଦରକାର, ଅନ୍ୟ ଦଳର ହେଲେ ବିକାଶ କାମରେ ବାଧା ଦେବେ’

କେନ୍ଦୁଝର: ଉଭୟ ବିଧାୟକ ଓ ସାସଂଦ ବିଜେଡିରୁ ହେବା ଦରକାର । ଆଉ ଯଦି କିଏ ସାଂସଦ ହୁଅନ୍ତି, ସେ ଅଧିକ ରାଜନୀତି କରି ଯାହା ବି କାମ ଚାଲିଛି ସବୁଥିରେ ମୁଣ୍ଡ ପୁରାଇବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା,…

ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ, ମୋଟ ୬୯ ପ୍ରତିଶତ ଭୋଟ ଗ୍ରହଣ

ଭୁବନେଶ୍ବର: ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହୋଇଛି ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭାର ମୋଟ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଗତକାଲି ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୬୯ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ୭୬.୨୦ ପ୍ରତିଶତରେ ସବୁଠୁ ଅଧିକ…

ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ

କଟକ: ଜାତୀୟ ରାଜପଥ ୧୬ର ବାଲିକୁଦା ବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳର ୨ ଯୁବକ ମୃତ। ସୂଚନା ଅନୁସାରେ ଦୁଇ ସ୍କୁଟି ଆରୋହୀଙ୍କୁ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍। ତେବେ ଏହି ଦୁର୍ଘଟଣାରେ ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳିନାହିଁ।…

ସମ୍ବିତ ପାତ୍ର ମନ୍ତବ୍ୟକୁ ନେଇ ବିଜେପି ଉପରେ ବର୍ଷିଲେ ବିରୋଧୀ: ଓଡିଶାର ଆସ୍ଥାକୁ ଶକ୍ତ ଆଘାତ ଦେଇଛି ବିଜେପି

ପୁରୀ: ମୋଦୀଙ୍କ ଭକ୍ତ ପ୍ରଭୁ ଜଗନ୍ନାଥ କହି ହଟହଟା ହେଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଯାହାକୁ ନେଇ ଏବେ ସବୁଠି ସମ୍ବିତଙ୍କ ପ୍ରତି ବିରୋଧ ଦେଖାଦେଇଛି । ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଏବେ ତେଜିଛନ୍ତି ବିରୋଧୀ । ଏଭଳି ମନ୍ତବ୍ୟକୁ କଡା ନିନ୍ଦା କରିବା ସହ ବିଜେପି…

ଟଳିଯିବ ବାତ୍ୟା ଆଶଙ୍କା, ଅବପାତ ହୋଇ ମିଆଁମାର ଯିବ !

ଭୁବନେଶ୍ୱର: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ବୋଲି ଏକାଧିକ ପାଣିପାଗ ପୂର୍ବାନୁମାନ କରିଥିଲେ। କିନ୍ତୁ ବାତ୍ୟା ଆଶଙ୍କା ଟଳିଯିବ ବୋଲି ସାନି ପୂର୍ବାନୁମାନ କଲେଣି। ବାତ୍ୟା ହେବନି ବରଂ ଅବପାତ ହୋଇ ମିଆଁମାର ଆଡ଼କୁ ଯିବ। ଜିଏଫଏସ୍ ମଡେଲ ଏଭଳି ଚିତ୍ର ଆଙ୍କିଛି।…