Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କିମାଟିକ ଶିକ୍ଷକ ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି

ଭୁବନେଶ୍ୱର: ରାଜ୍ୟରେ ସରକାର ୨୦୧୦ ମସିହାରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିବା ବେଳେ ସେହି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । କେବଳ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ…

ଅବକାରୀ ବିଭାଗର ଚଢ଼ାଉ, ୫୫୩ କେଜି ଗଞ୍ଜେଇ ସହ ଜଣେ ମହିଳା ଗିରଫ, ୨ ଫେରାର

ବରଗଡ଼: ନିଶା କାରବାର ରୋକିବା ପାଇଁ ବରଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ୫୫୩.୨୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବରଗଡ଼ ୱାର୍ଡ ନମ୍ବର ୧ ରୁ  ଜଣେ ୪୦ ବର୍ଷିୟ ମଞ୍ଜୁଲତା ମହାରଣା ନାମକ ମହିଳାଙ୍କୁ ଗିରଫ କରାଯାଇଛି।…

ବନ ବିଭାଗ ଜାରି କରିଥିବା ସାପ ଉଦ୍ଧାର ଗାଇଡଲାଇନ ତ୍ରୁଟିପୂର୍ଣ୍ଣ ! ସଂଶୋଧନ ପାଇଁ ଦାବି

ଭୁବନେଶ୍ୱର: ଗତ ୯ ଅଗଷ୍ଟ ୨୦୨୩ ତାରିଖରେ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟରେ ଜନବସତି ମଧ୍ୟକୁ ପଶି ଆସୁଥିବା ସାପ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ନୂଆ ଗାଇଡଲାଇନ ପ୍ରବର୍ତ୍ତନ କରାଯାଇଛି। ସେହି ଗାଇଡଲାଇନ ଆଭିମୁଖ୍ୟ ଏବଂ ନିୟମାବଳୀ ବିଷୟରେ ରାଜ୍ୟର…

ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କ୍ରୁଟର ବ୍ୟାପକ ଯୋଜନା

ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ର ୪୪ତମ ବୋର୍ଡ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ତଥା କ୍ରୁଟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼…

ଠିକା ଶିକ୍ଷକ କାହିଁକି ବୋଲି କହି ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ, ନିର୍ବାଚନୀ ଷ୍ଟଣ୍ଟ କହିଲେ ବିରୋଧୀ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ନେଇ ତେଜିଛି ବିବାଦ। ବିରୋଧୀ ଦଳମାନେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାର ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ…

ଚନ୍ଦ୍ରଯାନ-୩ର ସଫଳ ଅବତରଣ: କିଟ୍ ଓ କିସ୍ ଛାତ୍ରଛାତ୍ରୀ ଶୁଭ ମନାସି କରିଥିଲେ ପୂଜାର୍ଚ୍ଚନା

ଭୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିବା ପାଇଁ କିଟ୍ ଓ କିସ୍‌ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧା…

‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ରଖିଛନ୍ତି। ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ…

ଦିନ ମଜୁରିଆଙ୍କୁ ନେଇ ଯାଉଥିବା ମିନି ଟ୍ରକ ଦୁର୍ଘଟଣାର ଶିକାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ ବୁଧବାର ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି। ଫଳରେ ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡିର ଡ୍ରାଇଭର ଭାରସାମ୍ୟ…

ସରକାରୀ ଜମିରେ ଘର, ଜବରଦଖଲ ଉଚ୍ଚେଦ କଲା ବିଡିଏ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକ ବେଆଈନ ଜାଗାକୁ ମାଡି ବସିଥିବାକୁ ଉଚ୍ଚେଦ କରିଛି। ବିମାନବନ୍ଦର ଥାନା ଅଧୀନ ଅନନ୍ତବିହାର ଫେଜ୍-୩ ବିଡିଏ ହାଉସିଂ ପ୍ରୋଜେକ୍ଟରେ ଥିବା ୫ ହଜାର ବର୍ଗଫୁଟ୍ ସରକାରୀ ଜମିକୁ ବୁଧବାର ବିଡିଏର…