Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଓ ରାଜ୍ୟ ସଂଯୋଜକ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ…

ଅରୁଣ ଓ ଅତନୁଙ୍କୁ ସୌମ୍ୟ କାହିଁକି କହିଲେ ବ୍ଲାକମେଲିଂ ଶବ୍ଦର ପ୍ରକୃତ ଅର୍ଥ ଜାଣିନାହାନ୍ତି?

ଭୁବନେଶ୍ୱର: ଶାସକ ଦଳ ବିଜେଡିର ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି। ଜଣେ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଏବେର ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ। ଯାହାର ଜବାବ ଦେବାକୁ ଯାଇ ସୌମ୍ୟ କହିଛନ୍ତି, ତାଙ୍କ…

ଅନୁଭବଙ୍କ ଭାଇଙ୍କ ଜମିକୁ କବଜାକୁ ନେଲା ବ୍ୟାଙ୍କ, ଲୋକେ ଆଣିଲେ ଜାମି ଜାଲିଆତି ଅଭିଯୋଗ

କଟକ: ସ୍ଥାନୀୟ ଲୋକଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଶୁକ୍ରବାର ଅର୍ବାନ କୋଅପରେଟିଭ ବ୍ୟାଙ୍କର ଅଧିକାରୀମାନେ କଟକର ସେଲଟକ ଛକ ଅଞ୍ଚଳରେ ଥିବା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଏକ ଜମିକୁ ଋଣ ଖିଲାପ ନେଇ ନିଜ କବଜାକୁ ନେଇଛନ୍ତି। ସ୍ଥାନୀୟ ବାସିନ୍ଦା ଏବଂ…

ରାଜଧାନୀରେ ଅପରେସନ ହ୍ଵାଇଟ ସ୍ପାଇଡର: ବେଆଇନ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗରିଫ

ଭୁବନେଶ୍ୱର: ରାଜଧାନୀରେ ଥମିବାରେ ନାଁ ଧରୁନି ବେଆଇନ ଧଳା ଜହର ବେପାର। ଆଜି ଶହୀଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତି ନିକଟରେ ପୋଲିସ ଅତର୍କିତ ଚଢଉ କରିଥିଲା। ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୋଲିସ।…

ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ବବିଦ୍ଯାଳୟର ସହକାରୀ ପ୍ରଫେସର

ସମ୍ବଲପୁର: ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶୁକମୁନି ମେହେରଙ୍କ ବିରୋଧରେ ଜଣେ ଛାତ୍ରୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଛନ୍ତି। ନାମ ପ୍ରକାଶ କରିନଥିବା ଛାତ୍ରୀ ଜଣକ ଗୁରୁବାର ବିଶ୍ୱବିଦ୍ୟାଳୟ ପ୍ରଶାସନ…

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି, ସହିଦଙ୍କ ପରିବାରକୁ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି କେନ୍ଦୁଝର ଜିଲ୍ଲାରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି।…

ପ୍ରତିଷ୍ଠା ହେବ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର , ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

କାହାର ହେବ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର!

ଭୁବନେଶ୍ୱର: ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀ ମାନେ ତତ୍ପର ହୋଇଉଠିଲେଣି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଅଙ୍କାକଷା ଆରମ୍ଭ କରିଛନ୍ତି। କିନ୍ତୁ ଏସବୁ ଭିତରେ ରାଜ୍ୟର ଏମିତି କିଛି…

ବାହାରିଲା ମାଁ ଶୁରେଶ୍ଵରୀଙ୍କ ନୁଆଁଖାଇ ଲଗ୍ନ

ସୋନପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନୁଆଁଖାଇ ଲଗ୍ନ ବାହାରିଥିବା ବେଳେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ଶୁରେଶ୍ଵରୀଙ୍କର ନୁଆଁଖାଇ ଲଗ୍ନ ବାହାରିଛି । ସୋନପୁର ଗଡଜାତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ ଧକ୍କାରେ ଚାଲିଗଲା ୨ଜଣଙ୍କ ଜୀବନ

ଅତାବିରା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ୨ଜଣଙ୍କ ଜୀବନ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଆନନ୍ଦ ମଣ୍ତପ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବରଗଡ଼…