Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛାତ୍ର ସଂସଦ ନିର୍ବାଚନ ଦାବି, ଆଜି ରାଜରାସ୍ତାକୁ ଓହ୍ଲାଇବ ଏବିଭିପି

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ବାର୍ଷିକ ସାଧାରଣ ନିର୍ବାଚନ ଆଯୋଜନ ହେବନି। ଏହାକୁ ବିରୋଧ କରି ବିରୋଧୀ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ବୁଧବାର ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ଏହାପରେ ଆଜି…

ବାଚସ୍ପତି ନିର୍ବାଚନରେ ଭାଗ ନେବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖରେ ହେବାକୁ ଥିବା ରାଜ୍ୟ ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନରେ ଦଳର ବିଧାୟକ ଭାଗ ନେବେ ନାହିଁ। ପ୍ରଦେଶ କଂଗ୍ରେସ ପକ୍ଷରୁ ବୁଧବାର ଦିନ ଏହା କୁହାଯାଇଛି। ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ ଏବଂ ତା ପରଦିନ ଅର୍ଥାତ୍ ସେପ୍ଟେମ୍ବର…

ରୋଷେଇ କରୁଥିବା ବେଳେ କାନ୍ଥ ଭୁଶୁଡି ମହିଳାଙ୍କ ମୃତ୍ଯୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାରେ ଘର ଭୁଶୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁଁ କଚ୍ଚା ଘର ଭୁଶୁଡ଼ି ପଡ଼ିଥିଲା। ମୃତକ…

ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ, ଦାବି ନ୍ୟାଯ୍ୟ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡିଶାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁଧବାର ବିରୋଧୀ ବିଜେପି ଏବଂ କଂଗ୍ରେସ ଶିକ୍ଷାଦାନରେ ବ୍ୟାଘାତ ପାଇଁ ରାଜ୍ୟ ସରକାରକୁ ଦାୟୀ କରିଛନ୍ତି। ଆନ୍ଦୋଳନକୁ ତ୍ୱରାନ୍ୱିତ କରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ଭଡା ଘରେ ସେକ୍ସ ରାକେଟ, ୩ ମହିଳା ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଅଞ୍ଚଳରେ ଏକ ଭଡା ଘରୁ ଦେହ ବ୍ୟବସାୟ ଚାଲୁଥିବା ଏକ ସେକ୍ସ ରାକେଟକୁ ପୋଲିସ ବୁଧବାର ଠାବ କରିବା ସହ ୩ ଜଣ ମହିଳାଙ୍କୁ ଉଦ୍ଧାର କରିଛି। କୌଣସି ସୂତ୍ରରୁ ଖବର ପାଇ ନିମଖଣ୍ଡି ଥାନା ପୁଲିସର ଏକ ଟିମ୍ ଏକ ଘରେ ଚଢ଼ଉ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜଣେ…

ବ୍ରାଉନସୁଗାର କାରବାର ପାଇଁ ବ୍ୟବହାର ହେଉଥିଲା ପକୋଡା, ଚିକେନ୍ ମସଲା ଶବ୍ଦ… ମାଡ଼ି ବସିଲା ପୋଲିସ

ଭୁବନେଶ୍ୱର: ସ୍ମାର୍ଟ ହେବା ଗୋଟିଏ କଥା କିନ୍ତୁ 'ଓଭର ସ୍ମାର୍ଟ' ହେବାକୁ ଚେଷ୍ଟା କରିବା ନିଜର ବୁଦ୍ଧିକୁ ବିପଦରେ ପକାଇପାରେ। ଖାସକରି ଯେତେବେଳେ ଜଣେ ଆଇନ ଉଲ୍ଲଙ୍ଘନ କରନ୍ତି। କୁଖ୍ୟାତ ନିଶା ବେପାରୀ ଶମ୍ଭୁନାଥ ବାରିକ (୩୧) ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହା ଏବେ…

କିମ୍‌ସରେ ଆରମ୍ଭ ହେଲା ସାନ୍ଧ୍ୟକାଳୀନ ଚିକିତ୍ସା ସେବା

ଭୁବନେଶ୍ୱର: ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକମାନଙ୍କ ପାଇଁ କିମ୍‌ସରେ ଆରମ୍ଭ ହୋଇଛି ସନ୍ଧ୍ୟାକାଳୀନ ଚିକିତ୍ସା ସେବା । କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଏହି ଇଭିନିଂ କ୍ଲିନିକ୍ ବା ସାନ୍ଧ୍ୟା କ୍ଲିନିକ୍…

ଆନନ୍ଦ ବଜାର ଶୃଙ୍ଖଳା ନେଇ ସ୍ୱତନ୍ତ୍ର ବୈଠକ, ଭକ୍ତଙ୍କୁ ମାଗଣା ମହାପ୍ରସାଦ ନେଇ ହୋଇପାରିଲାନି ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ…

ଆଗାମୀ ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ମୃତ, ୨ ଗୁରୁତର

ଭୁବନେଶ୍ୱର: ବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୧୦ଟା ଯାଏ ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଭୁବନେଶ୍ୱର ପାଣିପାଗ ବିଭାଗ…

କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇଲେ ଜେଲ୍ କର୍ମଚାରୀ

ଜଗତସିଂହପୁର: କଳା ବ୍ୟାଜ୍ ପିନ୍ଧି ନିଜ ଦାଇତ୍ଵ ତୁଲାଇବା ସହ ଶାନ୍ତି ଶୃଙ୍ଖଳା ସହିତ ପ୍ରତିବାଦ ଜଣାଇଲେ ଜଗତସିଂହପୁର ଜେଲରେ ଥିବା କାର୍ଯ୍ୟରତ କର୍ମଚାରୀ। ସୂଚନା ମୁତାବକ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ନିଜର ୫ଦଫା ଦାବି…