Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା, ୬୩ଟି ପେପର ପାଇଁ ହେବ ଏକ୍ସଜାମ୍

ଭୁବନେଶ୍ୱର: ମେ ୧୫ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି-ୟୁଜି)। ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ସମ୍ପୂର୍ଣ୍ଣ ପରୀକ୍ଷାସୂଚୀ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି। ୬୩ଟି ପେପର ପାଇଁ ହେବ…

୧୦ ରେ ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ‘ରଥଖଳା’ ପ୍ରସ୍ତୁତି

ପୁରୀ: ଆସନ୍ତା ଜୁଲାଇ ୭ରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଚଳଚଞ୍ଚଳ ହେବ ରଥଖଳା । ଚଳିତ ମାସ…

ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ

ପୁରୀ: ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ। ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରାୟ ସବୁ ଦଳର ବଡ ବଡ଼ ଶୋଭାଯାତ୍ରା ଦେଖିବାକୁ ମିଳୁଥିବା ବେଳେ ଆଜି ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ନିଜର ହାତ ଗଣତି ଦୁଇ ଚାରିଜଣ…

ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?

ଭୁବନେଶ୍ବର: ଭଟଲି ଦେଖିବ ହାଇଭୋଲଟେଜ୍ ଲଢେଇ । ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବେ ଭୋଟର? ବିଜୟର ଚଉକା ଲଗାଇବେ କି ସୁଶାନ୍ତ? ନା ବାଜି ବଦଳାଇ ଦେବେ ଇରାଶିଷ ? ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟାଇବେ କି ପଦ୍ମ ? ଭଟଲିରେ କାହା ସପକ୍ଷରେ ବହୁଛି ହାଓ୍ବା ? ଦିନେ କଂଗ୍ରେସର ଗଡ ଥିବା…

ଟିକେଟ କାଟିବା ପରେ ଅସନ୍ତୁଷ୍ଟଙ୍କ ପିଠି ଥାପୁଡଉଛି ବିଜେଡି, ତାଲିକାରେ ଯୋଡ଼ି ହେଲେ ସମୀର ଦାସ ଏବଂ ଅରୁନ୍ଧତୀ

ଭୁବନେଶ୍ୱର: ପାଖାପାଖି ୨୪ ବିଧାୟକ ଏବେ ବିଜେଡିରୁ ଟିକେଟ୍ ପାଇ ନାହାନ୍ତି। ଅନେକ ସ୍ଥାନରେ ଆଶାୟୀ ଏକରୁ ଅଧିକ ଥିବା ବେଳେ ସ୍ଥାନୀୟ ସମୀକରଣକୁ ଦେଖି ଦଳୀୟ ଟିକେଟ୍ ନପାଇ ନିରାଶ ହୋଇଛନ୍ତି। ହେଲେ ନିର୍ବାଚନ ବେଳେ ଅନେକ ସ୍ଥାନରେ ଅସନ୍ତୁଷ୍ଟ ନେତା ବିଦ୍ରୋହ କରିବାର ସମ୍ଭାବନା ରହିଛି।…

ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି, ସ୍ୱାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି

ପୁରୀ: ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି। ପ୍ରତିବାଦ ସ୍ବରୂପ ୪ ବିଧାନସଭା ଓ ୪ ଲୋକସଭା ଆସନ ପାଇଁ ସ୍ବାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି। ଆଜି ପୁରୀ ଲୋକସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ଜିଲ୍ଲାପାଳଙ୍କ ନିକଟରେ ସ୍ବାଧିନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି…

ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ

ପୁରୀ: ଆଜି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁରୀ ସଦର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ଉଭୟ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ। କଂଗ୍ରେସ ଟିକେଟ କାଟିବା ପରେ ସୁଜିତ୍ ନିଜର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉମାବଲ୍ଲଭ ରଥ…

ଦେଇଦେଲେ ତାରିଖ

ଭୁବନେଶ୍ବର : ଓଡିଶାରେ କିଏ ଗଢିବ ସରକାର? ମୋଦି ଦେଲେ ତାରିଖ ପାଣ୍ଡିଆନ ବତାଇଲେ ସମୟ। ମୋଦି କହିଲେ, ଜୁନ୍ ୪ ବିଜେଡିର ଏକ୍ସପାରୀ ତାରିଖ। ନବୀନ କହିଲେ, ଦିନରେ ସ୍ବପ୍ନ ଦେଖୁଛି ବିଜେପି। ଚବିଶ ମଇଦାନରେ କାହାର କେତେ ଦମ୍ ? କେଉଁ ଆଡକୁ ବହିବ ନିର୍ବାଚନୀ ହାଓ୍ବା ? କାହାକୁ ନିର୍ବାଚନୀ…

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା, ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ

ଭୁବନେଶ୍ବର: ଏଡିଆର ଓ ଇଲେକସନ ୱାଚ ରିପୋର୍ଟ ଅନୁସାରେ ଓଡ଼ିଶାରେ ହେବାକୁ ଥିବା ଚଳିତ ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ । ଏଡିଆର ଓ ଇଲେକସନ ୱାଚ ରିପୋର୍ଟ ଅନୁଯାୟୀ ବ୍ରହ୍ମପୁରରୁ ସ୍ବାଧୀନ…

ମୋଦୀଙ୍କ ବକ୍ତବ୍ୟକୁ ପାଣ୍ଡିଆନଙ୍କ କଡା ଜବାବ, ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି ବିଜେପି

ଭବାନୀପାଟଣା: ବ୍ରହ୍ମପୁରରେ ମୋଦୀଙ୍କ ବକ୍ତବ୍ୟ ଉପରେ କଡା ଜବାବ ଦେଇଛନ୍ତି ବିଜେଡି ପ୍ରମୁଖ ରଣନୀତିକାର ଭି. କେ ପାଣ୍ଡିଆନ୍ । ‘ଓଡିଶାବାସୀଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ । ଜୁନ୍ ୯ରେ ୧୧ ଟା ୩୦ରୁ ୧ ଟା ୩୦ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…