Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାତିରୁ ମିଳିଲା ଆଶ୍ୱସ୍ତି, ପ୍ରବଳ ବର୍ଷାରେ ଡୁବିଲା ଟ୍ୱିନସିଟି

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ଅସମ୍ଭାଳ ଗ୍ରୀଷ୍ମ ସହ ଗୁଳୁଗୁଳିରୁ ମିଳିଲା ମୁକ୍ତି । ଗତକାଲି ଟ୍ୱିନସିଟି ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ନିର୍ଧୁମ ବର୍ଷିଛି। ଟୁଇନସିଟିରେ ଅସମ୍ଭାଳ ଗ୍ରୀଷ୍ମ ସହ ଗୁଳୁଗୁଳିରୁ…

ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ, ଯାତ୍ରୀଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯାତ୍ରୀ ୧୬ନମ୍ବର ମୋ ବସ୍‌ କଣ୍ଟକ୍ଟରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ ମୋ ବସ ଅଟକାଇ ଆନ୍ଦୋଳନ କରୁଛନ୍ତି ସମସ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟର। ସୂଚନାନୁସାରେ, କ୍ରୁଟ ଦ୍ୱାରା ପରିଚାଳିତ ମୋ ବସ୍…

୪୫ ମିନିଟ ଭିତରେ କୋରାପୁଟରେ ୨୯ ହଜାର ଥର ବଜ୍ରପାତ, କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଏହାରି ସାଙ୍ଗରେ ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ବହୁଛି। ତେବେ…

ଜୁନ୍ ୪ରେ ଭୋଟ୍ ଗଣତି ବେଳେ ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ

ଭୁବନେଶ୍ଵର: ସରିଛି ଲୋକସଭା ନିର୍ବାଚନ । ଜୁନ୍ ୪ରେ ହେବ ଭୋଟ ଗଣତି । ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତୀକ ଦଳ । ସେପଟେ ଜୁନ ୪ରେ ଭୋଟ ଗଣତି ବେଳେ ଆଇନଶୃଙ୍ଖଳା ପାଇଁ ରାଜ୍ୟରେ ୭୦ କମ୍ପାନୀ ସିଏପିଏଫ କର୍ମଚାରୀ ମୁତୟନ ହେବେ । ଜୁନ୍ ୬ ପର୍ଯ୍ୟନ୍ତ ରାଜ୍ୟରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ…

ଜଳୁଛି ଓଡିଶା, ୪୦ ଉପରେ ୮ ସହର

ଭୁବନେଶ୍ଵର: ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତ ବ୍ୟସ୍ତ ଜନ ଜୀବନ । ଆଜି ୪୦ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର ଓ ସୋନପୁରରେ ୪୨.୩ ଡିଗ୍ରୀ…

ଆକ୍ସିସ ମାଇ ଇଣ୍ଡିଆ ରିପୋର୍ଟ ପ୍ରତିଷ୍ଠାତା କହିଲେ ବିଜେଡି କେଉଁ ଦୁଇଟି ଲୋକସଭା ଆସନରେ ଜିତିବ?

ଭୁବନେଶ୍ୱର: ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଆକଳନ କରିଛି ଯେ ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି ଲୋକସଭା ଆସନ ଜିତିପାରେ। ଶାସକ ବିଜୁ ଜନତା ଦଳ ମାତ୍ର ସର୍ବାଧିକ ୨ଟି ଆସନରେ ବିଜୟୀ ହୋଇପାରେ। ଏହାବ୍ୟତୀତ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି।…

ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୨ଜଣଙ୍କ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁରର ଦିଗପହଣ୍ଡିରେ ତାଣ୍ତବ ରଚିଛି କାଳବୈଶାଖୀ । କାଳବୈଶାଖୀ ସହିତ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଛି । ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଦ୍ୱୟ ହେଲେ ନିରାକାରପୁର ଡୁବୁର ପ୍ରଧାନ ଓ ପୋଲସରାର ଶାନ୍ତନୁ। ଏମାନେ ପାଟପୁର…

ପୁରୀ ବାଣ ବିସ୍ଫୋରଣ ଘଟଣା: ୧୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେପଟେ ବର୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଏସଆରସି କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଆଜି ସକାଳେ ୨ ଜଣଙ୍କର ମୃତ୍ୟୁ…

ଏକଜିଟ୍ ପୋଲ ରିପୋର୍ଟ: କମିବ ବିଜେଡିର ବିଧାୟକ ସଂଖ୍ୟା, ବଢ଼ିବ ବିଜେପି

ଭୁବନେଶ୍ୱର: କେବଳ ୨୧ ଲୋକସଭା ଆସନ ନୁହେଁ ଚଳିତଥର ୧୪୭ ବିଧାନସଭା ଆସନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ। ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଏଭଳି କିଛି ଅନୁମାନ କରିଛି। ରିପୋର୍ଟ ଅନୁଯାୟୀ ୧୪୭ ବିଧାନସଭା ଆସନରୁ ବିଜେପି ୬୨ରୁ ୮୦ ଆସନ ଜିତିପାରେ। ବିଜୁ ଜନତା ଦଳର ଆସନ ସଂଖ୍ୟା…

କୁଳିଅଣାରେ ଲଜ୍ଜା, ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ମୟୂରଭଞ୍ଜ: ସାମ୍ନାକୁ ଆସିଛି ଲଜ୍ଜା । ଏକ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା । ଏଭଳି କିଛି ଲୋମଟାଙ୍କୁରା ଦୃଶ୍ୟ ସାମ୍ନକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ । ନାବାଳିକା ଘରେ ଏକା ଥିବାର ସୁଯୋଗରେ ଝୁଣି ଖାଇଛି ନରଦାନବ । ମିଳିଥିବା ସୂଚନା…