Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୃତୀୟ ରାଉଣ୍ଡ ସୁଦ୍ଧା ଓଡିଶା ଲୋକସଭାରେ; ବିଜେପିର ୧୮, ବିଜେଡି ୨, କଂଗ୍ରେସ ୧

ଭୁବନେଶ୍ବର: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେପି । ଲୋକସଭା ଆସନରେ ଏଥର ରେକର୍ଡ ସଂଖ୍ୟକ ଭୋଟ ହାତେଇପାରେ ବିଜେପି । ବର୍ତମାନ ସୁଦ୍ଧା ବିଜେପି ୧୮ ଟି ଆସନରେ ଲିଡ୍ କରୁଥିବା ବେଳେ ବିଜେଡି ୨ଟି ଓ କଂଗ୍ରେସ ଗୋଟିଏରେ ଲିଡ୍ କରୁଛି । ଦେଖନ୍ତୁ ଓଡିଶା ଲୋକସଭାରେ ଏଯାବତ କିଏ…

ଓଡ଼ିଶା ପାଇଁ ଗର୍ବ: ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍‌ କମିସନର ହେଲେ ମୌସୁମୀ ଲତା ପାଢ଼ୀ

ଭୁବନେଶ୍ୱର: ଭୁବନେଶ୍ବର: ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍‌ ଜୋନ୍‌ର ଆଞ୍ଚଳିକ ପିଏଫ୍‌ କମିସନର-୨ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଥି‌ଲେ ପ୍ରଥମ ମହିଳା ଡିଆର୍‌ ଏନ୍‌ଫୋର୍ସମେଣ୍ଟ ଏବଂ ଓଡ଼ିଶାର ପ୍ରଥମ ମହିଳା ସହକାରୀ ପିଏଫ୍‌ କମିସନର। ବର୍ତ୍ତମାନ…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି । କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ଅଛନ୍ତି ।  ଯାହା ବିଜେଡିକୁ ଏକ ପ୍ରକାର  ଝଟକା ଲାଗିପାରେ । କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେଡି ସୁପ୍ରିମୋ ନିଜେ ନବୀନ ପଟ୍ଟନାୟକ ।…

ଓଡିଶା ବିଧାନସଭାରେ ଆଗୁଆ ବିଜେପି, ବାଜି ପଲାଟାଇ ପାରିବ ତ ବିଜେଡି?

ଭୁବନେଶ୍ବର: ଓଡିଶା ବିଧାନସଭାରେ ହଇଚଇ । ପ୍ରାଥମିକ ପର୍ଯ୍ୟାୟରେ ଲିଡ୍ କରୁଛି ମୋଦୀ ମ୍ୟାଜିକ । ଏଯାବତ ହାତେଇଲାଣି ୬୦ ଆସନ । ସେପଟେ ବିଜେଡି ଏପର୍ଯ୍ୟନ୍ତ ୩୭ ଟି ଆସନ ଗ୍ରହଣ କରିଛନ୍ତି । ଏଥି ସହିତ କଂଗ୍ରେସ ୧୦ ଟି ଆସନ ଗ୍ରହଣ କରିଛି । ଯାହା ଏବେ ୨୫ ବର୍ଷର ସରକାରକୁ ଦୋହଲାଇ ପାରେ…

ଓଡିଶା ଲୋକସଭାରେ ବି ଦୌଡରେ ଆଗୁଆ ବିଜେପି

ଭୁବନେଶ୍ବର: ବଡ ବାଜି ମାରିଲାଣି ବିଜେପି । ଦେଶ ତ ଦେଶ ଏବେ ରାଜ୍ୟରେ ବି ପ୍ରାଥମିକ ପ୍ରର୍ଯ୍ୟାୟରେ ଟ୍ରେଣ୍ଡ କରୁଛି । ଦେଶରେ ମୋଦୀ ଲହର ପୂବାନୁମାନ କରାଯାଇଥିବା ବେଳେ ରାଜ୍ୟରେ ଏବେ ଅଧିକ କ୍ଷେତ୍ରରେ ବିଜେପି ଆଗୁଆ ରହିଥିବା ଦେଖାଦେଇଛି । ଓଡିଶା ବିଧାନସଭାରେ ୫୦ ରୁ ଅଧିକ ଆସନରେ…

କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ାରେ ଚାଲିଛି ଭୋଟ ଗଣତି, ୧୪୪ ଲାଗୁ

ନୂଆପଡ଼ା: ଆରମ୍ଭ ହୋଇଯାଇଛି ଭୋଟ ଗଣତି, ଖୋଲିବ ଭାଗ୍ୟର ପେଡ଼ି। ପ୍ରାର୍ଥୀ ଓ ସମର୍ଥକଙ୍କ ଛାତି ଧଡ଼ ଧଡ଼। ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ଭିତରେ ନୂଆପଡ଼ା ଏସନାଳ କଲେଜରେ ଚାଲିଛି ଦୁଇଗୋଟି ବିଧାନସଭା ଖଡ଼ିଆଳ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି। ନୂଆପଡ଼ା ଜିଲ୍ଲାପାଳ ଓ ଏସପିଙ୍କ…

ପୁରୀ ଓ ଭୁବନେଶ୍ବର ମଧ୍ୟରେ ଲିଡ୍ କରୁଛି  ବିଜେପି

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଭୋଟ ଗଣତି । କେନ୍ଦ୍ରରେ ବିଜେପି ଆଗୁଆ ଥିବା ବେଳେ ରାଜ୍ୟରେ ଏବେ ପୁରୀ ବିଧାନସଭାରେ ମଧ୍ୟ ବିଜେପି ଆଗୁଆ ରହିଥିବା ସୂଚନା ମିଳୁଛି । ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ସୂଚନା ମିଳିଛି । ସେହିପରି…

ଆରମ୍ଭ ହେଲା ଭୋଟ ଗଣନା, ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ତଥା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣନା। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ…

ବାଣ ବିସ୍ଫୋରଣ ଟ୍ରାଜେଡି, ୪ ବାଣ ବ୍ୟବସାୟୀ ଗିରଫ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା । ୪ ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ୪ ଜଣ ଅଭିଯୁକ୍ତ ହେଉଛନ୍ତି ଚାରିଛକ ଥାନା ଅନ୍ତର୍ଗତ ବ୍ରହକୁଣ୍ଡି ଗ୍ରାମର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ୱାଇଁ, ଜଗନ୍ନାଥ ରାଉତ ଓ ଓରପଟା ଗ୍ରାମର ବୁଦ୍ଧିଆ…

ଟାଭେରାକୁ ପିଟିଲା ବସ୍, ୨ ମୃତ

ବାଲୁଗାଁ: ଟାଭେରାକୁ ପିଟିଲା ଟ୍ରକ୍‌ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ । ଏନଏଚ୍‌ ୧୬ ଛତ୍ରଗଡ଼ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ୱରରୁ ବ୍ରହ୍ମପୁର ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର…